Home Bibles ଗଣନା ପୁସ୍ତକ 10:31 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 10:31 · ଓଡ଼ିଆ ବାଇବେଲ

ତା'ପରେ ମାଶାେ କହିଲେ, ବିନଯ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ ନାହିଁ, ମରୁଭୂମି ମଧିଅରେ ଆମ୍ଭର ଛାଉଣୀ ସ୍ଥାପନ କରିବାକୁ କେଉଁ ସ୍ଥାନ ସର୍ବୋତ୍ତମ, ତାହା ତୁମ୍ଭେ ସର୍ବୋତ୍ତମ ଜାଣ। ତେଣୁ ତୁମ୍ଭେ ଆମ୍ଭର ପଥ ପ୍ରଦର୍ଶକ ହବେ।

Cross references

ଆୟୁବ ପୁସ୍ତକ 29:15

ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସମାନେେ ଯେଉଁ ଆଡ଼କୁ ୟିବାକୁ ଇଚ୍ଛା କରୁଥିଲେ ସହେି ପଥରେ ୟିବାକୁ ମୁଁ ସାହାୟ୍ଯ କରୁଥିଲି। େଛାଟ ଲୋକର ମୁଁ ପାଦ ସଦୃଶ ଥିଲି। ମୁଁ ତାଙ୍କୁ ବୋହି ନେଉଥିଲି। ଯେଉଁ ସ୍ଥାନକୁ ସମାନେେ ୟିବାକୁ ଇଚ୍ଛା କରୁଥିଲେ।

ଗୀତସଂହିତା 32:8

ସଦାପ୍ରଭୁ କୁହନ୍ତି, ମୁଁ ତୁମ୍ଭକୁ ଶିକ୍ଷା ଦବେି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ଯ ବତାଇ ଦବେି। ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ବାବଧାରକ ହବେି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:14

ମାନବ ଶରୀର ତ ଏକଅଙ୍ଗ ନୁହେଁ, ମାତ୍ର ଅନକେ ଗୁଡ଼ିଏ ଅଙ୍ଗ ଦ୍ବାରା ନିର୍ମିତ।

ଗାଲାତୀୟଙ୍କ ପ୍ରତି ପତ୍ର 6:2

ନିଜର କର୍ତ୍ତବ୍ଯ କରିବା ସହ ପର'ରକୁ ସାହାୟ୍ଯ କର। ଏଭଳି କରିବା ଦ୍ବାରା ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତ ରେ ପାଳନ କରି ପାରିବ।

Interlinear

Choose Theme