Home Bibles ☰ Books ଗୀତସଂହିତା 25:18 · ଓଡ଼ିଆ ବାଇବେଲ
ଗୀତସଂହିତା 25:18 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ ମାରେ ଦୁଃଖ ଓ କ୍ଲେଶ ପ୍ରତି ଦୃଷ୍ଟିପାତ କର। ମୁଁ ଯେଉଁ ପାପ କରିଛି, ସେଥିଲାଗି ମାେତେ କ୍ଷମା କର।

Cross references

ପ୍ରଥମ ଶାମୁୟେଲ 1:11

ସେ ଏହା କହି ପରମେଶ୍ବରଙ୍କ ନିକଟରେ ପ୍ରତିଜ୍ଞା କଲା, ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖକ୍ସ୍ଟଥାଅ ମୁ କେତେ ଦକ୍ସ୍ଟଃଖି, ଯଦି ତୁମ୍ଭେ ତୁମ୍ଭର ସବେକକକ୍ସ୍ଟ ମନେ ରଖିଥାଅ, ତବେେ ମାେତେ ଏକ ପକ୍ସ୍ଟତ୍ର ଦିଅ। ତା' ହେଲେ ମୁ ସହେି ପକ୍ସ୍ଟତ୍ରଟିକକ୍ସ୍ଟ ସଦାପ୍ରଭୁଙ୍କଠା ରେ ଉତ୍ସର୍ଗ କରିବି। ସେ ତା'ର ଜୀବନସାରା ତୁମ୍ଭର ସବୋ କରିବ। ସେ ଦ୍ରାକ୍ଷାରସ ଏବଂ ସକ୍ସ୍ଟରା ନାସରୀଯ ତକ୍ସ୍ଟଲ୍ଯ ପିଇବ ନାହିଁ ଏବଂ ତା'ର ବାଳ କାଟିବାପାଇଁ କୌଣସି କ୍ଷକ୍ସ୍ଟର ତା'ର ମକ୍ସ୍ଟଣ୍ତ ରେ ସ୍ପର୍ଶ କରିବ ନାହିଁ।

ଦିତୀୟ ଶାମୁୟେଲ 16:12

ଏହା ହାଇପୋ ରେ ଯେ, ସଦାପ୍ରଭୁ ମାେ ପ୍ରତି ଅନ୍ଯାଯ ହେଉଥିବାର ଦେଖିବେ ଏବଂ ଶିମିଯିର ଅଭିଶାପ ବଦଳ ରେ ସେ ମାେତେ ଆଶୀର୍ବାଦ କରିବେ।

ଗୀତସଂହିତା 32:1

ୟାହାର ସବୁ ପାପ କ୍ଷମା କରାୟାଇଅଛି, ସେ ବ୍ଯକ୍ତି ଧନ୍ଯ। ସହେି ବ୍ଯକ୍ତି ଅଧିକ ଭାଗ୍ଯଶାଳୀ, ଯେତବେେଳେ ତା'ର ସମସ୍ତ ପାପ ଧୋଇ ଦିଆୟାଇଥାଏ।

ଗୀତସଂହିତା 32:5

କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନଲେି ମାରେ ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି। ସଦାପ୍ରଭୁ ତୁମ୍ଭଙ୍କୁ ମାରେ ସମସ୍ତ ପାପ ବିଷଯରେ କହିଲି। ମାରେ କୌଣସି ପାପ ଲୁଚାଇ ରଖିଲି ନାହିଁ ଓ ତୁମ୍ଭେ ମାେତେ ମାରେ ସମସ୍ତ ପାପରୁ କ୍ଷମା କରିଦଲେ।

ଗୀତସଂହିତା 51:8

ଆଉ ମାେତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ। ତୁମ୍ଭ ଦ୍ବାରା ଭଗ୍ନ ଅସ୍ଥି ସବୁ ଆନନ୍ଦରେ ପ୍ରଫୁଲ୍ଲିତ ହବେ।

ଗୀତସଂହିତା 119:132

ହେ ପରମେଶ୍ବର, ମାେତେ ଦେଖ ଓ ମାେ ପ୍ରତି ଦୟା କର। ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ୟାହା କରିବା ଉଚିତ୍ ତାହା କର।

ଗୀତସଂହିତା 119:153

ହେ ସଦାପ୍ରଭୁ, ମାରେ ୟନ୍ତ୍ରଣାକୁ ଦେଖ ଓ ମାେତେ ଉଦ୍ଧାର କର। କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।

ଗୀତସଂହିତା 132:1

ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ୍ କାର୍ୟ୍ଯକୁ ସ୍ମରଣ କର।

ଯିରିମିୟଙ୍କ ବିଳାପ 1:9

ୟିରୁଶାଲମର ଅପରିଷ୍କାର ସହଳୀ ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ୟ୍ଯ ଜଣାପଡ଼ୁଥିଲା। ସଠାେ ରେ ତାକୁ ସାନ୍ତ୍ବନା ଦବୋକୁ କହେି ନ ଥିଲେ। ସେ କହୁଛି, ହେ ସଦାପ୍ରଭୁ, ମାରେ ସମସ୍ଯା ଦେଖ, ମାରେ ଶତ୍ରୁଗଣ ନିଜକୁ କିପରି ମହାନ୍ ମନେ କରୁଛନ୍ତି।

ଯିରିମିୟଙ୍କ ବିଳାପ 5:1

ହେ ସଦାପ୍ରଭୁ ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର। ଆମ୍ଭମାନଙ୍କ ପ୍ରତି ହାଇେଥିବା ଅପମାନକୁ ଅବଲୋକନ କର।

ମାଥିଉଲିଖିତ ସୁସମାଚାର 9:2

କେତକେ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶୟେ ରେ ଶାଇେଥିଲା। ଯୀଶୁ ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, ହେ ୟୁବକ! ସାହସ ରଖ। ତୁମ୍ଭର ସବୁ ପାପ କ୍ଷମା କରାଗଲା।

ଲୂକଲିଖିତ ସୁସମାଚାର 1:25

ଦେଖ, ଶଷେ ରେ ପରମେଶ୍ବର ମାେତେ ସାହାୟ୍ଯ କରିଛନ୍ତି। ଲୋକମାନଙ୍କ ମଧିଅରେ ମାରେ ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମାେ' ପ୍ରତି ସଦୟ ହାଇେଛନ୍ତି।

Interlinear

Choose Theme