Cross references
ଯିହୋଶୂୟ 15:21
ନଗଭରେ ଦକ୍ଷିଣାଞ୍ଚଳର ଇଦୋମ ସୀମା ନିକଟରେ ୟିହକ୍ସ୍ଟଦା ସନ୍ତାନମାନଙ୍କ ପରିବାରବର୍ଗ ପ୍ରାନ୍ତ ଭାଗସ୍ଥ ଏହିସବୁ ନଗର ଥିଲା, କବ ସେଲ ଓ ଏଦର ଓ ୟାଗକ୍ସ୍ଟର ମଧ୍ଯ।
ଯିହୋଶୂୟ 15:26
ଅମାମ୍, ଶମା, ମଲୋଦା,
ଯିହୋଶୂୟ 15:28
ହତ୍ସର-ଶିଯାଲ, ବରେଶବୋ, ବିଷିଯୋଥିଯା,
ଯିହୋଶୂୟ 19:1
ଏହାପରେ ଯିହାଶୂେୟ ଶିମିୟୋନ ପରିବାରବର୍ଗମାନଙ୍କର ଗୋଷ୍ଠୀକକ୍ସ୍ଟ ସମାନଙ୍କେର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ୟିହକ୍ସ୍ଟଦାର ଅନ୍ତର୍ଗତ ଥିଲା।
ଯିହୋଶୂୟ 19:2
ସମାନେେ ଯାହା ସବୁ ପାଇଲେ ତାହା ସବୁ ହେଲା, ବରେଶବୋ ଓ ମାେଲାଦା।
ଯିହୋଶୂୟ 19:9
ଶିମିୟୋନ ସନ୍ତାନଗଣର ଏହି ଅଧିକାର ୟିହକ୍ସ୍ଟଦା ସନ୍ତାନଗଣର ଏକ ଅଂଶ ଥିଲା। କାରଣ ୟିହକ୍ସ୍ଟଦା ସନ୍ତାନଗଣର ଅଂଶ ସମାନଙ୍କେ ପାଇଁ ଅତି ଅଧିକ ଥିଲା। ଏଥିପାଇଁଶିମିଯୋନ ସନ୍ତାନଗଣ ସମାନଙ୍କେର ଅଧିକାର ମଧିଅରେ ଅଧିକାର ପାଇଲେ।
ନିହିମିୟା 11:26
ଯଶୂେଯ ରେ, ମାେଲାଦା ରେ ଓ ବୈଥ୍ପଲଟେ ରେ,
ନିହିମିୟା 11:27
ଆଉ ହତ୍ସର-ଶୁଯାଲ ରେ, ବରେଶବୋ ଓ ତହିଁର ଉପନଗର ରେ ରହିଲେ।