Home Bibles ପ୍ରଥମ ବଂଶାବଳୀ 6:81 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:81 · ଓଡ଼ିଆ ବାଇବେଲ

ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।

Cross references

ଗଣନା ପୁସ୍ତକ 21:25

ଏହିରୂପେ ଇଶ୍ରାୟେଲ ସେ ସମସ୍ତ ନଗର ଦଖଲ କଲେ। ଇଶ୍ରାୟେଲ ଇମାରେୀୟମାନଙ୍କ ସମସ୍ତ ନଗର ରେ ଅର୍ଥାତ୍ ହିଷବୋନ ରେ ଓ ତହିଁର ସମସ୍ତ ନଗର ରେ ବାସକଲେ।

ଗଣନା ପୁସ୍ତକ 21:32

ମାଶାେ ୟା ସରେ ଅନୁସନ୍ଧାନ କରିବାପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ େଛାଟ ନଗରଗୁଡିକୁ ଅକ୍ତିଆର କଲେ ଓ ସଠାେରେ ବାସ କରୁଥିବା ଇ ମାରେୀଯମାନଙ୍କୁ ତଡି ଦେଲେ।

ଗଣନା ପୁସ୍ତକ 32:1

ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ।

ଗଣନା ପୁସ୍ତକ 32:3

ସମାନେେ କହିଲେ, ତୁମ୍ଭର ଏହି ସବେକମାନଙ୍କର ବହୁ ମଷେ ଓ ଗୋରୁଗାଈ ଅଛନ୍ତି। ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇଶ୍ରାୟେଲର ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମଷଗେୁଡିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ।

ଗଣନା ପୁସ୍ତକ 32:37

ରୁବନେ ଗୋଷ୍ଠୀଗଣ ହିଷ୍ ବୋନ୍, ଇଲିଯାଲୀ ଓ କିରିଯାଥଯିମ୍କୁ।

ଦିତୀୟ ବିବରଣ 2:24

ସଦାପ୍ରଭୁ ମାେତେ କହିଲେ, 'ଅର୍ଣୋନ ଇପତ୍ଯାକା ପାର ହବୋପାଇଁ ପ୍ରସ୍ତକ୍ସ୍ଟତ ହକ୍ସ୍ଟଅ। ଆମ୍ଭେ ହିଷବୋନର ରାଜା ଇ ମାରେୀଯ ସୀହାନକେୁ ଓ ତାଙ୍କ ଦେଶକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ତେଣୁ ତାଙ୍କ ସହିତ ୟକ୍ସ୍ଟଦ୍ଧ କର ଓ ତାଙ୍କର ଦେଶ ଅଧିକାର କର।

ଯିହୋଶୂୟ 13:25

ୟା ସରମାନଙ୍କେର ଭୂମି ଏବଂ ଗିଲିଯଦର ସମସ୍ତ ସହର ମାଶାେ ସମାନଙ୍କେୁ ଦେଲେ। ସେ ମଧ୍ଯ ଅମ୍ମାନେ ସନ୍ତାନଗଣମାନଙ୍କ ଅର୍ଦ୍ଧକେ ଜମିକକ୍ସ୍ଟ ଦାନ କରିଥିଲେ। ତାହା ଅରୋଯରେ ପୂର୍ବସ୍ଥିତ ରଦ୍ଦାରଠା ରେ ଥିଲା।

ଯିହୋଶୂୟ 21:39

ହିଷବୋନ୍, ୟା ସରେ ଓ ତା'ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।

ନିହିମିୟା 9:22

ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ଯ ଓ ଗୋଷ୍ଠୀ ଦଲେ ଓ ତାହା ସମାନଙ୍କେ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସମାନେେ ସୀହାନେ ଦେଶ ହିଷ୍ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।

ପରମଗୀତ 7:4

ତୁମ୍ଭର ଗଳଦେଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ଯ।

Interlinear

Choose Theme