ଦାଉଦ କହିଲେ ଏଗକ୍ସ୍ଟଡିକ ସହେି ସାହସୀ ବ୍ଯକ୍ତିମାନଙ୍କର ତାଲିକା, ଯେଉଁମାନେ ଦାଉଦଙ୍କର ଥିଲେ। ତଖମାନେୀୟ ଯୋେଶବ୍ ବେଶବତ୍ ବିେଶଷତଃ ଦଳର ମକ୍ସ୍ଟଖ୍ଯ ଥିଲେ। ସେ ଏକ କାଳିନ 800 ଲୋକକୁ ବର୍ଚ୍ଛା ରେ ବଧ କରିଥିଲା।
Cross references
ଶାମ୍ଶାେନ୍ ଗୋଟିଏ ଗଧର କଞ୍ଚା ଥମାେଣି ପାଇଲେ ସେ ସେଥି ରେ ସଠାେରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ଯା କଲେ।
ଦାଉଦ ଏହା ଶକ୍ସ୍ଟଣି ଯୋୟାବଙ୍କ ସହିତ ସାହସୀ ସୈନ୍ଯ ଦଳକକ୍ସ୍ଟ ୟକ୍ସ୍ଟଦ୍ଧ ପାଇଁ ପଠାଇଲେ।
ମାତ୍ର ସାଦୋକ ଯାଜକ, ଯିହାୟୋଦାରଦାର ପୁତ୍ର ବନାଯ, ନାଥନ ଭବିଷ୍ଯଦ୍ବକ୍ତା, ଶିମିଯି, ରଯେି ଓ ଦାଉଦଙ୍କର ସ୍ବତନ୍ତ୍ର ପ୍ରହପୀଗଣ ଅଦୋନିଯଙ୍କୁ ସମର୍ଥନ କରି ନ ଥିଲେ। ସମାନେେ ଦାଉଦଙ୍କର ବିଶ୍ବସ୍ତ ଥିଲେ।
ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ଯ ରେ ଏହି ତିନି ବୀର ଅତ୍ଯନ୍ତ ପରାକ୍ରମୀ ହାଇେ ଉଠିଲେ। ସମାନେେ ଓ ଇଶ୍ରାୟେଲର ସମସ୍ତ ଳୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ବର ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକା ରେ ଏ ସମସ୍ତ ଘଟିଲା।
ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ତାଲିକା ଏହି ପ୍ରକାର ରେ ଥିଲା :
ରାଜାଙ୍କ ସୈନ୍ଯବାହିନୀ ରେ ସବୋକାର୍ୟ୍ଯ କରୁଥିବା ଇଶ୍ରାୟେଲୀୟ ଲୋକଙ୍କର ତାଲିକା ଏହି। ପ୍ରେତ୍ୟକକ ଦଳକୁ ପ୍ରତିବର୍ଷର ଗୋଟିଏ ମାସ ନିମନ୍ତେ କାର୍ୟ୍ଯ ରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ଯାପଟନ୍େ, ସନୋଧ୍ଯକ୍ଷ ଓ ପୋଲିସମାନେ ରାଜାଙ୍କର ସବୋକାର୍ୟ୍ଯ କରୁଥିଲେ। ପ୍ରେତ୍ୟକକ ସନୋଦଳ ରେ 24,000 ଲୋକ ଥିଲେ।
ୟାରବିଯାମ ପ୍ରଥମ ମାସ ନିମନ୍ତେ ପ୍ରଥମ ଦଳର ଦାଯିତ୍ବ ରେ ଥିଲେ। ୟାରବିଯାମ ସବଦୀଯଲଙ୍କେ ପୁତ୍ର ଥିଲେ। ୟାରବିଯାମଙ୍କ ଦଳ ରେ 24,000 ଲୋକ ଥିଲେ।
ଯୋନାଥନ ଜଣେ ଜ୍ଞାନୀ ପରାମର୍ଶଦାତା ଓ ଲେଖକ ଥିଲେ। ଯୋନାଥନ ଦାଉଦଙ୍କର କାକା ଥିଲେ। ଅକମାନେିଙ୍କ ପୁତ୍ର ୟିହୀଯେଲ୍ ରାଜାଙ୍କ ପୁତ୍ରଗଣଙ୍କର ଯତ୍ନ ନେଉଥିଲେ।