Home Bibles ପ୍ରଥମ ବଂଶାବଳୀ 6:80 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:80 · ଓଡ଼ିଆ ବାଇବେଲ

ମରାରି ପରିବାରବର୍ଗ ଗାଦ ଗୋଷ୍ଠୀଠାରୁ ଗିଲିଯଦସ୍ଥ ରାମାେତ୍, ହିଷବୋନ୍ ଓ ୟା ସେର୍ ସହରଗୁଡ଼ିକ ପ୍ରାପ୍ତ ହେଲେ।

Cross references

ଆଦି ପୁସ୍ତକ 32:2

ଯେତବେେଳେ ଯାକୁବ ସମାନଙ୍କେୁ ଦେଖିଲେ, ସେ କହିଲେ, ଏହା ହେଉଛି ପରମେଶ୍ବରଙ୍କର ଛାଉଣୀ ତେଣୁ ଯାକୁବ ସହେି ସ୍ଥାନର ନାମ ମହନଯୀମ୍ ରଖିଲେ।

ଯିହୋଶୂୟ 21:38

ଗାଦ ପରିବାରବର୍ଗ ସମାନଙ୍କେୁ ଗିଲିଯଦ ଅନ୍ତର୍ଗତ ରାମାେତ୍, ନିରାପଦ ନଗରୀ ଓ ତା' ପାଶର୍‌ବବର୍ତ୍ତୀ କ୍ଷେତ୍ର ଏବଂ ମହନୀଯ ଓ ତା'ର ପାଶର୍‌ବବର୍ତ୍ତୀ କ୍ଷେତ୍ର ଦେଲେ।

ଦିତୀୟ ଶାମୁୟେଲ 17:24

ଏହାପରେ ଦାଉଦ ମହନଯିମକକ୍ସ୍ଟ ଆସିଲେ।

ଦିତୀୟ ଶାମୁୟେଲ 17:27

ଯେତବେେଳେ ଦାଉଦ ମହନଯିମ ରେ ପହନ୍ଚିଲେ, ସେ ସଠାେରେ ଶୋବି, ମାଖୀର ଏବଂ ବର୍ସିଲଯଙ୍କକ୍ସ୍ଟ ଭଟେିଲେ। ଶୋବି ରଦ୍ଦାରକ୍ସ୍ଟ ଅେମ୍ମାନୀୟ ନାହଶଙ୍କର ପକ୍ସ୍ଟତ୍ର ଥିଲେ। ମାଖୀର ଲୋଦବାର ନିବାସୀ ଅମ୍ମୀଯଲରେ ପକ୍ସ୍ଟତ୍ର ଥିଲେ। ବର୍ସିଲଯ ରୋଗଲୀମନିବାସୀ ଗିଲିଯଦୀଯ ଥିଲେ।

ଦିତୀୟ ଶାମୁୟେଲ 19:32

ବର୍ସିଲ୍ଲଯ ଜଲଣ ଅତି ବୃଦ୍ଧସଲାକ ଥିଲା। ତାଙ୍କୁ ଅଶୀ ବର୍ଷ ବଯସସହାଇଥିଲା।ସସ ଅତି ବଡଲଲାକ ଥିବାରକ୍ସ୍ଟ ରାଜା ମହନଯିମସର ଥିବାସବଲଳ ତାହାଙ୍କକ୍ସ୍ଟ ଖାଦ୍ୟ ସାମଗ୍ରି ସମସ୍ତସଯାଗାଉ ଥିଲା।

ପ୍ରଥମ ରାଜାବଳୀ 22:3

ଏହି ସମୟରେ ଆହାବ୍ ତାଙ୍କର ଅଧିକାରୀମାନଙ୍କୁ କହିଲେ, ରାମାେତ୍ ଗିଲିଯଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭମାନେେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭମାନେେ ନୀରବ ରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫରୋଇ ନଇେ ନାହୁଁ।

ଦିତୀୟ ରାଜାବଳୀ 9:1

ଇଲୀଶାୟ ଭବିଷ୍ଯଦ୍ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ଯରୁ ଜଣକୁ ଡାକି କହିଲେ, ତୁମ୍ଭେ କଟି ରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତ ରେ ଧରି ରାମାେତ୍-ଗିଲିଯଦକୁ ୟାଅ।

ପ୍ରଥମ ବଂଶାବଳୀ 6:73

ଏହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ର ସବୁ ମଧ୍ଯ ସମାନେେ ଲାଭ କଲେ।

Interlinear

Choose Theme