Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:20 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:20 · ଓଡ଼ିଆ ବାଇବେଲ

ତେଣୁ ପ୍ରକୃତ ରେ ଅଙ୍ଗପ୍ରତ୍ଯଙ୍ଗ ଅନକେ, କିନ୍ତୁ ଶରୀର ଗୋଟିଏ।

Cross references

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:12

ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ଯଙ୍ଗ ଅନକେ। ଶରୀରର ଅଙ୍ଗପ୍ରତ୍ଯଙ୍ଗ ଅନକେ ହେଲେ ହେଁ ଶରୀର ହେଉଛି ଏକ। ସହେିପରି ମଧ୍ଯ ଖ୍ରୀଷ୍ଟ ଏକ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:14

ମାନବ ଶରୀର ତ ଏକଅଙ୍ଗ ନୁହେଁ, ମାତ୍ର ଅନକେ ଗୁଡ଼ିଏ ଅଙ୍ଗ ଦ୍ବାରା ନିର୍ମିତ।

Interlinear

Choose Theme