Home Bibles ଦିତୀୟ ବିବରଣ 29:24 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 29:24 · ଓଡ଼ିଆ ବାଇବେଲ

ସେତବେେଳେ ସବୁ ଗୋଷ୍ଠୀଯ ଲୋକମାନେ କହିବେ, 'ସଦାପ୍ରଭୁ ଏଦେଶ ପ୍ରତି କାହିଁକି ଏପରି କଲେ? ଏରୂପ ମହାକୋର୍ଧ ପ୍ରଜ୍ବଳିତ ହବୋର କାରଣ କ'ଣ?

Cross references

ଲେବୀୟ ପୁସ୍ତକ 26:32

ପୁଣି ଆମ୍ଭେ ଦେଶକୁ ଶୂନ୍ଯସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କର ଶତୃଗଣ ତହିଁରେ ଆଶ୍ଚର୍ୟ୍ଯଜ୍ଞାନ କରିବେ।

ପ୍ରଥମ ରାଜାବଳୀ 9:8

ଏହି ମନ୍ଦିର ଧ୍ବଂସ ହବେ। ପ୍ରେତ୍ୟକକ ଲୋକ ଏହା ଦେଖି ଆଶ୍ଚର୍ୟ୍ଯ ହବେେ ଓ କହିବେ, 'ସଦାପ୍ରଭୁ କାହିଁକି ଏହି ଭୂମି ଓ ଏହି ମନ୍ଦିର ପ୍ରତି ଏପରି ଭୟଙ୍କର କାର୍ୟ୍ଯ କଲେ?'

ଦିତୀୟ ରାଜାବଳୀ 17:15

ସମାନେେ ସଦାପ୍ରଭୁଙ୍କ ବ୍ଯବସ୍ଥା ଓ ସମାନଙ୍କେ ପିତୃଗଣଙ୍କ ସହିତ କୃତ ତାଙ୍କର ନିଯମ ଓ ସମାନଙ୍କେର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ଯସବୁ ଅଗ୍ରାହ୍ଯ କଲେ। ସମାନେେ ସଦାପ୍ରଭୁଙ୍କ ଚତାବେନୀ ଶୁଣିବାକୁ ଅମାନ୍ଯ କଲେ। ସମାନେେ ମୂଲ୍ଯହୀନ ମୂର୍ତ୍ତିଗୁଡିକୁ ଅନୁସରଣ କଲେ ପୂଜା କଲେ ଏବଂ ସମାନେେ ନିଜେ ମୂଲ୍ଯହୀନ ହାଇଗେଲେ। ସମାନେେ ତାଙ୍କ ଚତୁଃପାଶର୍‌ବ ରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସମାନଙ୍କେୁ ଆଦେଶ ଦଇେଥିଲେ, ସମାନେେ ଯାହା କରନ୍ତି ତୁମ୍ଭମାନେେ ତାହା କର ନାହିଁ। ଯାହା ସଦାପ୍ରଭୁ ସମାନଙ୍କେୁ ବାରିବାକୁ ମନା କରିଥିଲେ, ସମାନେେ ତାହା କଲେ।

ଦିତୀୟ ରାଜାବଳୀ 18:12

ଏସବୁ ଘଟିବାର କାରଣ ହେଲା ସମାନେେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କୁ ମାନିଲେ ନାହିଁ। ପୁଣି ସଦାପ୍ରଭୁଙ୍କର ଚୁକ୍ତିକୁ ସମାନେେ ଭାଙ୍ଗିଲେ ଓ ସଦାପ୍ରଭୁଙ୍କ ସବେକ ମାଶାଙ୍କେର ସମସ୍ତ ଆଜ୍ଞା ମାନିଲେ ନାହିଁ। ଆଉ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।

ଦିତୀୟ ବଂଶାବଳୀ 7:21

ଉଚ୍ଚସମ୍ମାନ ପ୍ରାପ୍ତ ଏହି ମନ୍ଦିର ପାଶର୍‌ବ ଦଇେ ଯାଉଥିବା ପ୍ରେତ୍ୟକକ ବ୍ଯକ୍ତି ଆଶ୍ଚର୍ୟ୍ଯାନ୍ବିତ ହବେେ। ସମାନେେ କହିବେ, 'ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ମନ୍ଦିର ପ୍ରତି ଏ ପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ ?'

ଯିରିମିୟ 5:19

ଆଉ ତୁମ୍ଭମାନେେ ଯେତବେେଳେ ଯିରିମିୟଙ୍କୁ କହିବ, 'ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର, କେଉଁ କାରଣରୁ ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି।' ସେତବେେଳେ ତୁମ୍ଭେ ସମାନଙ୍କେୁ କହିବ, ' ଯେଉଁପ୍ରକା ରେ ତୁମ୍ଭମାନେେ ମାେତେ ପରିତ୍ଯାଗ କରିଛ ଏବଂ ମୂର୍ତ୍ତିଗଣର ସବୋ କରିଅଛ, ସହେିପରି ଭାବରେ ତୁମ୍ଭମାନେେ ବିଦେଶ ରେ ବିଦେଶୀଯମାନଙ୍କର ସବୋ କରିବ।

ଯିରିମିୟ 22:8

ଆଉ ଦେଶୀଯମାନେ ଏହି ନଗର ଦଇେ ଗଲା ବେଳେ ପ୍ରେତ୍ୟକକ ଆପଣା ଆପଣା ସଙ୍ଗୀକି ପଚାରିବେ, 'ସଦାପ୍ରଭୁ କେଉଁଥିପାଇଁ ଏହି ବିଶାଳ ୟିରୁଶାଲମ ନଗରକୁ ଏପରି କଲେ ?

ଯିରିମିୟ 22:9

ତହିଁରେ ସମାନେେ ଉତ୍ତର ଦବେେ, 'ସଦାପ୍ରଭୁ ପରମେଶ୍ବରଙ୍କ ନିଯମକୁ ପରିତ୍ଯାଗ କରି ଯିହୁଦାବାସୀ ଅନ୍ୟ ଦବଗେଣଙ୍କୁ ପ୍ରଣାମ ଓ ସବୋ କରିଥିବାରୁ।'

ଯିରିମିୟ 31:32

ଏହି ନିଯମ ସମାନଙ୍କେ ପୂର୍ବପୁରୁଷଗଣଙ୍କ ସହ ହାଇେଥିବା ନିଯମ ପରି ହବେ ନାହିଁ। ସେତବେେଳେ ଆମ୍ଭେ ସମାନଙ୍କେୁ ହସ୍ତ ଧରି ମିଶର ଦେଶରୁ ବାହାର କରି ଆଣିବା ବେଳେ ସେ ନିଯମ ସ୍ଥାପନ କରିଥିଲୁ। ସଦାପ୍ରଭୁ କହିଥିଲେ, ଆମ୍ଭେ ସମାନଙ୍କେ ସ୍ବାମୀ ହେଲେ ହେଁ ସମାନେେ ଆମ୍ଭର ସହେି ନିଯମ ଲଙ୍ଘନ କଲେ।

ଯିରିମିୟଙ୍କ ବିଳାପ 2:15

ପଥିକମାନେ ତୁମ୍ଭର ଦୁରାବସ୍ଥା ରେ ହାତତାଳି ଦିଅନ୍ତି। ସମାନେେ ଗ୍ରୀସ୍ ଶବ୍ଦ କରି ୟିରୁଶାଲମର କନ୍ଯା ପ୍ରତି ମସ୍ତକ ହଲାଇ କହନ୍ତି, ଏ କ'ଣ ସହେି ନଗରୀ ଯାହାକୁ ଲୋକମାନେ 'ସୌନ୍ଦର୍ୟ୍ଯମଯୀ ନଗରୀ' ଓ 'ସମଗ୍ର ପୃଥିବୀର ଆନନ୍ଦ ସ୍ବରୂପ' ବୋଲି କହୁଥିଲେ ?

ଯିରିମିୟଙ୍କ ବିଳାପ 4:12

ବିପକ୍ଷ ଲୋକ ଓ ଶତ୍ରୁ ଯେ ୟିରୁଶାଲମର ଦ୍ବାର ସମୂହ ରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜଗଣ ଓ ଜଗତବାସୀ କହେି ବିଶ୍ବାସ କରି ନ ଥିଲେ।

ଯିହିଜିକଲ 14:23

ସମାନଙ୍କେର ଆଚାର, ବ୍ଯବହାର ଓ କ୍ରିଯାକଳାପ ତୁମ୍ଭମାନେେ ଦେଖିବ ଓ ହୃଦବୋଧ କରିବ ଯେ ମୁଁ ସମାନଙ୍କେ ବିରୁଦ୍ଧ ରେ ଓ ୟିରୁଶାଲମ ବିରୁଦ୍ଧ ରେ ଯାହାସବୁ କରିଅଛି, ଯଥାର୍ଥ ଥିଲା। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

ଯିହିଜିକଲ 16:59

ଏଥିପାଇଁ ସଦାପ୍ରଭୁ, ମାରେ ପ୍ରଭୁ ଯାହା କହନ୍ତି, ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିଯମ ଯେପରି ଭଗ୍ନ କରିଅଛ, ମୁଁ ସହେିପରି ବ୍ଯବହାର କରିବି।

ରୋମୀୟଙ୍କ ପ୍ରତି ପତ୍ର 2:5

କିନ୍ତୁ ତୁମ୍ଭମାନେେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ବର ନିଜର କୋରଧ ଦଖାଇବେେ, ସହେି ଦିନ ତୁମ୍ଭେ ସହେି ଦଣ୍ଡ ପାଇବ। ସହେି ଦିନ ଲୋକେ ପରମେଶ୍ବରଙ୍କର ଠିକ୍ ନ୍ଯାୟବିଚ଼ାର ଦେଖିବେ।

Interlinear

Choose Theme