Home Bibles ଆୟୁବ ପୁସ୍ତକ 20:5 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 20:5 · ଓଡ଼ିଆ ବାଇବେଲ

ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।

Cross references

ଯାତ୍ରା ପୁସ୍ତକ 15:9

ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'

ବିଚାରକର୍ତାମାନଙ୍କ ବିବରଣ 16:21

ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ତାଙ୍କର ଆଖିକକ୍ସ୍ଟ ଉପାଡି ଦେଲେ। ପକ୍ସ୍ଟଣି ତାଙ୍କୁ ଘସାକକ୍ସ୍ଟ ଆଣି ପିତ୍ତଳ ବେଢି ରେ ତାଙ୍କୁ ବାନ୍ଧି ରେ। ଆଉ ସେ କାରାଗାର ରେ ଚକି ପେଶିଲେ।

ଦିତୀୟ ଶାମୁୟେଲ 18:14

ଯୋୟାବ କହିଲା, ମୁ ଏଠା ରେ ତକ୍ସ୍ଟମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।

ଦିତୀୟ ଶାମୁୟେଲ 18:15

ଯୋୟାବଙ୍କର ଦଶ ଜଣ ୟକ୍ସ୍ଟବା ସୈନିକ ଥିଲେ। ଯେଉଁମାନେ ତାଙ୍କୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରୁଥିଲେ। ସହେି ସୈନିକମାନେ ଅବଶା ଲୋମର ଚତକ୍ସ୍ଟପାଶର୍‌ବ ରେ ଏକତ୍ରୀତ ହାଇେ ତାକକ୍ସ୍ଟ ହତ୍ଯା କଲେ।

ଏଷ୍ଟର ବିବରଣ 5:11

ଆଉ ହାମନ୍ ଆପଣା ଧନ ଓ ଐଶ୍ବର୍ୟ୍ଯର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦଇେଛନ୍ତି। ଏହିସବୁ ବିଷଯ ସମାନଙ୍କେୁ ଶୁଣାଇଲା।

ଏଷ୍ଟର ବିବରଣ 7:10

ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।

ଆୟୁବ ପୁସ୍ତକ 5:3

ମୁଁ ଜଣେ ଏପରି ନିର୍ବୋଧ ଲୋକକୁ ଦେଖିଛି ୟିଏ ଭାବୁଥିଲା ଯେ ସେ ସୁରକ୍ଷିତ, କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।

ଆୟୁବ ପୁସ୍ତକ 8:12

ଯଦି ଜଳ ଶୁଖିୟାଏ, ସହେିସବୁ ବୃକ୍ଷ ମଧ୍ଯ ଶୁଖିୟିବ ଏପରିକି ଯେତବେେଳେ ସମାନେେ ବଢ଼ଥିଲା ବେଳେ ଅନ୍ୟ କୌଣସି ବୃକ୍ଷ ପୂର୍ବରୁ ସମାନେେ ଶୁଖି ୟାଆନ୍ତି।

ଆୟୁବ ପୁସ୍ତକ 8:19

କିନ୍ତୁ ସେ ଗଛ ଖୁସି ଥିଲା। ତାହା ଜାଗା ରେ ଅନ୍ୟ ଏକ ଲତା ମାଡ଼ିବ।

ଆୟୁବ ପୁସ୍ତକ 15:29

ଦୁଷ୍ଟ ଲୋକ ବେଶୀଦିନ ଧନୀ ହାଇପୋରନ୍ତି ନାହିଁ। ତା'ର ସମ୍ପତ୍ତି ବେଶୀଦିନ ତିଷ୍ଠିବ ନାହିଁ। ତା'ର ସମ୍ପତ୍ତି ସମଗ୍ର ଦେଶ ରେ ବ୍ଯାପ୍ତ ହବେ ନାହିଁ।

ଆୟୁବ ପୁସ୍ତକ 18:5

ହଁ, ଦୁଷ୍ଟ ଲୋକର ଆଲୋକ ଲିଭିୟିବ। ତାଙ୍କର ଅଗ୍ନି ଜଳିବା ବନ୍ଦ ହବେ।

ଆୟୁବ ପୁସ୍ତକ 21:28

ତୁମ୍ଭେ ମାେତେ କହିପାର, 'ଜଣେ ଭଲ ଲୋକର ଗୃହକୁ ମାେତେ ଦଖାେଅ। ମାେତେ ମନ୍ଦ ଲୋକ ଯେଉଁଠା ରେ ବାସ କରନ୍ତି ଦଖାେଅ।'

ଆୟୁବ ପୁସ୍ତକ 27:8

ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।

ଆୟୁବ ପୁସ୍ତକ 27:13

ତେଣୁ ଏହା ହିଁ ପରମେଶ୍ବରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ, ଏହା ହିଁ ସର୍ବଶକ୍ତିମାନ ପରମେଶ୍ବରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି।

ଆୟୁବ ପୁସ୍ତକ 27:19

ଦୁଷ୍ଟ ବ୍ଯକ୍ତି ଶାଇେବାକୁ ଗଲା ବେଳେ ତା' ପାଖ ରେ ଅମାପ ଧନ ଥିବ କିନ୍ତୁ ସକାଳୁ ସେ ଆଖି ଖାଲିବୋ ମାତ୍ ରେ ତା'ର ଧନ ଆଉ ନ ଥିବ।

ଗୀତସଂହିତା 37:10

ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ। ତୁମ୍ଭେ ସମାନଙ୍କେୁ ଖାଜେିଲେ ବି ଆଉ ପାଇବ ନାହିଁ, କାରଣ ସମାନେେ ଆଉ ନ ଥିବେ।

ଗୀତସଂହିତା 37:35

ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।

ଗୀତସଂହିତା 37:36

କିନ୍ତୁ ସେ ଆଜି ନାହିଁ। ମୁଁ ତାଙ୍କୁ ଅନକେ ସ୍ଥାନରେ ଖାଜେିଲି କିନ୍ତୁ ତାଙ୍କୁ ପାଇଲି ନାହିଁ।

ଗୀତସଂହିତା 73:18

ହେ ପରମେଶ୍ବର, ତୁମ୍ଭେ ନିଶ୍ଚିତରେ ସହେି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ। ତୁମ୍ଭେ ସମାନଙ୍କେୁ ଧ୍ବଂସ ମୁଖରୁ ପଲେି ଦିଅ।

ଗୀତସଂହିତା 94:4

ସହେି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ ? ସହେି ଅଧର୍ମାଚାରୀମାନେ କେତେ କାଳ ଦର୍ପ କରିବେ ?

ମାଥିଉଲିଖିତ ସୁସମାଚାର 7:21

ମାେତେ 'ପ୍ରଭୁ' 'ପ୍ରଭୁ' କହୁଥିବା ପ୍ରେତ୍ୟକକ ଲୋକ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଇଚ୍ଛା ଅନୁଯାଯୀ କାମ କରେ, ସହେି ବ୍ଯକ୍ତି କବଳେ ସଠାେରେ ପ୍ରବେଶ କରିବ।

ମାଥିଉଲିଖିତ ସୁସମାଚାର 13:20

ପଥୁରିଆ ଜାଗା ରେ ବୁଣାଯାଇଥିବା ବୀଜର ଅର୍ଥ କ'ଣ? ବୀଜଟି ଠିକ୍ ସହେି ଲୋକପରି, ଯେ ସୁସମାଚାର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:22

ଲୋକମାନେ ପାଟିକରି କହିଲେ, ଏହା ଦବେତାର ସ୍ବର, ମନୁଷ୍ଯର ନୁହେଁ।

ଗାଲାତୀୟଙ୍କ ପ୍ରତି ପତ୍ର 6:4

ଜଣେ ଲୋକ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ୍ ନୁହେଁ। ମାତ୍ର ପ୍ରେତ୍ୟକକ ଲୋକ ନିଜର କାର୍ୟ୍ଯଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବା ଉଚିତ୍। ତା' ହେଲେ ସେ ନିଜର କାମ ପାଇଁ ଗର୍ବ ଅନୁଭବ କରିପାରିବ।

ଯାକୁବଙ୍କ ପତ୍ 4:16

କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ। ଏହିପ୍ରକାର ଅହଂକାର କରିବା ଅନୁଚିତ ଅଟେ।

Interlinear

Choose Theme