ସମୁଦାଯ ଦୋର ଉପପର୍ବତ ବିନ୍-ଅବୀନାଦବ୍ର ଅଧିନ ଥିଲା। ସେ ଶଲୋମନଙ୍କର କ୍ଯା ଟାଫତକୁ ବିବାହ କରିଥିଲା।
Cross references
ଏବଂ ପକ୍ସ୍ଟଣି ଉତ୍ତର ପାର୍ବତୀଯ ଦେଶର ରାଜାଗଣଙ୍କକ୍ସ୍ଟ ଆରବଙ୍କକ୍ସ୍ଟ, ଗାଲିଲି ହ୍ରଦର ଦକ୍ଷିଣକକ୍ସ୍ଟ, ପଶ୍ଚିମସ୍ଥ ପାର୍ବତୀଯ ମାଳଭୂମିକକ୍ସ୍ଟ ଓ ପଶ୍ଚିମ ରେ ଦଫୋନ ଦୋରଙ୍କକ୍ସ୍ଟ।
ଦୋର ଉପପର୍ବତସ୍ଥିତ ଦୋରର ରାଜା 1, ଗିଲ୍ଗଲସ୍ଥ ଗୋୟିମର ରାଜା 1
ଇଷାଖର ଓ ଆଶରେ ମଧିଅରେ ବୈଥ୍ଶାନ୍ ଓ ତହିଁର ଉପନଗର ୟିବଲିଯମ ଓ ତା'ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐନ୍ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ।
କିଣାନୀଯ ବୈଥିସାନର ସହରଗକ୍ସ୍ଟଡିକରେ, ତାନକ, ଦୋରା, ୟିବ୍ଲଯିମ, ମମିଦ୍ଦୋ ଏବଂ ସମାନଙ୍କେ ଚତକ୍ସ୍ଟଃପାଶର୍ବ ରେ ଅଧିକ େଛାଟ ସହରମାନଙ୍କ ରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସହେି ସହରରକ୍ସ୍ଟ ସହେି ଲୋକମାନଙ୍କୁ ତଡିବାକକ୍ସ୍ଟ ସକ୍ଷମ ହେଲେ ନାହିଁ। ତେଣୁ ସଠାେରେ କିଣାନୀଯମାନେ ବାସ କଲେ।
ଯେତବେେଳେ ୟିଶୀ ଓ ତା'ର ପକ୍ସ୍ଟତ୍ରମାନେ ପହନ୍ଚିଲେ, ଶାମକ୍ସ୍ଟଯଲେ ଇଲୀଯାବଙ୍କକ୍ସ୍ଟ ଦେଖିଲେ। ଶାମକ୍ସ୍ଟଯଲେ ଭାବିଲେ, ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକକ୍ସ୍ଟ ରାଜା ହବୋପାଇଁ ବାଛିଛନ୍ତି।
ତା'ପରେ ୟିଶୀ ତାଙ୍କର ଦ୍ବିତୀୟ ପକ୍ସ୍ଟତ୍ର ଅବିନାଦବଙ୍କକ୍ସ୍ଟ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦଇେ ଗଲେ। କିନ୍ତୁ ଶାମକ୍ସ୍ଟଯଲେ କହିଲେ, ନା, ଏ ଲୋକ ନକ୍ସ୍ଟହଁନ୍ତି ଯାହାଙ୍କକ୍ସ୍ଟ ସଦାପ୍ରଭୁ ଉପୟକ୍ସ୍ଟକ୍ତ ମନେ କରନ୍ତି।
ତା'ପରେ ୟିଶୀ ଶମ୍ମକକ୍ସ୍ଟ ଶାମୁୟେଲଙ୍କ ପାଖକକ୍ସ୍ଟ ଡକାଇଲେ। କିନ୍ତୁ ଶାମକ୍ସ୍ଟଯଲେ କହିଲେ, ନା, ଏହାକକ୍ସ୍ଟ ମଧ୍ଯ ସଦାପ୍ରଭୁ ମନୋନୀତ କରି ନାହାଁନ୍ତି।
ନପ୍ତାଲି ରେ ଅହୀମାସ୍ ଶାସକ ଥିଲେ ୟିଏ କି ଶଲୋମନଙ୍କର କନ୍ଯା ବାସମତ୍କୁ ବିବାହ କରିଥିଲା।