ଶାମକ୍ସ୍ଟଯଲେ ଶାଉଲକକ୍ସ୍ଟ ଦେଖିଲେ, ଏବଂ ସଦାପ୍ରଭୁ ତାଙ୍କୁ କହିଲେ, ଏହି ସହେିଲୋକ, ମୁ ଯାହା କଥା କହକ୍ସ୍ଟଥିଲି ସେ ମାରେ ଲୋକମାନଙ୍କୁ ଶାସନ କରିବେ।
Cross references
ମୁ ତାକକ୍ସ୍ଟ କହିଅଛି ଯେ, ମୁ ଚିରଦିନ ତା'ର ବଂଶକକ୍ସ୍ଟ ଦଣ୍ତ ଦବେି, ଯେ ହତେକ୍ସ୍ଟ ତା'ର ଅପରାଧ ତାକକ୍ସ୍ଟ ଜଣାଅଛି। ସେ ଜାଣିଲା ଯେ, ସମାନେେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କରୁଛନ୍ତି ଓ କହକ୍ସ୍ଟଛନ୍ତି। ତଥାପି ଏଲି ତା'ର ପକ୍ସ୍ଟତ୍ରମାନଙ୍କୁ ନିଯନ୍ତ୍ରଣ କଲା ନାହିଁ।
ଯେତବେେଳେ ୟିଶୀ ଓ ତା'ର ପକ୍ସ୍ଟତ୍ରମାନେ ପହନ୍ଚିଲେ, ଶାମକ୍ସ୍ଟଯଲେ ଇଲୀଯାବଙ୍କକ୍ସ୍ଟ ଦେଖିଲେ। ଶାମକ୍ସ୍ଟଯଲେ ଭାବିଲେ, ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକକ୍ସ୍ଟ ରାଜା ହବୋପାଇଁ ବାଛିଛନ୍ତି।
କିନ୍ତୁ ସମସ୍ତ ମନ୍ଦ ଲୋକମାନେ କଣ୍ଟା ତକ୍ସ୍ଟଲ୍ଯ। ସାଧାରଣତଃ ଲୋକମାନେ ସମାନଙ୍କେର ହାତ ରେ କଣ୍ଟା ଧରନ୍ତି ନାହିଁ, ମାତ୍ର ସମାନଙ୍କେୁ ଦୂରକକ୍ସ୍ଟ ଫିଙ୍ଗି ଦିଅନ୍ତି।
ଏହାପରେ ବିଶ୍ରାମବାର ପୂର୍ବରୁ ୟିରୁଶାଲମ ରେ ଯେତବେେଳେ ଅନ୍ଧାର ହବୋକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦଲେି ଆହୁରି ବିଶ୍ରାମବାର ଶଷେ ହବୋ ପର୍ୟ୍ଯନ୍ତ ନଖାଲିବୋକୁ ଆଜ୍ଞା ଦଲେି। ପୁଣି ବିଶ୍ରାମଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ଯରୁ କେତକଙ୍କେୁ ଦ୍ବାରମାନଙ୍କ ରେ ନିୟୁକ୍ତି କଲି।
ତେଣୁ ମୁଁ ସମାନଙ୍କେ ସହିତ ବାଦାନୁବାଦ କଲି ଓ ସମାନଙ୍କେୁ ଅଭିଶାପ ଦଲେି। ସମାନଙ୍କେ ମଧ୍ଯରୁ କେତକଙ୍କେୁ ପ୍ରହାର କଲି। ମୁଁ ସମାନଙ୍କେ ଦାଢି ମଧ୍ଯ ଉତ୍ପାଟନ କଲି ଏବଂ ପରମେଶ୍ବରଙ୍କ ନାମ ରେ ସମାନଙ୍କେୁ ପ୍ରତିଜ୍ଞା କରାଇଲି, ତୁମ୍ଭମାନେେ ସମାନଙ୍କେ ପୁତ୍ରମାନଙ୍କୁ ଆପଣାର କନ୍ଯା ଦିଅନାହିଁ ଏବଂ କିମ୍ବା ଆପଣା ପୁତ୍ର ନିମନ୍ତେ ସମାନଙ୍କେ କନ୍ଯା ଗ୍ରହଣ କର ନାହିଁ।
ଆମ୍ଭେ କୋର୍ଧିତ ହେଲୁ ଓ ତୁମ୍ଭମାନଙ୍କର ଜଣେ ରାଜା ହେଲୁ। ଯେତବେେଳେ ଅତି କୋର୍ଧିତ ହେଲୁ ତାଙ୍କୁ ଦୂରକୁ ନଇଗେଲୁ।
ଏହାପରେ ସମାନେେ ଜଣେ ରାଜା ଚାହିଁଲେ। ପରମେଶ୍ବର ସମାନଙ୍କେୁ ବିନ୍ଯାମୀନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ରାଜତ୍ବ କଲେ।
ଯେଉଁ ମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସମାନଙ୍କେଠା ରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ କାମ କରନ୍ତି ସମାନେେ ଭୟ କରିବାକୁ ବାଧ୍ଯ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ।