Home Bibles ☰ Books ଦିତୀୟ ଶାମୁୟେଲ 17:27 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 17:27 · ଓଡ଼ିଆ ବାଇବେଲ

ଯେତବେେଳେ ଦାଉଦ ମହନଯିମ ରେ ପହନ୍ଚିଲେ, ସେ ସଠାେରେ ଶୋବି, ମାଖୀର ଏବଂ ବର୍ସିଲଯଙ୍କକ୍ସ୍ଟ ଭଟେିଲେ। ଶୋବି ରଦ୍ଦାରକ୍ସ୍ଟ ଅେମ୍ମାନୀୟ ନାହଶଙ୍କର ପକ୍ସ୍ଟତ୍ର ଥିଲେ। ମାଖୀର ଲୋଦବାର ନିବାସୀ ଅମ୍ମୀଯଲରେ ପକ୍ସ୍ଟତ୍ର ଥିଲେ। ବର୍ସିଲଯ ରୋଗଲୀମନିବାସୀ ଗିଲିଯଦୀଯ ଥିଲେ।

Cross references

ପ୍ରଥମ ଶାମୁୟେଲ 11:1

ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।

ଦିତୀୟ ଶାମୁୟେଲ 9:4

ରାଜା ଦାଉଦ ସୀବଃଙ୍କକ୍ସ୍ଟ କହିଲେ, ସେ ପକ୍ସ୍ଟତ୍ର କେଉଁଠା ରେ ଅଛି?

ଦିତୀୟ ଶାମୁୟେଲ 10:1

ଏହାପରେ ଅମ୍ମାନେ ସନ୍ତାନଗଣର ରାଜା ମରିଗଲା ପରେ ତା'ର ପକ୍ସ୍ଟତ୍ର ହାନୂନ୍ ରାଜ ପଦ ରେ ଅଭିଷିକ୍ତ ହେଲା।

ଦିତୀୟ ଶାମୁୟେଲ 12:26

ଅେମ୍ମାନୀୟମାନଙ୍କର ରାଜଧାନୀ ସହର ରଦ୍ଦାକକ୍ସ୍ଟ ଯୋୟାବ ୟକ୍ସ୍ଟଦ୍ଧ କରି କରଗତ କଲେ।

ଦିତୀୟ ଶାମୁୟେଲ 12:29

ଏଣୁ ଦାଉଦ ସମସ୍ତ ଲୋକଙ୍କକ୍ସ୍ଟ ଏକତ୍ର କରି ରଦ୍ଦାକକ୍ସ୍ଟ ଗଲେ ଓ ତହିଁ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ତାହା ହସ୍ତଗତ କଲେ।

ଦିତୀୟ ଶାମୁୟେଲ 19:31

ଗିଲିଯଦୀଯ ବର୍ସିଲ୍ଲଯ ରୋଗଲୀମରକ୍ସ୍ଟ ଆସିଲା।ସସ ରାଜାଙ୍କକ୍ସ୍ଟ ୟର୍ଦ୍ଦନ ନଦୀ ପାର କରାଇ ସକ୍ସ୍ଟରକ୍ଷାସଦବା ପାଇଁ ତାଙ୍କ ସଙ୍ଲଗ ପାରସହାଇଗଲା।

ଦିତୀୟ ଶାମୁୟେଲ 19:32

ବର୍ସିଲ୍ଲଯ ଜଲଣ ଅତି ବୃଦ୍ଧସଲାକ ଥିଲା। ତାଙ୍କୁ ଅଶୀ ବର୍ଷ ବଯସସହାଇଥିଲା।ସସ ଅତି ବଡଲଲାକ ଥିବାରକ୍ସ୍ଟ ରାଜା ମହନଯିମସର ଥିବାସବଲଳ ତାହାଙ୍କକ୍ସ୍ଟ ଖାଦ୍ୟ ସାମଗ୍ରି ସମସ୍ତସଯାଗାଉ ଥିଲା।

ଦିତୀୟ ଶାମୁୟେଲ 19:33

ଦାଉଦ ବର୍ସିଲ୍ଲଯକକ୍ସ୍ଟ କହିଲଲ, ତୁମ୍ଲଭସମା ସହିତ ନଦୀ ପାରସହାଇ ଆସ। ମୁ ତୁମ୍ଭକୁ ୟିରକ୍ସ୍ଟଶାଲମସର ଆପଣା ସଙ୍ଲଗ ପ୍ରତିପାଳନ କରିବି।

ପ୍ରଥମ ରାଜାବଳୀ 2:7

ଗିଲିଯଦୀଯରୁ ବର୍ସିଲ୍ଲଯର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମଜେ ନିକଟରେ ସମାନଙ୍କେ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଯନ କଲା ବେଳେ ସମାନେେ ମାେତେ ସାହାୟ୍ଯ କରିଥିଲେ।

ଏଜ୍ରା 2:61

ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ଯରୁ ହବାଯ, ହକୋସ, ବର୍ସିଲ୍ଲଯ, ବର୍ସିଲ୍ଲଯ ଗିଲିଯଦୀଯ ବର୍ସିଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ଯାତି ହାଇେଥିଲା।

Interlinear

Choose Theme