Home Bibles ଯିହୋଶୂୟ 12:23 · ଓଡ଼ିଆ ବାଇବେଲ
ଯିହୋଶୂୟ 12:23 · ଓଡ଼ିଆ ବାଇବେଲ

ଦୋର ଉପପର୍ବତସ୍ଥିତ ଦୋରର ରାଜା 1, ଗି‌ଲ୍‌ଗଲସ୍ଥ ଗୋୟିମର ରାଜା 1

Cross references

ଆଦି ପୁସ୍ତକ 14:1

ଶିନିଯରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରିଯୋକ ରାଜା ଥିଲେ। କଦର୍ଲାଯୋମର ଇଲାମର ରାଜା ଥିଲେଓ ଗୋଯିମର ତିଦିଯଲର ରାଜା ଥିଲେ।

ଯିହୋଶୂୟ 4:19

ପ୍ରଥମ ମାସର ଦଶମ ଦିନ ରେ ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ଯିରୀହାରେ ପୂର୍ବ ସିମାସ୍ଥିତ ଗିଲଗାଲ୍ଠା ରେ ଛାଉଣୀ ସ୍ଥାପନ କଲେ।

ଯିହୋଶୂୟ 5:9

ସହେି ସମୟରେ, ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭମାନେେ ମିଶରର ଦାସ ଥିଲ, ଏବଂ ଏହା ତୁମ୍ଭକୁ ଲଜ୍ଜା ଦେଉଥିଲା। କିନ୍ତୁ ଆଜି ମୁ ଲଜ୍ଜାକକ୍ସ୍ଟ ନିବାରଣ କରିଅଛି। ତେଣୁ ୟିହୋଶୂଯ ସେ ସ୍ଥାନର ନାମ ଦେଲେ, ଗିଲ୍ଗାଲ୍, ଏବଂ ସହେି ଗିଲ୍ଗାଲ୍ ନାମ ଆଜି ମଧ୍ଯ ପ୍ରଚଳିତ ଅଛି।

ଯିହୋଶୂୟ 11:2

ଏବଂ ପକ୍ସ୍ଟଣି ଉତ୍ତର ପାର୍ବତୀଯ ଦେଶର ରାଜାଗଣଙ୍କକ୍ସ୍ଟ ଆରବଙ୍କକ୍ସ୍ଟ, ଗାଲିଲି ହ୍ରଦର ଦକ୍ଷିଣକକ୍ସ୍ଟ, ପଶ୍ଚିମସ୍ଥ ପାର୍ବତୀଯ ମାଳଭୂମିକକ୍ସ୍ଟ ଓ ପଶ୍ଚିମ ରେ ଦଫୋନ ଦୋରଙ୍କକ୍ସ୍ଟ।

ଯିହୋଶୂୟ 17:11

ଇଷାଖର ଓ ଆଶରେ ମଧିଅରେ ବୈଥ୍ଶାନ୍ ଓ ତହିଁର ଉପନଗର ୟିବଲିଯମ ଓ ତା'ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐନ୍ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ।

ଯିଶାଇୟ 9:1

ଅତୀତ ରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପ ରେ ପରମେଶ୍ବର ସେ ଦେଶଗୁଡ଼ିକ ମହାନ୍ କରି ଦେଲେ। ସମୁଦ୍ର ନିକଟବର୍ତ୍ତୀ ୟର୍ଦ୍ଦନ ନଦୀର ଅପରପାଶର୍‌ବ ଗାଲୀଲୀର ଅଣଇହୁଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ।

Interlinear

Choose Theme