ଏଣୁ ଇଶ୍ରାୟେଲର ଲୋକମାନେ କିଛି ଲୋକଙ୍କକ୍ସ୍ଟ ରକ୍ସ୍ଟବନ୍େ, ଗାଦ୍ ଏବଂ ମନଃଶି ବଂଶର ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପଠାଇଲେ। ସମାନଙ୍କେର ନତେୃତ୍ବ ପୀନହାସ ନଇଗେଲେ, ଯେ କି ଥିଲେ ଇଲିଯାସ ଯାଜକର ପକ୍ସ୍ଟତ୍ର।
Cross references
ହାରୋଣର ପୁତ୍ର ଇଲିଯାସର ଫୂଟୀଯଲରେ ଏକ କନ୍ଯକୁ ବିବାହ କଲେ ଓ ସେ ଔରସ ରେ ପୀନହସକୁ ଜନ୍ମ ଦଲୋ। ଏମାନେ ସମସ୍ତେ ଲବେୀୟ ଥିଲେ।
ତେଣୁ ହାରୋଣ ଯାଜକର ପୌତ୍ର, ଇଲିଯାସରର ପୁତ୍ର ପୀନହସ ତାହା ଦେଖି ମଣ୍ତଳୀ ମଧ୍ଯରୁ ଉଠି ହାତ ରେ ଏକ ବର୍ଚ୍ଛା ନଲୋ।
ପୀନହସ ଯାଜକ ହାରୋଣର ନାତି ଏବଂ ଇଲିଯାସରର ପୁତ୍ର ଇଶ୍ରାୟେଲର ଲୋକମାନଙ୍କ ଉପରେ କୋର୍ଧ ଦଖାଇବୋ ପାଇଁ ମାେତେ ଅଟକାଇଲେ। ମାେତେ କୋରଧିତ କରିବା ପାଇଁ ତୁମ୍ଭେ ଯାହା କରୁଥିଲ ପୀନହସ ସେଥି ରେ ବ୍ଯତିବ୍ଯସ୍ତ ହାଇଗେଲେ। ତେଣୁ ମୁଁ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ହତ୍ଯା କଲି ନାହିଁ।
ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ।
ତବେେ ତୁମ୍ଭେ ବକ୍ସ୍ଟଝିବ, ଖାଜେିବ, ଭଲରୂପେ ପଗ୍ଭରି ବକ୍ସ୍ଟଝିବ। ଯଦି ତାହା ସତ୍ଯ ହକ୍ସ୍ଟଏ ଓ ତକ୍ସ୍ଟମ୍ଭ ମଧିଅରେ ଏପରି ଘୃଣ୍ଯ କର୍ମ କରାୟାଇ ଅଛି,
ଏହାପରେ ଇଶ୍ରାୟେଲ ପରିବାରବର୍ଗ ବିନ୍ଯାମୀନର ସମକ୍ସ୍ଟଦାଯ ପରିବାରବର୍ଗ ନିକଟକକ୍ସ୍ଟ ଲୋକ ପଠାଇ କହିଲେ, ତୁମ୍ଭମାନଙ୍କ ମଧିଅରେ ଏ କି ଦକ୍ସ୍ଟଷ୍ଟତା ଘଟିଛି?
ସଠାେରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିଯାସରର ବଂଶଧର ଥିଲେ। ଇଲିଯାସର ଥିଲା ହାରୋଣଙ୍କର ପକ୍ସ୍ଟତ୍ର। ଇଶ୍ରାୟେଲର ଲୋକମାନେ ପଚାରିଲେ, ବିନ୍ଯାମୀନର ଲୋକମାନେ ଆମର ସଐର୍କୀଯ। ଆମ୍ଭର ତାଙ୍କ ସହିତ ୟକ୍ସ୍ଟଦ୍ଧ କରିବା ଉଚିତ ନା ୟକ୍ସ୍ଟଦ୍ଧ ବନ୍ଦ କରିବା ଉଚିତ୍?
ଅତୀତ ରେ, ଇଲିଯାସରଙ୍କ ପୁତ୍ର ପୀନ୍ହସ ସମାନଙ୍କେର ଶାସକ ଥିଲେ ଏବଂ ସଦାପ୍ରଭୁ ତାଙ୍କ ସହିତ ଥିଲେ।
ବୁକ୍କି ଅବୀଶୂଯର ପୁତ୍ର ଥିଲା। ଅବୀଶୂଯ ପୀନହସର ପୁତ୍ର ଥିଲା। ପୀନହସ୍ ଇଲିଯାସର ପୁତ୍ର ଥିଲା। ଇଲିଯାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲୋରୁ ୟିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମାଶାଙ୍କେର ବ୍ଯବସ୍ଥା ଖୁବ୍ ଭଲ ରୁପେ ଜାଣିଥିଲେ। ମାଶାଙ୍କେର ବ୍ଯବସ୍ଥା ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବରଙ୍କ ଦ୍ବାରା ଦିଆୟାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।
କିନ୍ତୁ ପୀନହସ୍ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ତା'ର ମହାମାରୀ ଦୂର କଲେ।
ମନ୍ତ୍ରଣା ଦ୍ବାରା ପ୍ରେତ୍ୟକକ ସଂକଳ୍ପ ସ୍ଥିର ହବେ। ମାତ୍ର ଯଦି ତୁମ୍ଭେ ୟୁଦ୍ଧ କରିବାକୁ ୟାଅ ଭଲ ପରାମର୍ଶ ଗ୍ରହଣ କର।
ଯଦି ପ୍ରତିବେଶୀ ସହିତ ବିବାଦ ଅଛି, ତୁମ୍ଭେ ତୁମ୍ଭର ମକଦ୍ଦମା ପାଇଁ ତର୍କ କର, କିନ୍ତୁ ଅନ୍ୟର ଗୋପନୀଯତାକୁ ପ୍ରକଟ କର ନାହିଁ।
ତୁମ୍ଭର କହେି ଭାଇ ଯଦି ତୁମ୍ଭ ବିରୁଦ୍ଧ ରେ ଭୁଲ୍ କାମ କରେ, ତବେେ ସେ ଏକାକୀ ଥିବା ବେଳେ ତା' ନିକଟକୁ ଯାଇ ତାର ଭୁଲ୍ ବିଷୟ ରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତବେେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହାଇେ ରହିବାକୁ ସାହାୟ୍ଯ କଲ।