Home Bibles ☰ Books ପ୍ରଥମ ବଂଶାବଳୀ 6:4 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:4 · ଓଡ଼ିଆ ବାଇବେଲ

ଇଲିଯାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂଯଙ୍କ ପିତା ଥିଲେ।

Cross references

ଯାତ୍ରା ପୁସ୍ତକ 6:25

ହାରୋଣର ପୁତ୍ର ଇଲିଯାସର ଫୂଟୀଯଲରେ ଏକ କନ୍ଯକୁ ବିବାହ କଲେ ଓ ସେ ଔରସ ରେ ପୀନହସକୁ ଜନ୍ମ ଦଲୋ। ଏମାନେ ସମସ୍ତେ ଲବେୀୟ ଥିଲେ।

ଗଣନା ପୁସ୍ତକ 25:6

ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ ଜଣେ ମାଶାଙ୍କେର ସମ୍ମୁଖ ରେ ଓ ଇଶ୍ରାୟେଲ ସନ୍ତାନଗଣର ସମସ୍ତ ମଣ୍ତଳୀ ସାକ୍ଷାତ ରେ ଜ୍ଞାତୀମାନଙ୍କ ନିକଟକୁ ଏକ ମିଦିଯମୀଯା ସ୍ତ୍ରୀ କି ଆଣିଲା। ସେତବେେଳେ ଲୋକମାନେ ସମାଗମ ତମ୍ବୁ ନିକଟରେ ବିଳାପ କରୁଥିଲେ।

ଗଣନା ପୁସ୍ତକ 25:13

ତହୁଁ ତାପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ବର ନିଯମ ରହିବ। କାରଣ ସେ ଆପଣା ପରମେଶ୍ବରଙ୍କ ପକ୍ଷ ରେ କୋର୍ଧଭାବ ପ୍ରକାଶ କଲା ଓ ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ପ୍ରାଯଶ୍ଚିତ କଲା।

ଗଣନା ପୁସ୍ତକ 31:6

ମାଶାେ ସହେି 12,000 ଲୋକଙ୍କୁ, ୟୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିଯାସରର ପୁତ୍ର ପୀନ୍ହସର ହସ୍ତ ରେ ପବିତ୍ର ପାତ୍ର ଓ ରଣତୂରୀ ଦଇେ ତାହାକୁ ସମାନଙ୍କେ ସଙ୍ଗେ ୟୁଦ୍ଧ କ୍ଷେତ୍ରକୁ ପଠାଇଲେ।

ଯିହୋଶୂୟ 14:13

ଯିହାଶୂେୟ ୟିଫକ୍ସ୍ଟନ୍ନିଙ୍କର ପକ୍ସ୍ଟତ୍ର କାଲେବ୍ଙ୍କକ୍ସ୍ଟ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକକ୍ସ୍ଟ ତାଙ୍କୁ ଦେଲେ।

ଯିହୋଶୂୟ 14:15

ଅତୀତ ରେ ସେ ସହରର ନାମ ଥିଲା କିରିଯଥ-ଅର୍ବ। ଏହି ସହର ଲୋକମାନଙ୍କ ମଧିଅରେ ଜଣେ ଯୋଦ୍ଧା ଥିଲେ, ଯାହାଙ୍କର ନାମ ଥିଲା ଅର୍ବ। ତାଙ୍କର ନାମ ଅନକ୍ସ୍ଟସା ରେ ଏ ଭୂମିର ନାମକରଣ କରାୟାଇଥିଲା।

ଯିହୋଶୂୟ 22:13

ଏଣୁ ଇଶ୍ରାୟେଲର ଲୋକମାନେ କିଛି ଲୋକଙ୍କକ୍ସ୍ଟ ରକ୍ସ୍ଟବନ୍େ, ଗାଦ୍ ଏବଂ ମନଃଶି ବଂଶର ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପଠାଇଲେ। ସମାନଙ୍କେର ନତେୃତ୍ବ ପୀନହାସ ନଇଗେଲେ, ଯେ କି ଥିଲେ ଇଲିଯାସ ଯାଜକର ପକ୍ସ୍ଟତ୍ର।

ଯିହୋଶୂୟ 22:30

ପୀନହାସ ଯାଜକ ଏବଂ ତାଙ୍କ ସହିତ ୟାଇଥିବା ମକ୍ସ୍ଟଖିଆ, ଏହିପରି ରକ୍ସ୍ଟବନ୍େ, ଗାଦ ଓ ମନଃଶିର ବଂଶର ଲୋକମାନଙ୍କଠାରକ୍ସ୍ଟ ଶୁଣିଲେ। ସମାନେେ ମଧ୍ଯ ବକ୍ସ୍ଟଝିଲେ ଯେ ବାସ୍ତବ ରେ ସତକଥା ଏବଂ ଠିକ୍କଥା କହକ୍ସ୍ଟଛନ୍ତି।

ଯିହୋଶୂୟ 24:33

ହାରୋଣର ପକ୍ସ୍ଟତ୍ର, ଇଲିଯାସର ମଲେ, ଓ ଇଫ୍ରଯିମର ପାର୍ବତ୍ଯମଯ ଦେଶର ଗିବିହଠା ରେ ତାଙ୍କୁ କବର ଦିଆଗଲା। ତାଙ୍କର ପକ୍ସ୍ଟତ୍ର ପୀନହସବୁ ଗିବିଯୋନ ଦିଆଗଲା।

ବିଚାରକର୍ତାମାନଙ୍କ ବିବରଣ 20:28

ସଠାେରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିଯାସରର ବଂଶଧର ଥିଲେ। ଇଲିଯାସର ଥିଲା ହାରୋଣଙ୍କର ପକ୍ସ୍ଟତ୍ର। ଇଶ୍ରାୟେଲର ଲୋକମାନେ ପଚାରିଲେ, ବିନ୍ଯାମୀନର ଲୋକମାନେ ଆମର ସଐର୍କୀଯ। ଆମ୍ଭର ତାଙ୍କ ସହିତ ୟକ୍ସ୍ଟଦ୍ଧ କରିବା ଉଚିତ ନା ୟକ୍ସ୍ଟଦ୍ଧ ବନ୍ଦ କରିବା ଉଚିତ୍?

ପ୍ରଥମ ବଂଶାବଳୀ 6:4

ଇଲିଯାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂଯଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 6:50

ଏହିମାନେ ହାରୋଣଙ୍କ ପୁତ୍ରଗଣ ଥିଲେ : ଇଲିଯାସର ହାରୋଣଙ୍କ ପୁତ୍ର ଥିଲେ। ପୀନ୍ହସ୍ ଇଲିଯାସରଙ୍କ ପୁତ୍ର ଥିଲେ। ଅବୀଶୂଯ ପୀନ୍ହସ୍ଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 9:20

ଅତୀତ ରେ, ଇଲିଯାସରଙ୍କ ପୁତ୍ର ପୀନ୍ହସ ସମାନଙ୍କେର ଶାସକ ଥିଲେ ଏବଂ ସଦାପ୍ରଭୁ ତାଙ୍କ ସହିତ ଥିଲେ।

ପ୍ରଥମ ବଂଶାବଳୀ 23:21

ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀଯାସର ଓ କୀଶ୍।

ପ୍ରଥମ ବଂଶାବଳୀ 24:26

ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ

ଏଜ୍ରା 7:1

ଏହିସବୁ ଘଟଣାପରେ ପାରସ୍ଯ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାଯର ପୁତ୍ର ଏଜ୍ରା ବାବିଲରୁ ୟାତ୍ରା କଲେ। ଉକ୍ତ ସରାଯ ଅସରିଯର ପୁତ୍ର, ଅସରିଯ ହିଲ୍କିଯର ପୁତ୍ର ଥିଲେ।

ଏଜ୍ରା 7:5

ବୁକ୍କି ଅବୀଶୂଯର ପୁତ୍ର ଥିଲା। ଅବୀଶୂଯ ପୀନହସର ପୁତ୍ର ଥିଲା। ପୀନହସ୍ ଇଲିଯାସର ପୁତ୍ର ଥିଲା। ଇଲିଯାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲୋରୁ ୟିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମାଶାଙ୍କେର ବ୍ଯବସ୍ଥା ଖୁବ୍ ଭଲ ରୁପେ ଜାଣିଥିଲେ। ମାଶାଙ୍କେର ବ୍ଯବସ୍ଥା ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବରଙ୍କ ଦ୍ବାରା ଦିଆୟାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।

Interlinear

Choose Theme