ଆଉ ସହେି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧକେ କର୍ମ କଲେ ଓ ସମାନଙ୍କେର ଅର୍ଦ୍ଧକେ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛ ରେ ରହିଲେ।
Cross references
ଏହାର ମଧ୍ଯ ସ୍ଥଳ ରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଚୁଆର ଗଳଦେଶ ନ୍ଯାଯ ସହେି ଛିଦ୍ରର ଚତୁର୍ଦ୍ଦିଗ ରେ ବୁଣା କର୍ମ ହବେ। ତହିଁରେ ତାହା ଛିଣ୍ଡି ୟିବ ନାହିଁ।
ଏହିପରି ମୁଁ କି ମାରେ ଭାଇମାନେ କି ମାରେ ଦାସମାନେ କିଅବା ମାେ ପଶ୍ଚାଦବର୍ତ୍ତୀ ପ୍ରହରୀମାନେ କହେି ଆପଣା ଦହରେୁ ବସ୍ତ୍ର କାଢିଲେ ନାହିଁ। ପ୍ରେତ୍ୟକକ ଲୋକର ତା ପାଖ ରେ ସର୍ବଦା ଅସ୍ତ୍ର ରଖିଲେ।
ମାତ୍ର ମାରେ ପୂର୍ବାବର୍ତ୍ତୀ ଦଶାେଧ୍ଯକ୍ଷମାନଙ୍କ ବ୍ଯଯଭାର ଲୋକମାନଙ୍କୁ ବହିବାକୁ ପଡିଲା। ଆଉ ସମାନେେ ଗ୍ଭଳିଶ ଶକେଲ ରେ ୗପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କବଳେ ତାହା ନୁହେଁ, ସମାନଙ୍କେ ଦାସମାନେ ଲୋକମାନଙ୍କ ଉପରେ କତ୍ତୁର୍ତ୍ବ କଲେ। ମାତ୍ର ପରମେଶ୍ବରଙ୍କ ପ୍ରତି ଭୟ ସକାଶୁ ମୁଁ ସପରେି କଲିନାହିଁ।
ସମଗ୍ର ଦେଶରେ ସହେି ବିଶ୍ବସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାୟାଇପାରିବ, ୟାହା ଫଳରେ ସମାନେେ ମାେ ପାଇଁ ମାରେ ରାଜପ୍ରାସାଦ କାମ କରିପାରିବେ। କବଳେ ଶୁଦ୍ଧ ପଥରେ ଜୀବନୟାପନ କରୁଥିବା ଲୋକମାନେ ହିଁ ମାରେ ସବେକ ହାଇପୋରିବେ।
ସେ ସମସ୍ତେ ଖଡ୍ଗଧାରି ଓ ୟୁଦ୍ଧ ରେ ନିପୁଣ। ରାତ୍ର କାଳ ରେ ଆଶଙ୍କା ହତେୁ। ପ୍ରେତ୍ୟକକର କଟି ଦେଶ ରେ ସ୍ବ ସ୍ବ ଖଡ୍ଗ ବନ୍ଧା ଥାଏ।