Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:21 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:21 · ଓଡ଼ିଆ ବାଇବେଲ

ଆଖି ହାତକୁ କବେେ ହେଲେ କହି ପାରିବ ନାହିଁ ଯେ, ତୋଠା ରେ ମାରେ ଆବଶ୍ଯକତା ନାହିଁ। ସହେିଭଳି ମୁଣ୍ଡ ପାଦକୁ କହି ପାରିବ ନାହିଁ ଯେ, ତୋ'ଠା ରେ ମାରେ ଆବଶ୍ଯକତା ନାହିଁ।

Cross references

ଗଣନା ପୁସ୍ତକ 10:31

ତା'ପରେ ମାଶାେ କହିଲେ, ବିନଯ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ ନାହିଁ, ମରୁଭୂମି ମଧିଅରେ ଆମ୍ଭର ଛାଉଣୀ ସ୍ଥାପନ କରିବାକୁ କେଉଁ ସ୍ଥାନ ସର୍ବୋତ୍ତମ, ତାହା ତୁମ୍ଭେ ସର୍ବୋତ୍ତମ ଜାଣ। ତେଣୁ ତୁମ୍ଭେ ଆମ୍ଭର ପଥ ପ୍ରଦର୍ଶକ ହବେ।

ପ୍ରଥମ ଶାମୁୟେଲ 25:32

ଦାଉଦ ଅବୀଗଲକକ୍ସ୍ଟ କହିଲେ, ଆଜି ଯେ ମାେ ସଙ୍ଗ ରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସହେି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଧନ୍ଯ।

ଏଜ୍ରା 10:1

ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖ ରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ବୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ବରଙ୍କ ମନ୍ଦିର ସମ୍ମୁଖ ରେ ନତମସ୍ତକ ହାଇେ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇଶ୍ରାୟେଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁଃପାଶର୍‌ବ ରେ ଘରେି ରହିଥିଲେ। ସହେି ଇଶ୍ରାୟେଲୀୟମାନେ ମଧ୍ଯ ଅତିଶଯ କ୍ରନ୍ଦନ କରୁଥିଲେ।

ନିହିମିୟା 4:16

ଆଉ ସହେି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧକେ କର୍ମ କଲେ ଓ ସମାନଙ୍କେର ଅର୍ଦ୍ଧକେ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛ ରେ ରହିଲେ।

ଆୟୁବ ପୁସ୍ତକ 29:11

ମୁଁ ଯାହା କହୁଥିଲି ସମାନେେ ତାହା ମନ ଦଇେ ଶୁଣୁଥିଲେ ଏବଂ ଏହାପରେ ମାେ ବିଷଯ ରେ ଭଲ କଥା ହେଉଥିଲେ। ମୁଁ ଯାହା କରୁଥିଲି, ଲୋକେ ତାକୁ ଦେଖୁଥିଲେ ଓ ପ୍ରଶଂସା କରୁଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:17

ସମ୍ପର୍ଣ୍ଣ ଶରୀର ଗୋଟିଏ ଆଖି ଦଇେଥାନ୍ତା, ତବେେ ସେ ଶରୀର ଶୁଣିପାରନ୍ତା କିପରି ? ଯଦି ସମ୍ପର୍ଣ୍ଣ ଶରୀରଟି ଗୋଟିଏ କାନ ହାଇେଥାଆନ୍ତା ତା' ହେଲେ ଶରୀର ଶୁଙ୍ଘିବା ପାଇଁ ସମର୍ଥ ହୁଅନ୍ତା କିପରି ?

Interlinear

Choose Theme