Home Bibles ପ୍ରଥମ ରାଜାବଳୀ 19:15 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 19:15 · ଓଡ଼ିଆ ବାଇବେଲ

ତହୁଁ ସଦାପ୍ରଭୁ କହିଲେ, ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ୟାଇଥିବା ପଥରେ ଫରେିୟାଅ। ଦମ୍ମେଶକକୁ ୟାଅ ଓ ସଠାେରେ ହସାଯଲକେୁ ଅରାମର ସିଂହାସନ ରେ ଅଭିଷିକ୍ତ କର।

Cross references

ଆଦି ପୁସ୍ତକ 14:15

ସହେି ରାତ୍ରି ରେ ସିଏ ଓ ତାଙ୍କର ସୈନ୍ଯମାନେ ସମସ୍ତେ ମିଶି ତାଙ୍କର ଶତୃମାନଙ୍କ ବିରୁଦ୍ଧ ରେ ଅତର୍କିତ ଆକ୍ରମଣ କଲେ। ସମାନେେ ତାଙ୍କୁ ପରାସ୍ତ କରି ତାଙ୍କୁ ଗୋଡ଼ଇେ ଗୋଡ଼ଇେ ଦମ୍ମସକରେ ଉତ୍ତର ସ୍ଥିତ ହାବୋ ପର୍ୟ୍ଯନ୍ତ ଗୋଡ଼ାଇଲେ।

ଦିତୀୟ ରାଜାବଳୀ 8:7

ଇଲୀଶାୟ ଦମ୍ମେଶକରେ ପହନ୍ଚିଲେ। ଏହି ସମୟରେ ଅରାମର ରାଜା ବିନ୍ହଦଦ୍ ପୀଡିତ ଥିଲେ। ଜଣେ ଲୋକ ବିନ୍ହଦଦ୍କୁ କହିଲା, ପରମେଶ୍ବରଙ୍କ ଲୋକ ସେ ସ୍ଥାନକୁ ଆସିଛନ୍ତି ବୋଲି ତାଙ୍କୁ ସମ୍ବାଦ ଦିଆଗଲା।

ଦିତୀୟ ରାଜାବଳୀ 8:8

ତତ୍ପରେ ରାଜା ବିନ୍ହଦଦ୍ ହସାଯଲକେୁ କହିଲେ, ଏହି ଉପହାର ନଇେ ପରମେଶ୍ବର ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡାରୁ ମୁକ୍ତ ହବେି କି ନାହିଁ, ଏହି କଥା ତାଙ୍କ ଦ୍ବାରା ସଦାପ୍ରଭୁଙ୍କୁ ପଗ୍ଭର।

ଦିତୀୟ ରାଜାବଳୀ 8:13

ହସାଯଲେ କହିଲେ, ମୁଁ ତ ସପରେି ଶକ୍ତିଶାଳୀ ନୁହେଁ, ମୁଁ ସହେି ସାମରିକ କୃତିବ ପାରିବ ନାହିଁ?

ଦିତୀୟ ରାଜାବଳୀ 8:15

ମାତ୍ର ପରଦିନ ହସାଯଲେ ଏକ ପତଳା ବସ୍ତ୍ର ନଇେ ଜଳ ରେ ବୁଡାଇଲେ ଓ ରାଜା ବିନ୍ହଦଦ୍ର ମୁଖ ଉପରେ ଆବୃତ କଲେ। ତହିଁରେ ତାଙ୍କର ଶ୍ବାସରୁଦ୍ଧ ହାଇେ ସେ ମଲେ ଓ ହସାଯଲେ ତାଙ୍କ ପଦ ରେ ରାଜତ୍ବ କଲେ।

ଦିତୀୟ ରାଜାବଳୀ 8:28

ୟୋରାମ ଆହାବ୍ ବଂଶର ଥିଲେ। ଏ ନିମନ୍ତେ ସେ ଅହସିଯଙ୍କ ସଙ୍ଗେ ମିଶି ଅରାମର ରାଜା ହସାଯଲଙ୍କେ ବିରୁଦ୍ଧ ରେ ରାମାେତ-ଗିଲିଯଦ ରେ ୟୁଦ୍ଧ କରିବାକୁ ଗଲେ। ଏଥି ରେ ଅରାମୀଯମାନେ ଯୋରାମଙ୍କୁ କ୍ଷତବିକ୍ଷତ କଲେ।

ଦିତୀୟ ରାଜାବଳୀ 9:14

ଅନନ୍ତର ନିମ୍ଶିଙ୍କର ପୌତ୍ର, ଯିହାଶାଫେଟ୍ଙ୍କ ପୁତ୍ର ଯହେୂ ୟୋରାମଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ।

ଯିଶାଇୟ 45:1

ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ଯକତିର ଅର୍ଥାତ୍ କୋରସ ବିଷଯ ରେ ଏହିକଥା କୁହନ୍ତି, ଆମ୍ଭେ ତାହା ସମ୍ମୁଖ ରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖ ରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ବାର ସବୁ ବନ୍ଦ ରହିବ ନାହିଁ।

ଯିରିମିୟ 1:10

ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।

ଯିରିମିୟ 27:2

ସଦାପ୍ରଭୁ ମାେତେ ଏହି କଥା କହିଲେ, ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତକେ ୟୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧ ରେ ରଖ।

ଆମୋଷ 1:4

ତେଣୁ ଆମ୍ଭେ ହସାଯଲଙ୍କେ ଗୃହ ନିକଟକୁ ଅଗ୍ନି ପ୍ ରରଣେ କରିବା। ଏବଂ ସହେି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ବଂସ କରିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:2

ସେ ମହାୟାଜକଙ୍କ ପାଖକୁ ଯାଇ ଦମ୍ମସକେ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହାଦ୍ବାରା ସେ ଯେତବେେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତବେେଳେ ସମାନଙ୍କେୁ ବନ୍ଦୀ କରି ୟିରୂଶାଲମକୁ ନଇେ ଆସିପାରିବେ।

Interlinear

Choose Theme