Home Bibles ଯିହୋଶୂୟ 19:44 · ଓଡ଼ିଆ ବାଇବେଲ
ଯିହୋଶୂୟ 19:44 · ଓଡ଼ିଆ ବାଇବେଲ

ଇଲତ୍କୀ ଗିବୋଥୋନ ଓ ବାଲତ୍,

Cross references

ଯିହୋଶୂୟ 21:23

ଦାନ ପରିବାରବର୍ଗ ଇଲତକୀ ଓ ଗିଦ୍ଦଥୋନ୍ ସମାନଙ୍କେୁ ଦେଲେ।

ପ୍ରଥମ ରାଜାବଳୀ 9:18

ସେ ମଧ୍ଯ ୟର୍ଦ୍ଦନ ପ୍ରାନ୍ତରସ୍ଥ ବାଲତ୍ ଓ ତାଦ ମାରେ ନିର୍ମାଣ କଲେ।

ପ୍ରଥମ ରାଜାବଳୀ 15:27

ଇଷାଖର ପରିବାରବର୍ଗୀଯ ଅହିଯର ପୁତ୍ର ବାଶା ନାଦବ ବିରୁଦ୍ଧ ରେ ଷଡୟନ୍ତ୍ର କଲେ। ବାଶା ପଲେଷ୍ଟୀନ ନିକଟରେ ତାଙ୍କୁ ବଧ କଲେ, ଯେତବେେଳେ ନାଦବ୍ ଓ ସମସ୍ତ ଇଶ୍ରାୟେଲ ଗିଦ୍ଦଥୋନ ଅବରୋଧ କଲେ।

ପ୍ରଥମ ରାଜାବଳୀ 16:15

ଯିହୁଦା ରେ ଆସାଙ୍କ ସପ୍ତବିଂଶ ବର୍ଷ ରାଜତ୍ବ କାଳ ରେ ସିମ୍ରି ଇଶ୍ରାୟେଲର ରାଜା ହେଲେ। ସେ ତିର୍ସା ରେ ସାତଦିନ ରାଜତ୍ବ କଲେ। ସହେି ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟମାନଙ୍କ ଗିଦ୍ଦଥୋନ ବିରୁଦ୍ଧ ରେ ଛାଉଣି ସ୍ଥାପନ କରିଥିଲେ।

Interlinear

Choose Theme