Home Bibles ☰ Books ପ୍ରଥମ ରାଜାବଳୀ 16:10 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 16:10 · ଓଡ଼ିଆ ବାଇବେଲ

ସେତବେେଳେ ସିମ୍ରି ଗୃହ ମଧ୍ଯକୁ ପ୍ରବେଶ କରି ଏଲାଙ୍କୁ ହତ୍ଯା କଲେ। ଯିହୁଦାର ରାଜା ଆସାଙ୍କର ସପ୍ତବିଂଶ ବର୍ଷ ରାଜତ୍ବ କାଳ ରେ ଏହା ଘଟିଲା। ତତ୍ପରେ ସିମ୍ରି ଏଲାଙ୍କ ଅନ୍ତେ ଇଶ୍ରାୟେଲର ରାଜା ହେଲେ।

Cross references

ପ୍ରଥମ ରାଜାବଳୀ 15:27

ଇଷାଖର ପରିବାରବର୍ଗୀଯ ଅହିଯର ପୁତ୍ର ବାଶା ନାଦବ ବିରୁଦ୍ଧ ରେ ଷଡୟନ୍ତ୍ର କଲେ। ବାଶା ପଲେଷ୍ଟୀନ ନିକଟରେ ତାଙ୍କୁ ବଧ କଲେ, ଯେତବେେଳେ ନାଦବ୍ ଓ ସମସ୍ତ ଇଶ୍ରାୟେଲ ଗିଦ୍ଦଥୋନ ଅବରୋଧ କଲେ।

ପ୍ରଥମ ରାଜାବଳୀ 16:15

ଯିହୁଦା ରେ ଆସାଙ୍କ ସପ୍ତବିଂଶ ବର୍ଷ ରାଜତ୍ବ କାଳ ରେ ସିମ୍ରି ଇଶ୍ରାୟେଲର ରାଜା ହେଲେ। ସେ ତିର୍ସା ରେ ସାତଦିନ ରାଜତ୍ବ କଲେ। ସହେି ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟମାନଙ୍କ ଗିଦ୍ଦଥୋନ ବିରୁଦ୍ଧ ରେ ଛାଉଣି ସ୍ଥାପନ କରିଥିଲେ।

ଦିତୀୟ ରାଜାବଳୀ 9:31

ଯେତବେେଳେ ଯହେୂ ନଗର ଫାଟକରେ ପ୍ରବେଶ କଲେ, ଇଷବଲେ କହିଲେ, ହେ ଆପଣା ମହାଶୟର ହତ୍ଯାକାରୀ ସିମ୍ରି , ତୁମ୍ଭେ ଶାନ୍ତି ରେ ଅଛ କି?

ଦିତୀୟ ରାଜାବଳୀ 15:10

ଆଉ ୟାବେଶଙ୍କ ପୁତ୍ର ଶଲ୍ଲମ ୟିଖରିଯଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖ ରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ।

Interlinear

Choose Theme