Home Bibles ମାଥିଉଲିଖିତ ସୁସମାଚାର 3:9 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 3:9 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ନିଜକୁ ଅବ୍ରାହାମ ସନ୍ତାନ ବୋଲି କହି ଦେଲେ ଯେ ୟଥେଷ୍ଟ ହାଇଗେଲା, ସେ କଥା କବେେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରିବେ।

Cross references

ଯିହିଜିକଲ 33:24

ହେ ମନୁଷ୍ଯ ପୁତ୍ର, ଯେଉଁମାନେ ଇଶ୍ରାୟେଲ ଦେଶର ସହେି ଧ୍ବଂସପ୍ରାପ୍ତ ସ୍ଥାନ ରେ ବାସ କରନ୍ତି, ସମାନେେ କହୁଅଛନ୍ତି, 'ଅବ୍ରହାମ ଏକମାତ୍ର ଜଣେ ବ୍ଯକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭମାନେେ ଅନକେ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।'

ମାଥିଉଲିଖିତ ସୁସମାଚାର 8:11

ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସମାନେେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ବର୍ଗରାଜ୍ଯ ରେ ଭୋଜି ରେ ନିଜ ନିଜ ଆସନ ଗ୍ରହଣ କରିବେ।

ମାର୍କଲିଖିତ ସୁସମାଚାର 7:21

ମନୁଷ୍ଯ ଭିତ ରେ, ତାର ମନ ରେ, ଏହି ସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଚାର, ୟୌନଗତ ପାପ, ଚୋରି, ହତ୍ଯା।

ଲୂକଲିଖିତ ସୁସମାଚାର 3:8

ତୁମ୍ଭମାନେେ ପ୍ରକୃତ ରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ହବେ। ଗର୍ବ କରି କୁହନାହିଁ ଯେ 'ଅବ୍ରାହାମ ଆମ୍ଭମାନଙ୍କର ପିତା।' ମୁଁ ତୁମ୍ଭମାନଙ୍କୁ କହୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରନ୍ତି।

ଲୂକଲିଖିତ ସୁସମାଚାର 5:22

କିନ୍ତୁ ଯୀଶୁ ଜାଣପାରିଲେ ଯେ ସମାନେେ କ'ଣ ଭାବୁଛନ୍ତି। ସେ କହିଲେ, ତୁମ୍ଭମାନେେ ମନ ଭିତ ରେ ଏଭଳି ବିଚାର କାହିଁକି ଆଣୁଛ?

ଲୂକଲିଖିତ ସୁସମାଚାର 7:39

ଯେଉଁ ଫାରୁଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, ଯୀଶୁ ଯଦି ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା ହାଇେଥା'ନ୍ତେ, ତବେେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।

ଲୂକଲିଖିତ ସୁସମାଚାର 12:17

ଲୋକଟି ମନେ ମନେ ଭାବିଲା, 'ମୁଁ କ'ଣ କରିବି? ମାେ ପାଖ ରେ ମାରେ ସବୁ ଶସ୍ଯତକ ରଖିବା ପାଇଁ ଜାଗା ନାହିଁ।

ଲୂକଲିଖିତ ସୁସମାଚାର 16:24

ସେ ଡାକିଲା, 'ପିତା ଅବ୍ରହାମ, ମାେତେ ଦୟା କର। ମାେ ପାଖକୁ ଲାଜାରକୁ ପଠାଅ। ସେ ତା' ଆଙ୍ଗୁଳି ଟିପକୁ ପାଣି ରେ ବୁଡଇେ ମାେ ଜିଭ ରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁ ରେ ବହୁତ ୟନ୍ତ୍ରଣା ଭୋଗ କରୁଛି।'

ଲୂକଲିଖିତ ସୁସମାଚାର 19:40

କିନ୍ତୁ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାୟିବ। ଯଦି ମାରେ ଶିଷ୍ଯମାନେ ଏସବୁ କଥା ନକୁହନ୍ତି। ତାହା ହେଲେ ଏ ପଥର ସବୁ ପାଟି କରି ତାହାସବୁ କହିବେ।

ଯୋହନଲିଖିତ ସୁସମାଚାର 8:33

ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କବେେ ହେଲେ କ୍ରୀତଦାସ ହାଇେ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହବେୁ?

ଯୋହନଲିଖିତ ସୁସମାଚାର 8:39

ଯିହୂଦୀମାନେ କହିଲେ, ଅବ୍ରହାମ ଆମ୍ଭମାନଙ୍କର ପିତା।

ଯୋହନଲିଖିତ ସୁସମାଚାର 8:53

ତୁମ୍ଭେ କ'ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରାହାମଙ୍କଠାରୁ ମହାନ୍? ଅବ୍ରାହାମ ତ' ମରିଗଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?

ରେରିତମାନଙ୍କ କାର୍ଯ୍ୟର ବିବରଣ 13:26

ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଚ଼ାର ପଠାଯାଇଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:14

ପରମେଶ୍ବର କିପରି ପ୍ରଥମ ଥର ଅନ୍ୟ ଜାତୀୟ ଲୋକମାନଙ୍କ ପାଇଁ ନିଜର ପ୍ ରମେ ଦଖାଇେଲେ ଓ ସମାନଙ୍କେୁ ଗ୍ରହଣ କରି ତାହାଙ୍କର ଲୋକରେ ପରିଣତ କଲେ, ତାହା ଶିମାନେ ବର୍ଣ୍ଣନା କରିଅଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 4:1

ତା' ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରାହାମଙ୍କ ବିଷୟ ରେ କ'ଣ କହି ପାରିବା?

ରୋମୀୟଙ୍କ ପ୍ରତି ପତ୍ର 4:11

ପରମେଶ୍ବର ଗ୍ରହଣ କରି ନଇେଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରାହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହବୋ ପୂର୍ବରୁ ପରମେଶ୍ବରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି ଓ ସୁନ୍ନତ ହାଇେ ନାହାଁନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରାହାମ ଅଟନ୍ତି। ସମାନେେ ବିଶ୍ବାସ କରନ୍ତି ଓ ଏହି କାରଣରୁ ସମାନେେ ପରମେଶ୍ବରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି।

ରୋମୀୟଙ୍କ ପ୍ରତି ପତ୍ର 9:7

ଅବ୍ରାହମଙ୍କ କବଳେ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ବର କହିଥୀଲେ: ଇସ୍ହାସ ଦ୍ବାରା ତୁମ୍ଭର ବିଧୀ ସଂଗତ ବଂଶବୃଦ୍ଦି ହବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:27

କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।

ଗାଲାତୀୟଙ୍କ ପ୍ରତି ପତ୍ର 3:27

ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠା ରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭମାନେେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ।

ଗାଲାତୀୟଙ୍କ ପ୍ରତି ପତ୍ର 4:22

ଶାସ୍ତ୍ର କୁ ହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ବାଧୀନା ସ୍ତ୍ରୀ।

ଏଫିସୀୟଙ୍କ ପ୍ରତି ପତ୍ର 2:12

ମନରେଖ, ତୁମ୍ଭମାନେେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭମାନେେ ଇସ୍ରାଯଲରେ ନାଗରିକ ନ ଥିଲ। ତେଣୁ ପରମେଶ୍ବର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ୟୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହାଇେ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ।

Interlinear

Choose Theme