Home Bibles ଯିହୂଦାଙ୍କ ପତ୍ର 1:5 · ଓଡ଼ିଆ ବାଇବେଲ
ଯିହୂଦାଙ୍କ ପତ୍ର 1:5 · ଓଡ଼ିଆ ବାଇବେଲ

ତୁମ୍ଭେ ଆଗରୁ ଜାଣିଥିବା କେତକେ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବାକୁ ଚା ହେଁ। ମନରେଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିସର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ବାସୀ ଲୋକମାନଙ୍କୁ ଧ୍ବଂସ କରି ଦେଲେ।

Cross references

ଗଣନା ପୁସ୍ତକ 14:22

ଏମାନଙ୍କ ମଧ୍ଯରୁ ଏହି ଲୋକ ମାରେମହିମା ଦେଖିଲେ, ପୁଣି ଯେଉଁମାନେ ମିଶର ରେ ଓ ମରୁଭୂମିରେ ଚିହ୍ନସ୍ବରୂପ ମାରେ କୃତ କର୍ମ ଦଖାଇେଛନ୍ତି ଏବଂ ଯେଉଁମାନେ ମାେତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମାେ ବାକ୍ଯ ରବ ରେ ଅମନୋୟୋଗୀ ହାଇେଅଛନ୍ତି,

ଗଣନା ପୁସ୍ତକ 26:64

ମାତ୍ର ସୀନଯ ମରୁଭୂମିରେ ଇଶ୍ରାୟେଲ ଲୋକମାନଙ୍କର ଗଣନାକାରୀ ମାଶାେ ଓ ହାରୋଣ ଯାଜକ ଦ୍ବାରା ଯେଉଁମାନେ ଗଣିତ ହାଇେଥିଲେ, ସମାନଙ୍କେ ମଧ୍ଯରୁ ଜଣେ ଏମାନଙ୍କ ମଧିଅରେ ନ ଥିଲା। ସହେି ଲୋକମାନେ ସମସ୍ତେ ମୃତ୍ଯୁବରଣ କରିଥିଲେ।

ଦିତୀୟ ବିବରଣ 2:15

ସଦାପ୍ରଭୁଙ୍କର ହସ୍ତ ସମାନଙ୍କେ ବିପକ୍ଷ ରେ ସମସ୍ତ ଲୋକମାନଙ୍କୁ ଧ୍ବଂଶ କରିବା ପର୍ୟ୍ଯନ୍ତ ଥିଲା।

ଗୀତସଂହିତା 106:26

ତଣେୁ ପରମେଶ୍ବର ସମାନଙ୍କେୁ ମରୁଭୂମିରେ ବିନାଶ କରିବା ପାଇଁ ଶପଥ କଲେ।

ରୋମୀୟଙ୍କ ପ୍ରତି ପତ୍ର 15:15

କିନ୍ତୁ ପୁନର୍ବାର ମନେ ପକାଇବା ପାଇଁ ମୁଁ ଖୋଲାଖାଲିେ ଭାବେ କେତକେ ବିଷୟ ରେ ଲେଖିଥିଲି। ପରମେଶ୍ବରଙ୍କ ଠାରୁ ବିଶଷେ ଅନୁଗ୍ରହଦାନ ପାଇଥିବାରୁ, ମୁଁ ଏପରି କଲି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:1

ଭାଇ ଓ ଭଉଣୀମାନେ! ମୁଁ ଇଚ୍ଛା କରେ ଯେ, ଆମ୍ଭର ପିତୃପୁରୁଷମାନଙ୍କ ପ୍ରତି ( ଯେଉଁମାନେ ମାଶାଙ୍କେୁ ଅନୁସରଣ କରିଥିଲେ) କ'ଣ ହେଲା ତାହା ତୁମ୍ଭମାନେେ ଜାଣି ରଖ। ପରମେଶ୍ବର ସମାନଙ୍କେୁ ମେଘ ସ୍ତମ୍ଭ ଦ୍ବାରା ସୁଫ ସାଗରକୁ ପାର କରାଇଥିଲେ।

ଏବ୍ରୀ 3:16

ପରମେଶ୍ବରଙ୍କ ବାକ୍ଯ ଶୁଣି କେଉଁମାନେ ତାହାଙ୍କର ବିରୁଦ୍ଧାଚରଣ କରିଥିଲେ ? ଯେଉଁମାନେ ମାଶାଙ୍କେ ଦ୍ବାରା ମିଶର ଦେଶରୁ ବାହାରି ଆସିଥିଲେ, ଏମାନେ ସହେି ଲୋକ ଅଟନ୍ତି।

ପିତରଙ୍କ ଦିତୀୟ ପତ୍ର 1:12

ତୁମ୍ଭେ ଏହି କଥା ଜାଣ। ତୁମ୍ଭଠା ରେ ବର୍ତ୍ତମାନ ଥିବା ସତ୍ଯ ରେ, ତୁମ୍ଭେ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁବେଳେ ଏହି କଥାଗୁଡ଼ିକ ମନେ ପକାଇବା ପାଇଁ ସାହାୟ୍ଯ କରୁଥିବି।

ପିତରଙ୍କ ଦିତୀୟ ପତ୍ର 3:1

ମାେ ମିତ୍ରଗଣ, ଏହି ଦ୍ବିତୀୟ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି। ତୁମ୍ଭକୁ କେତଗେୁଡ଼ିଏ ବିଷୟ ମନେ ପକାଇ ଦବୋ ଲାଗି ମୁଁ ଦୁଇଟି ପତ୍ର ଲେଖିଛି।

Interlinear

Choose Theme