Home Bibles ☰ Books ପ୍ରଥମ ରାଜାବଳୀ 1:8 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 1:8 · ଓଡ଼ିଆ ବାଇବେଲ

ମାତ୍ର ସାଦୋକ ଯାଜକ, ଯିହାୟୋଦାରଦାର ପୁତ୍ର ବନାଯ, ନାଥନ ଭବିଷ୍ଯଦ୍ବକ୍ତା, ଶିମିଯି, ରଯେି ଓ ଦାଉଦଙ୍କର ସ୍ବତନ୍ତ୍ର ପ୍ରହପୀଗଣ ଅଦୋନିଯଙ୍କୁ ସମର୍ଥନ କରି ନ ଥିଲେ। ସମାନେେ ଦାଉଦଙ୍କର ବିଶ୍ବସ୍ତ ଥିଲେ।

Cross references

ଦିତୀୟ ଶାମୁୟେଲ 7:2

ରାଜା ଦାଉଦ ଭବିଷ୍ଯଦ୍ବକ୍ତା ନାଥନଙ୍କକ୍ସ୍ଟ କହିଲେ, ଦେଖ ମୁ ଏବେ ଏରସ ନିର୍ମିତ କାଠ ଘ ରେ ବାସ କରୁଅଛି କିନ୍ତୁ ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ସହେି ତମ୍ବୁ ତଳେ ରହି ଅଛି। ଆମ୍ଭମାନେେ ପବିତ୍ର ସିନ୍ଦକ୍ସ୍ଟକ ପାଇଁ ଏକ ସକ୍ସ୍ଟନ୍ଦର ପ୍ରସାଦ ତିଆରି କରିବା କଥା।

ଦିତୀୟ ଶାମୁୟେଲ 7:3

ନାଥନ ରାଜା ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭର ଯାହା ଇଛା ତାହା କର, କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ସହିତ ଅଛନ୍ତି।

ଦିତୀୟ ଶାମୁୟେଲ 8:17

ଅହୀଟକ୍ସ୍ଟବର ପକ୍ସ୍ଟତ୍ର ସାଦୋକ୍ ଓ ଅବିଯାଥରର ପକ୍ସ୍ଟତ୍ର ଅହୀମଲକେ ଯାଜକ ଥିଲେ। ସରାଯ ଲେଖକ ଥିଲେ।

ଦିତୀୟ ଶାମୁୟେଲ 12:1

ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।

ଦିତୀୟ ଶାମୁୟେଲ 12:25

ସଦାପ୍ରଭୁ ନାଥନ ନାମକ ଏକ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ କହି ପଠାଇଲେ ଏବଂ ସଦାପ୍ରଭୁ ନାଥନ ତା'ର ନାମ ଶଲୋମନ ୟିଦୀଦିଯପରି ଦେଲେ। ନାଥନ ସଦାପ୍ରଭୁଙ୍କ ପାଇଁ ଏହା କଲେ।

ଦିତୀୟ ଶାମୁୟେଲ 20:23

ସେ ସମୟରେ ଯୋୟାବ ସମସ୍ତ ଇଶ୍ରାୟେଲର ସୈନ୍ଯଦଳର ଦଳପତି ଥିଲେ। ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ମକ୍ସ୍ଟଖ୍ଯ ଥିଲେ।

ଦିତୀୟ ଶାମୁୟେଲ 20:25

ଶିବା ଥିଲା ଲେଖକ, ପକ୍ସ୍ଟଣି ସାଦୋକ୍ ଓ ଅବିଯାଥର ଯାଜକ ଥିଲେ।

ଦିତୀୟ ଶାମୁୟେଲ 23:8

ଦାଉଦ କହିଲେ ଏଗକ୍ସ୍ଟଡିକ ସହେି ସାହସୀ ବ୍ଯକ୍ତିମାନଙ୍କର ତାଲିକା, ଯେଉଁମାନେ ଦାଉଦଙ୍କର ଥିଲେ। ତଖମାନେୀୟ ଯୋେଶବ୍ ବେଶବତ୍ ବିେଶଷତଃ ଦଳର ମକ୍ସ୍ଟଖ୍ଯ ଥିଲେ। ସେ ଏକ କାଳିନ 800 ଲୋକକୁ ବର୍ଚ୍ଛା ରେ ବଧ କରିଥିଲା।

ପ୍ରଥମ ରାଜାବଳୀ 2:35

ପୁଣି ରାଜା ତାହାର ସ୍ଥାନ ରେ ଯିହାୟୋଦାର ପୁତ୍ର ବନାଯକୁ ସନୋପତି ପଦ ରେ ନିୟୁକ୍ତ କଲେ ଓ ଅବିଯାଥର ପଦ ରେ ସାଦୋକକୁ ଯାଜକ କରି ନିୟୁକ୍ତ କଲେ।

ପ୍ରଥମ ରାଜାବଳୀ 4:18

ବିନ୍ଯାମୀନ ରେ ଏଲାର ପୁତ୍ର ଶିମିଯି ଶାସକ ଥିଲେ।

ପ୍ରଥମ ବଂଶାବଳୀ 11:10

ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ଯ ରେ ଏହି ତିନି ବୀର ଅତ୍ଯନ୍ତ ପରାକ୍ରମୀ ହାଇେ ଉଠିଲେ। ସମାନେେ ଓ ଇଶ୍ରାୟେଲର ସମସ୍ତ ଳୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ବର ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକା ରେ ଏ ସମସ୍ତ ଘଟିଲା।

ପ୍ରଥମ ବଂଶାବଳୀ 27:5

ବନାଯ ତୃତୀୟ ସନୋଧ୍ଯକ୍ଷ ଥିଲେ। ବନାଯ ତୃତୀୟ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଯିହାୟୋଦାରଦା ମୁଖ୍ଯ ଯାଜକ ଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।

ଯିହିଜିକଲ 44:15

କିନ୍ତୁ ସମସ୍ତ ଲବେୀୟ ଯାଜକଗଣ, ସାଦୋକର ଭବିଷ୍ଯତ ବଂଶଧରଗଣ ଯେଉଁମାନେ ମାରେ ପବିତ୍ର ସ୍ଥାନ ନିଯମ ଅନୁସରଣ କଲେ, ଯେତବେେଳେ ଇଶ୍ରାୟେଲୀୟମାନେ ମାଠାରୁେ ବିପଥଗାମୀ ହେଲେ, ସମାନେେ ମାେ ପାଖକୁ ସବୋ କରିବା ପାଇଁ ଆସିବାକୁ ସମର୍ଥ ହବେ। ସମାନେେ ମାେ ଉଦ୍ଦେଶ୍ଯ ରେ ମଦେ ଓ ରକ୍ତ ବଳିଦାନ ହାଇେଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମାେ ସମ୍ମୁଖ ରେ ଠିଆ ହବେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

ଯିଖରିୟ 12:13

ଲବେୀ ପରିବାରର ନିଜେ ନିଜେ ଏବଂ ସମାନଙ୍କେର ସ୍ତ୍ରୀଲୋକମାନେ ନିଜେ ନିଜେ, ଶିମିଯିର ପରିବାରମାନେ ନିଜେ ନିଜେ ଶାେକ କରିବେ ଏବଂ ତାଙ୍କର ସ୍ତ୍ରୀମାନେ ନିଜେ ନିଜେ ଶାେକ କରିବେ।

Interlinear

Choose Theme