ପ୍ରଥମ ବଂଶାବଳୀ 23:21 · ଓଡ଼ିଆ ବାଇବେଲ
ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀଯାସର ଓ କୀଶ୍।
Cross references
ଯାତ୍ରା ପୁସ୍ତକ 6:19
ମରାରିର ସନ୍ତାନମାନେ ଥିଲେ, ମହଲି ଓ ମୂଶି ଏହିସବୁ ବଂଶ ଇଶ୍ରାୟେଲୀୟ ଲବେୀ ବଂଶୀଯ ଥିଲେ।
ଗଣନା ପୁସ୍ତକ 3:33
ମହଲୀଯ ପରିବାରବର୍ଗ ଏବଂ ମୂଶୀଯ ପରିବାରବର୍ଗ ମରାରୀଯଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀଯ ପରିବାର ଅନ୍ତଭୁର୍କ୍ତ।
ପ୍ରଥମ ବଂଶାବଳୀ 6:4
ଇଲିଯାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂଯଙ୍କ ପିତା ଥିଲେ।
ପ୍ରଥମ ବଂଶାବଳୀ 6:20
ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ : ଲିବନି ଗେର୍ଶୋନଙ୍କ ପୁତ୍ର ଥିଲେ। ୟହତ୍, ଲିବନିଙ୍କ ପୁତ୍ର ଥିଲେ। ସିମ୍ମ ୟହତ୍ଙ୍କ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 6:30
ଶିମିଯି ଲିବନିଙ୍କ ପୁତ୍ର ଥିଲେ। ଉଷଃ ଶିମିଯିଙ୍କ ପୁତ୍ର ଥିଲେ। ଶିମିଯି ଉଷଃଙ୍କ ପୁତ୍ର ଥିଲେ। ହଗିଯ ଶିମିଯିଙ୍କ ପୁତ୍ର ଥିଲେ। ଅସାଯ ହଗିଯଙ୍କ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 23:6
ଦାଉଦ ଲବେୀୟମାନଙ୍କୁ ତିନି ଗୋଟି ଦଳ ରେ ବିଭକ୍ତ କଲେ। ସମାନେେ ଲବେୀୟ ତିନିପୁତ୍ର ଗେର୍ଶୋନ, କହାତ୍ ଓ ମରାରିଙ୍କ ପରିବାରବର୍ଗର ଥିଲେ।
ପ୍ରଥମ ବଂଶାବଳୀ 24:26
ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ