Home Bibles ☰ Books ପ୍ରଥମ ଶାମୁୟେଲ 4:2 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 4:2 · ଓଡ଼ିଆ ବାଇବେଲ

ଏହାପରେ ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ନିଜକକ୍ସ୍ଟ ପ୍ରସ୍ତକ୍ସ୍ଟତ କଲେ। ୟକ୍ସ୍ଟଦ୍ଧ ସମୟରେ ଇଶ୍ରାୟେଲୀୟଗଣ ପଲେଷ୍ଟୀୟମାନଙ୍କ ଦ୍ବାରା ପରାଜିତ ହେଲେ; ଓ 4 ,000 ସୈନ୍ଯ ୟକ୍ସ୍ଟଦ୍ଧ କ୍ଷେତ୍ର ରେ ମୃତକ୍ସ୍ଟ୍ଯବରଣ କଲେ।

Cross references

ଲେବୀୟ ପୁସ୍ତକ 26:37

ପୁଣି କହେି ନ ଗୋଡ଼ାଇଲେ ହେଁ ଖଡ୍ଗ ସମ୍ମୁଖ ରେ, ସପରେି ଏକ ଅନ୍ୟ ଉପରେ ଝୁଣ୍ଟି ପଡିବେ,

ଗଣନା ପୁସ୍ତକ 14:45

ସେତବେେଳେ ସହେି ପର୍ବତବାସୀ ଅମାଲକେୀଯ ଓ କିଣାନୀଯ ଲୋକମାନେ ଓହ୍ଲାଇ ଆସି ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ପରାସ୍ତକରି ହର୍ମା ପର୍ୟ୍ଯନ୍ତ ତଡି ଦେଲେ।

ଯିହୋଶୂୟ 7:5

ଅଯର ଲୋକମାନେ ସମାନଙ୍କେର ପେଛ ଗୋଡଇେ ଗୋଡଇେ ଆଣି ଶବାରୀମ ପର୍ୟ୍ଯନ୍ତ ଆଣିଲେ।

ଯିହୋଶୂୟ 7:12

ସହେି କାରଣରକ୍ସ୍ଟ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ଫରେି ଆସିଛନ୍ତି। ସମାନେେ ଅପରାଧ କରିଥିବାରକ୍ସ୍ଟ ଓ ଧ୍ବଂସ କାର୍ୟ୍ଯକକ୍ସ୍ଟ ନିନ୍ଦା କରିଥିବାରକ୍ସ୍ଟ ସମାନେେ ପରାସ୍ତ ହେଲେ। ତୁମ୍ଭମାନେେ ତୁମ୍ଭମାନଙ୍କ ପାଖ ରେ ଥିବା ସହେି ଲକ୍ସ୍ଟଟ୍ ବସ୍ତକ୍ସ୍ଟକକ୍ସ୍ଟ ଧ୍ବଂସ ନ କଲା ପର୍ୟ୍ଯନ୍ତ ମୁ ତକ୍ସ୍ଟମ୍ଭ ସଙ୍ଗ ରେ ରହିପାରିବି ନାହିଁ, ଯେଉଁଗକ୍ସ୍ଟଡିକ ଧ୍ବଂସ କରିବା ପାଇଁ ମୁ ନିର୍ଦ୍ଦେଶ ଦଇେଥିଲି।

ପ୍ରଥମ ଶାମୁୟେଲ 17:8

ପ୍ରେତ୍ୟକକ ଦିନ ଗଲିଯାତ ବାହା ରେ ଛିଡା ହାଇେ ଇଶ୍ରାୟେଲର ସୈନ୍ଯ ଶ୍ ରଣେୀଙ୍କକ୍ସ୍ଟ ଚିତ୍କାର କରି କହକ୍ସ୍ଟଥିଲା, ତୁମ୍ଭମାନେେ କାହିଁକି ୟକ୍ସ୍ଟଦ୍ଧ ସାଜିବା ପାଇଁ ବାହାର ହାଇେ ଆସିଛ? ମୁ ଜଣେ ପଲେଷ୍ଟୀୟ ଲୋକ ନକ୍ସ୍ଟ ହେଁ? ତୁମ୍ଭମାନେେ ଶାଉଲର ଦାସ, ତୁମ୍ଭମାନେେ ନିଜମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମାେ ପାଖକକ୍ସ୍ଟ ଓହ୍ଲାଇ ଆସକ୍ସ୍ଟ।

ପ୍ରଥମ ଶାମୁୟେଲ 17:21

ଇଶ୍ରାୟେଲୀୟମାନେ ଓ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ ସଜାଇଲେ ଓ ସୈନ୍ଯଶ୍ ରଣେୀ ପରସ୍ପର ମକ୍ସ୍ଟହାଁ ମକ୍ସ୍ଟହିଁ ହେଲେ।

ଗୀତସଂହିତା 44:9

କିନ୍ତୁ ହେ ପରମେଶ୍ବର, ତୁମ୍ଭେ ଆମ୍ଭକୁ ଛାଡ଼ି ଚାଲିଗଲ। ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ। ତୁମ୍ଭେ ଆମ୍ଭ ସହିତ ୟୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ।

ଗୀତସଂହିତା 79:7

ସମାନେେ ୟାକୁବଙ୍କ ପରିବାରକୁ ଧ୍ବଂସ କରି ଅଛନ୍ତି। ଓ ସମାନେେ ତା'ର ଗୃହଭୂମିକୁ ଧ୍ବଂସ କରିଅଛନ୍ତି।

ଗୀତସଂହିତା 106:40

ଏହି ହତେୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କୋର୍ଧ କଲେ। ପରମେଶ୍ବର ସମାନଙ୍କେ ପ୍ରତି ବିରକ୍ତ ହେଲେ।

ଯିରିମିୟଙ୍କ ବିଳାପ 3:40

ଆମ୍ଭମାନେେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା ଓ ସଦାପ୍ରଭୁଙ୍କ ନିକଟକୁ ଫରେିବା।

Interlinear

Choose Theme