ପ୍ରଥମ ବଂଶାବଳୀ 27:5 · ଓଡ଼ିଆ ବାଇବେଲ
ବନାଯ ତୃତୀୟ ସନୋଧ୍ଯକ୍ଷ ଥିଲେ। ବନାଯ ତୃତୀୟ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଯିହାୟୋଦାରଦା ମୁଖ୍ଯ ଯାଜକ ଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।
Cross references
ପ୍ରଥମ ରାଜାବଳୀ 2:35
ପୁଣି ରାଜା ତାହାର ସ୍ଥାନ ରେ ଯିହାୟୋଦାର ପୁତ୍ର ବନାଯକୁ ସନୋପତି ପଦ ରେ ନିୟୁକ୍ତ କଲେ ଓ ଅବିଯାଥର ପଦ ରେ ସାଦୋକକୁ ଯାଜକ କରି ନିୟୁକ୍ତ କଲେ।
ପ୍ରଥମ ରାଜାବଳୀ 4:4
ୟିହୋଯାଦାର ପୁତ୍ର ବନାଯ ଥିଲା ସୈନ୍ଯ ବାହୀନିର ସନୋପତି
ପ୍ରଥମ ବଂଶାବଳୀ 12:28
ସାଦୋକ୍ ମଧ୍ଯ ସହେି ଦଳ ରେ ଥିଲେ। ସେ ଜଣେ ସାହସୀ ୟୁବା ସୈନ୍ଯ ଥିଲେ। ସେ ତାଙ୍କ ପରିବାରର ବାଇଶ ଜଣ କାର୍ୟ୍ଯକାରୀଙ୍କ ସହିତ ଆସିଲେ।
ପ୍ରଥମ ବଂଶାବଳୀ 18:17
ବନାଯ, କରେଥୀଯ ଓ ପଲେଥୀଯ ରକ୍ଷୀମାନଙ୍କର ଦାଯିତ୍ବ ରେ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସବୋ ନିମନ୍ତେ ମୁଖ୍ଯ ପଦାଧିକାରୀ ଥିଲେ।
ପ୍ରଥମ ବଂଶାବଳୀ 27:34
ୟିହୋଯାଦା ଓ ଅବିଯାଥର୍ ପରେ ଅହୀଥୋଫଲଙ୍କ ସ୍ଥାନ ରେ ରାଜାଙ୍କର ପରାମର୍ଶଦାତା ହେଲେ। ଯିହାୟୋଦାରଦା ବନାଯଙ୍କ ପୁତ୍ର ଥିଲେ। ଯୋୟାବ୍ ରାଜାଙ୍କ ସୈନ୍ଯଦଳର ସନୋପତି ଥିଲେ।