Home Bibles ☰ Books ପ୍ରଥମ ରାଜାବଳୀ 2:35 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 2:35 · ଓଡ଼ିଆ ବାଇବେଲ

ପୁଣି ରାଜା ତାହାର ସ୍ଥାନ ରେ ଯିହାୟୋଦାର ପୁତ୍ର ବନାଯକୁ ସନୋପତି ପଦ ରେ ନିୟୁକ୍ତ କଲେ ଓ ଅବିଯାଥର ପଦ ରେ ସାଦୋକକୁ ଯାଜକ କରି ନିୟୁକ୍ତ କଲେ।

Cross references

ଗଣନା ପୁସ୍ତକ 25:11

ପୀନହସ ଯାଜକ ହାରୋଣର ନାତି ଏବଂ ଇଲିଯାସରର ପୁତ୍ର ଇଶ୍ରାୟେଲର ଲୋକମାନଙ୍କ ଉପରେ କୋର୍ଧ ଦଖାଇବୋ ପାଇଁ ମାେତେ ଅଟକାଇଲେ। ମାେତେ କୋରଧିତ କରିବା ପାଇଁ ତୁମ୍ଭେ ଯାହା କରୁଥିଲ ପୀନହସ ସେଥି ରେ ବ୍ଯତିବ୍ଯସ୍ତ ହାଇଗେଲେ। ତେଣୁ ମୁଁ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ହତ୍ଯା କଲି ନାହିଁ।

ପ୍ରଥମ ଶାମୁୟେଲ 2:35

ପକ୍ସ୍ଟଣି ମୁ ମାେ ନିମନ୍ତେ ଏକ ବିଶ୍ବସ୍ତ ଯାଜକ ଉତ୍ପନ୍ନ କରିବି ୟିଏ ମାେ ମନ ଓ ମାେ ହୃଦଯ ଅନକ୍ସ୍ଟସା ରେ କର୍ମ କରିବ। ଆଉ ମୁ ତାହାର ଗୃହ ପ୍ରତିଷ୍ଠା କରିବି ଏବଂ ସେ ମାରେ ମନୋନୀତ ରାଜାଙ୍କ ସମ୍ମକ୍ସ୍ଟଖ ରେ ସର୍ବଦା ସବୋ କରିବେ।

ପ୍ରଥମ ରାଜାବଳୀ 1:26

କିନ୍ତୁ ସେ ମାେତେ, ସାଦୋକ ଯାଜକଙ୍କୁ, ଯିହାୟୋଦାରଦାର ପୁତ୍ର ବନାଯକୁ ଓ ଆପଣଙ୍କ ପୁତ୍ର ଶଲୋମନକୁ ନିମନ୍ତ୍ରଣ କରି ନାହାଁନ୍ତି।

ପ୍ରଥମ ରାଜାବଳୀ 1:33

ତା'ପରେ ରାଜା ସମାନଙ୍କେୁ କହିଲେ, ମାରେସମସ୍ତ ଦାସମାନଙ୍କୁ ତୁମ୍ଭମାନଙ୍କ ସଙ୍ଗ ରେ ନଇେ ଓ ମାରେ ପୁତ୍ର ଶଲୋମନକୁ ମାେ ନିଜ ଖଚର ରେ ବସାଇ ଗୀହୋନ ଝରଣା ନିକଟକୁ ଆଣ।

ପ୍ରଥମ ରାଜାବଳୀ 1:38

ତେଣୁ ଯାଜକ ସାଦୋକ, ଭବିଷ୍ଯଦ୍ବକ୍ତା ନାଥନ ଓ ଯିହାୟୋଦାରଦାର ପୁତ୍ର ବନାଯ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀଯ ଆଦେଶ ପାଳନ କଲେ। ସମାନେେ ରାଜ ଶଲୋମନଙ୍କୁ ଦାଉଦଙ୍କର ଗଧ ଉପରେ ବସାଇ ଗୀହାନେ ଝରଣା ନିକଟକୁ ନଇଗେଲେ।

ପ୍ରଥମ ରାଜାବଳୀ 2:27

ସଦାପ୍ରଭୁ ଶୀଲୋ ରେ ଏଲିର ବଂଶ ବିଷଯ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯ ସିଦ୍ଧ କରିବା ପାଇଁ ଶଲୋମନ ଅବିଯାଥରକୁ ଯାଜକ କର୍ମରୁ ନିବୃତ୍ତ କଲେ।

ପ୍ରଥମ ରାଜାବଳୀ 4:4

ୟିହୋଯାଦାର ପୁତ୍ର ବନାଯ ଥିଲା ସୈନ୍ଯ ବାହୀନିର ସନୋପତି

ପ୍ରଥମ ବଂଶାବଳୀ 6:4

ଇଲିଯାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂଯଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 6:50

ଏହିମାନେ ହାରୋଣଙ୍କ ପୁତ୍ରଗଣ ଥିଲେ : ଇଲିଯାସର ହାରୋଣଙ୍କ ପୁତ୍ର ଥିଲେ। ପୀନ୍ହସ୍ ଇଲିଯାସରଙ୍କ ପୁତ୍ର ଥିଲେ। ଅବୀଶୂଯ ପୀନ୍ହସ୍ଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 24:3

ଦାଉଦ ଇଲିଯାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳ ରେ ବିଭକ୍ତ କରିଥିଲେ। ସହେି ଦଳମାନେ ସମାନଙ୍କେୁ ଦତ୍ତ କାର୍ୟ୍ଯ ଯେପରି ସୂଚାରୁରୂପେ କରିପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ।

ପ୍ରଥମ ବଂଶାବଳୀ 27:5

ବନାଯ ତୃତୀୟ ସନୋଧ୍ଯକ୍ଷ ଥିଲେ। ବନାଯ ତୃତୀୟ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଯିହାୟୋଦାରଦା ମୁଖ୍ଯ ଯାଜକ ଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।

ପ୍ରଥମ ବଂଶାବଳୀ 29:22

ସହେିଦିନ ଲୋକମାନେ ସଦାପ୍ରଭୁଙ୍କ ସହିତ ଏକତ୍ର ଭୋଜନ ଓ ପାନ କରି ଅତି ଆନନ୍ଦିତ ହେଲେ।

ଏଜ୍ରା 7:2

ହିଲ୍କିଯ, ଶଲ୍ଲୁମର ପୁତ୍ର, ଶଲ୍ଲୁମ ସାଦୋକର ପୁତ୍ର, ସାଦୋକ ଅହୀଟୂବ୍ର ପୁତ୍ର ଥିଲା।

ଆୟୁବ ପୁସ୍ତକ 34:24

ଯଦି କ୍ଷମତାଶାଳୀ ଲୋକେ ମନ୍ଦକାର୍ୟ୍ଯ କରନ୍ତି, ପରମେଶ୍ବର ସମାନଙ୍କେୁ ପ୍ରଶ୍ନ କରନ୍ତି ନାହିଁ। ସେ ସମାନଙ୍କେୁ କବଳେ ଧ୍ବଂସ କରିଦିଅନ୍ତି। ତାଙ୍କ ସ୍ଥାନ ରେ ଅନ୍ୟ ଲୋକଙ୍କୁ ନେତା କରିବାକୁ ସେ ପସନ୍ଦ କରନ୍ତି।

ଗୀତସଂହିତା 109:8

ତାଙ୍କର ଜୀବନ କାଳ େଛାଟ ହେଉ। ଅନ୍ଯକହେି ଜଣେ ତାଙ୍କର କାମ ନିଅନ୍ତୁ।

Interlinear

Choose Theme