ଯିହୁଦା ରେ ଆସାଙ୍କ ସପ୍ତବିଂଶ ବର୍ଷ ରାଜତ୍ବ କାଳ ରେ ସିମ୍ରି ଇଶ୍ରାୟେଲର ରାଜା ହେଲେ। ସେ ତିର୍ସା ରେ ସାତଦିନ ରାଜତ୍ବ କଲେ। ସହେି ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟମାନଙ୍କ ଗିଦ୍ଦଥୋନ ବିରୁଦ୍ଧ ରେ ଛାଉଣି ସ୍ଥାପନ କରିଥିଲେ।
Cross references
ଇଲତ୍କୀ ଗିବୋଥୋନ ଓ ବାଲତ୍,
ଦାନ ପରିବାରବର୍ଗ ଇଲତକୀ ଓ ଗିଦ୍ଦଥୋନ୍ ସମାନଙ୍କେୁ ଦେଲେ।
ଇଷାଖର ପରିବାରବର୍ଗୀଯ ଅହିଯର ପୁତ୍ର ବାଶା ନାଦବ ବିରୁଦ୍ଧ ରେ ଷଡୟନ୍ତ୍ର କଲେ। ବାଶା ପଲେଷ୍ଟୀନ ନିକଟରେ ତାଙ୍କୁ ବଧ କଲେ, ଯେତବେେଳେ ନାଦବ୍ ଓ ସମସ୍ତ ଇଶ୍ରାୟେଲ ଗିଦ୍ଦଥୋନ ଅବରୋଧ କଲେ।
ଯିହୁଦା ରେ ଆସାର ଛବିଶ୍ ବର୍ଷ ରାଜତ୍ବ କାଳ ରେ ବାଶାର ପୁତ୍ର ଏଲା ତିର୍ସା ରେ ଇଶ୍ରାୟେଲ ଉପରେ ଦୁଇବର୍ଷ ରାଜତ୍ବ କଲେ।
ସେତବେେଳେ ସିମ୍ରି ଗୃହ ମଧ୍ଯକୁ ପ୍ରବେଶ କରି ଏଲାଙ୍କୁ ହତ୍ଯା କଲେ। ଯିହୁଦାର ରାଜା ଆସାଙ୍କର ସପ୍ତବିଂଶ ବର୍ଷ ରାଜତ୍ବ କାଳ ରେ ଏହା ଘଟିଲା। ତତ୍ପରେ ସିମ୍ରି ଏଲାଙ୍କ ଅନ୍ତେ ଇଶ୍ରାୟେଲର ରାଜା ହେଲେ।
ଯେତବେେଳେ ଯହେୂ ନଗର ଫାଟକରେ ପ୍ରବେଶ କଲେ, ଇଷବଲେ କହିଲେ, ହେ ଆପଣା ମହାଶୟର ହତ୍ଯାକାରୀ ସିମ୍ରି , ତୁମ୍ଭେ ଶାନ୍ତି ରେ ଅଛ କି?
ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।
ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।