Home Bibles ଯିହୋଶୂୟ 17:11 · ଓଡ଼ିଆ ବାଇବେଲ
ଯିହୋଶୂୟ 17:11 · ଓଡ଼ିଆ ବାଇବେଲ

ଇଷାଖର ଓ ଆଶରେ ମଧିଅରେ ବୈଥ୍ଶାନ୍ ଓ ତହିଁର ଉପନଗର ୟିବଲିଯମ ଓ ତା'ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐନ୍ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ।

Cross references

ଯିହୋଶୂୟ 11:2

ଏବଂ ପକ୍ସ୍ଟଣି ଉତ୍ତର ପାର୍ବତୀଯ ଦେଶର ରାଜାଗଣଙ୍କକ୍ସ୍ଟ ଆରବଙ୍କକ୍ସ୍ଟ, ଗାଲିଲି ହ୍ରଦର ଦକ୍ଷିଣକକ୍ସ୍ଟ, ପଶ୍ଚିମସ୍ଥ ପାର୍ବତୀଯ ମାଳଭୂମିକକ୍ସ୍ଟ ଓ ପଶ୍ଚିମ ରେ ଦଫୋନ ଦୋରଙ୍କକ୍ସ୍ଟ।

ଯିହୋଶୂୟ 12:21

ତାନ କର ରାଜା 1, ମଗିଦ୍ଦୋର ରାଜା 1

ଯିହୋଶୂୟ 12:23

ଦୋର ଉପପର୍ବତସ୍ଥିତ ଦୋରର ରାଜା 1, ଗି‌ଲ୍‌ଗଲସ୍ଥ ଗୋୟିମର ରାଜା 1

ଯିହୋଶୂୟ 16:9

ଏହା ଛଡା ମନଃଶି ସନ୍ତାନଗଣର ଅଧିକାର ମଧିଅରେ ଇଫ୍ରଯିମ ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମତେ ବହକ୍ସ୍ଟତ ନଗର ଥିଲା।

ବିଚାରକର୍ତାମାନଙ୍କ ବିବରଣ 1:27

କିଣାନୀଯ ବୈଥିସାନର ସହରଗକ୍ସ୍ଟଡିକରେ, ତାନକ, ଦୋରା, ୟିବ୍ଲଯିମ, ମମିଦ୍ଦୋ ଏବଂ ସମାନଙ୍କେ ଚତକ୍ସ୍ଟଃପାଶର୍‌ବ ରେ ଅଧିକ େଛାଟ ସହରମାନଙ୍କ ରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସହେି ସହରରକ୍ସ୍ଟ ସହେି ଲୋକମାନଙ୍କୁ ତଡିବାକକ୍ସ୍ଟ ସକ୍ଷମ ହେଲେ ନାହିଁ। ତେଣୁ ସଠାେରେ କିଣାନୀଯମାନେ ବାସ କଲେ।

ବିଚାରକର୍ତାମାନଙ୍କ ବିବରଣ 5:19

କୀଣାନୀଯ ରାଜାମାନେ ୟକ୍ସ୍ଟଦ୍ଧ କରିଥିଲେ। ସମାନେେ କୌଣସି ସିନ୍ଦକ୍ସ୍ଟକ ପାଇ ନ ଥିଲେ। ସମାନେେ ତାନକରେ ୟକ୍ସ୍ଟଦ୍ଧ କରିଥିଲେ। ମାଗିଦୋର ଜଳତୀରସ୍ଥ ରେ।

ପ୍ରଥମ ଶାମୁୟେଲ 28:7

ତା'ପରେ ଶାଉଲ ନିଜର ଦାସମାନଙ୍କୁ ଆଦେଶ ଦେଲେ, ମାେ ପାଇଁ ଏକ ସ୍ତ୍ରୀ ଲୋକ ଖାଜେ ଯେ କି ମୃତ ଲୋକମାନଙ୍କର ଆତ୍ମା ସହିତ କଥା ହାଇପୋରିବ। ମୁ ଯଦି ଓ ତାକକ୍ସ୍ଟ ପଗ୍ଭରିବି ଯାହାସବୁ ଘଟିବାକକ୍ସ୍ଟ ଯାଉଛି।

ପ୍ରଥମ ଶାମୁୟେଲ 31:10

ପଲେଷ୍ଟୀୟମାନେ ଶାଉଲଙ୍କର କବଚ ସାଞ୍ଜକ୍ସ୍ଟଆ ଇତ୍ଯାଦିକକ୍ସ୍ଟ ଆଷ୍ଟାରୋତ୍ ଦବେୀଙ୍କ ମନ୍ଦିର ରେ ରଖିଲେ। ପଲେଷ୍ଟୀୟମାନେ ମଧ୍ଯ ଶାଉଲଙ୍କ ଶରୀରକକ୍ସ୍ଟ ବୈଥ୍ଶାନ୍ କାନ୍ଥ ରେ ଟାଙ୍ଗି ରଖିଲେ।

ପ୍ରଥମ ଶାମୁୟେଲ 31:12

ତେଣୁ ୟବଯଷର ସୈନ୍ଯମାନେ ବୈଥ୍ଶାନକକ୍ସ୍ଟ ଗଲେ, ସମାନେେ ରାତ୍ରି ତମାମ ୟାତ୍ରା କଲେ, ତା'ପରେ ସମାନେେ ସଠାେରେ ପହଁଞ୍ଚି ଶାଉଲଙ୍କର ଶରୀରକକ୍ସ୍ଟ ବୈଥଶାନ କାନ୍ଥରକ୍ସ୍ଟ ତଳକକ୍ସ୍ଟ କାଢିଲେ, ସମାନେେ ମଧ୍ଯ ଶାଉଲର ପକ୍ସ୍ଟତ୍ରମାନଙ୍କର ଶରୀରକକ୍ସ୍ଟ ୟାବେଶକକ୍ସ୍ଟ ଆଣିଲେ। ୟାବେଶର ଏହିସବୁ ଲୋକମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ରମାନଙ୍କର ଶରୀରକକ୍ସ୍ଟ ସହେିଠା ରେ ପୋଡି଼ ଦେଲେ।

ପ୍ରଥମ ରାଜାବଳୀ 4:11

ସମୁଦାଯ ଦୋର ଉପପର୍ବତ ବିନ୍-ଅବୀନାଦବ୍ର ଅଧିନ ଥିଲା। ସେ ଶଲୋମନଙ୍କର କ୍ଯା ଟାଫତକୁ ବିବାହ କରିଥିଲା।

ପ୍ରଥମ ରାଜାବଳୀ 4:12

ତାନକ୍ ଓ ମାଗିଦ୍ଦୋ ଓ ବୈଥ୍-ଶାନଠାରୁ ଆବେଲ୍ମହୋଲା ଓ ୟଗୂମିଯାମ ପାରି ପର୍ୟ୍ଯନ୍ତ ସର୍ତ୍ତନ ନିକଟବର୍ତ୍ତୀ ୟିଷ୍ରିଯଲେ ତଳେ ଥିବା ସମସ୍ତ ବୈଥ୍-ଶାନ ରେ ଅହୀଲୂଦର ପୁତ୍ର ବାନା ରାଜ୍ଯପାଳ ଥିଲେ।

ପ୍ରଥମ ରାଜାବଳୀ 9:15

ଶଲୋମନ ଦାସମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ବାଧ୍ଯ କରିଥିଲେ। ତତ୍ପରେ ସେ ମିଲ୍ଲୋ, ୟିରୁଶାଲମର ପ୍ରାଚୀର, ହାତ୍ସୋର, ମଗିଦ୍ଦୋ ଓ ଗଷେର ନିର୍ମାଣ କରିବା ରେ ସମାନଙ୍କେୁ ମଧ୍ଯ ବ୍ଯବହାର କରିଥିଲେ।

ଦିତୀୟ ରାଜାବଳୀ 9:27

ଯିହୁଦାର ରାଜା ଅହସିଯ ଏହା ଦେଖି ପଳାଯନ କଲେ। ସେ ଉଦ୍ୟାନ ଗୃହ ଦଇେ ପଳାଯନ କରୁଥିବା ବେଳେ ଯହେୂ ତାଙ୍କ ପେଛ ପେଛ ୟାଇ କହିଲେ, ଅହସିଯଙ୍କୁ ମଧ୍ଯ ସହେି ରଥରେ ଆଘାତ କର।

ଦିତୀୟ ରାଜାବଳୀ 23:29

ଯୋଶିୟଯଙ୍କ ରାଜତ୍ବ କାଳ ରେ ମିଶରର ରାଜା ଫାରୋ-ନଖୋଶୂରୀଯ ରାଜା ବିପକ୍ଷ ରେ ୟୁଦ୍ଧ କରିବାକୁ ଫରତ ନଦୀ ଆଡକୁ ୟାତ୍ରା କଲେ। ଯୋଶିୟଯ ଫାରୋ ସହିତ ମାଗିଦ୍ଦୋ ନିକଟରେ ଭଟେିବାକୁ ଗଲେ। ସହେିଠା ରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ।

ପ୍ରଥମ ବଂଶାବଳୀ 6:70

ଇଶ୍ରାୟେଲର ମନଃଶିର ଗୋଷ୍ଠୀର ଅଧା ଲୋକ ଆନରେ ଓ ବିଲିଯମ ସହରଗୁଡ଼ିକ କହାତ୍ ଗୋଷ୍ଠୀଗୁଡ଼ିକୁ ଦେଲେ। ସହେି କହାତ୍ ଗୋଷ୍ଠୀ ସହରଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ଯ ପାଇଲେ।

ପ୍ରଥମ ବଂଶାବଳୀ 7:29

ମନଃଶିଙ୍କ ଦେଶର ସୀମାବର୍ତ୍ତୀ ସହରଗୁଡ଼ିକ ଥିଲା, ବୈଥ୍ଶାନ, ତାନକ, ମଗିଦ୍ଦୋ ଓ ଡ଼ୋର ଏବଂ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଯୋଷଫଙ୍କେ ବଂଶଧରମାନେ ବାସ କରୁଥିଲେ। ଯୋଷଫେ ଇଶ୍ରାୟେଲଙ୍କ ପୁତ୍ର ଥିଲେ।

ଦିତୀୟ ବଂଶାବଳୀ 35:22

କିନ୍ତୁ ଯୋଶିୟଯ ଚାଲିଗଲେ ନାହିଁ। ସେ ନଖୋଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ସ୍ଥିର କଲେ, ତେଣୁ ସେ ତାଙ୍କର ରୂପ ବଦଳାଇଲେ ଓ ୟୁଦ୍ଧ କରିବା ନିମନ୍ତେ ୟୁଦ୍ଧକ୍ଷେତ୍ରକୁ ଗଲେ। ନଖୋ ପରମେଶ୍ବରଙ୍କ ଆଦେଶ ସମ୍ବନ୍ଧ ରେ ଯାହା କହିଲେ, ଯୋଶିୟଯ ତାହା ଶୁଣିବାକୁ ଅଗ୍ରାହ୍ଯ କଲେ। ଯୋଶିୟଯ ମାଗିଦ୍ଦୋ ସମତଳ ଭୂମିରେ ୟୁଦ୍ଧ କରିବାକୁ ଗଲେ।

ଗୀତସଂହିତା 83:10

ସମାନଙ୍କେୁ ଐନଦୋର ନିକଟରେ ପରାସ୍ତ କଲ ଏବଂ ସମାନଙ୍କେ ଶରୀର ସହେି ସ୍ଥାନରେ ସଢ଼ି ଗଲା।

ଯିଖରିୟ 12:11

ସହେିଦିନ, ୟିରୁଶାଲମ ରେ ଶାେକ ହବେ, ଏପରି ମହାନ୍ ଶାେକ ଯେପରିକି ହଦଦ୍-ରିମ୍ମୋଶ ମଗିଦ୍ଦୋନର ଉପତ୍ୟକା ରେ ହାଇେଥିଲା।

Interlinear

Choose Theme