ଥରେ ଅଦୋନିଯ ଐନ ରୋଗଲରେ ପାଶର୍ବସ୍ଥ ସୋ ହେଲତ ପଥର ନିକଟରେ ମଷେ, ବୃକ୍ଷ ଓ ପୁଷ୍ଟ ବାଛୁରୀ ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ।
Cross references
ଏହିପରି ଭାବରେ ସହେି ସୀମା ଆଖୋର ଉପତ୍ୟକାଠାରକ୍ସ୍ଟ ଦବୀର ଆଡକକ୍ସ୍ଟ ଗଲା। ଏହିପରି ନଦୀର ଦକ୍ଷିଣ ପାରିସ୍ଥ ଅଦକ୍ସ୍ଟମ୍ମୀମ୍ ଘାଟି ସମ୍ମକ୍ସ୍ଟଖସ୍ଥ ଗିଲ୍ଗଲ୍ ଆଡକକ୍ସ୍ଟ ୟାଇ ଉତ୍ତର ଦିଗକକ୍ସ୍ଟ ୟାଇଛି ଓ ଐନ୍ ଶମେଶ୍ ନାମକ ଜଳାଶଯ ଆଡକକ୍ସ୍ଟ ଚଳିଲା ଓ ତହିଁର ଶଷେଭାଗ ଐନ୍ ରୋଗଲେ ନିକଟରେ ଥିଲା।
ଏହାପରେ ସଐୂର୍ଣ୍ଣ ଦକ୍ସ୍ଟଇ ବର୍ଷ ପରେ ଇଫ୍ରଯିମ ସୀମା ରେ ବାଲ୍ ହାତସୋର ରେ ଅବଶାଲୋମର ମଷେ ଲୋମ ଛଦନେ କଲା ଏବଂ ଅବଶା ଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।
ଯେଉଁ 200 ଲୋକ ଅବଶା ଲୋମ ଦ୍ବାରା ନିମନ୍ତ୍ରିତ ହାଇେଥିଲେ, ସମାନେେ ତାଙ୍କ ସହିତ ୟିରକ୍ସ୍ଟଶାଲମ ପରିତ୍ଯାଗ କଲେ। ସମାନେେ ଜାଣି ନଥିଲେ କ'ଣ ତାଙ୍କର ଯୋଜନା।
ଧର୍ମଯାଜକର ପକ୍ସ୍ଟତ୍ର ଯୋନାଥନ ଓ ଅହୀମାସ୍-ଐନ୍ ରୋଗଲେ ରେ ଅପେକ୍ଷା କରୁଥିଲେ, ଯେ ହତେକ୍ସ୍ଟ ସମାନେେ ନଗର ଭିତରକକ୍ସ୍ଟ ୟିବାକକ୍ସ୍ଟ ଚାହିଁଲେ ନାହିଁ। ତେଣୁ ଜଣେ ଦାସୀ ନଗରରକ୍ସ୍ଟ ବାହାରି ଆସିଲା ଏବଂ ଖବର ଦେଉଥିଲା। ତା'ପରେ ସମାନେେ ଗଲେ ଓ ରାଜା ଦାଉଦଙ୍କକ୍ସ୍ଟ କହିଲେ।
ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।