ପ୍ରଥମ ରାଜାବଳୀ 4:10 · ଓଡ଼ିଆ ବାଇବେଲ
ଅରୁବୋତ ରେ ବିନ୍- ହଷେଦ୍; ସୋଖୋ ଓ ସମୁଦାଯ ହଫରେ ପ୍ରଦେଶ ତା'ର ଅଧୀନ ଥିଲା।
Cross references
ଯିହୋଶୂୟ 12:17
ତପୂହର ରାଜା 1, ହେଫରର ରାଜା 1
ଯିହୋଶୂୟ 15:35
ୟମୂର୍ତ୍, ଅଦକ୍ସ୍ଟଲ୍ଲମ୍, ସୋଖୋ, ଅ ସକୋ,
ଯିହୋଶୂୟ 17:2
ଏହି ଭୂମି ମଧ୍ଯ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀଯଷେର ସନ୍ତାନଗଣ, ହେଲକ ସନ୍ତାନଗଣ, ଅସ୍ତ୍ରୀଯଲେ ସନ୍ତାନଗଣ, ଶେଖମ ସନ୍ତାନଗଣ, ହଫରେ ସନ୍ତାନଗଣ ଓ ଶମୀଦା ସନ୍ତାନଗଣମାନେ ବାଣ୍ଟି ନେଲେ। ଏମାନେ ସମାନଙ୍କେର ନିଜ ନିଜ ବଂଶାନକ୍ସ୍ଟସା ରେ ଯୋଷଫେର ପକ୍ସ୍ଟତ୍ର ମନଃଶିର ପକ୍ସ୍ଟତ୍ର ସନ୍ତାନମାନେ ଥିଲେ।