Home Bibles ☰ Books ଯିହୋଶୂୟ 15:28 · ଓଡ଼ିଆ ବାଇବେଲ
ଯିହୋଶୂୟ 15:28 · ଓଡ଼ିଆ ବାଇବେଲ

ହତ୍ସର-ଶିଯାଲ, ବରେଶବୋ, ବିଷିଯୋଥିଯା,

Cross references

ଆଦି ପୁସ୍ତକ 21:14

ତା'ପର ଦିନ ପ୍ରତ୍ଯୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲା। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା'ର ପୁତ୍ରକୁ ପଠାଇ ଦେଲେ ସହେି ଜିନିଷ ସହିତ। ହାଗାର ସେ ସ୍ଥାନ ଛାଡ଼ି ବରେଶବୋ ମରୁଭୂମିରେ ଭ୍ରମଣ କଲେ।

ଆଦି ପୁସ୍ତକ 21:31

ଏଣୁ ସହେି ସ୍ଥାନର ନାମ ବରେଶବୋ ହେଲା, ସେ ସହେି କୂପର ନାମ ଏପରି ଦେଲେ, କାରଣ ସହେି ସ୍ଥାନ ରେ ଉଭୟ ପ୍ରତିଜ୍ଞା କରିଥିଲେ।

ଆଦି ପୁସ୍ତକ 26:33

ତେଣୁ ଇସ୍ହାକ ସହେି କୂପର ନାମ ଦେଲେ, ଶବୋ। ପୁଣି ଆଜିୟାଏ ସହେି ସ୍ଥାନର ନାମ ବରେଶବୋ ନାମ ରେ ଖ୍ଯାତ ଅଟେ।

ଯିହୋଶୂୟ 19:2

ସମାନେେ ଯାହା ସବୁ ପାଇଲେ ତାହା ସବୁ ହେଲା, ବରେଶବୋ ଓ ମାେଲାଦା।

ପ୍ରଥମ ବଂଶାବଳୀ 4:28

ଶିମଯିଙ୍କର ବଂଶଧରମାନେ ବରେଶବୋ, ମାେଲାଦାର, ହତସରଶୁଯାଲ,

ନିହିମିୟା 11:27

ଆଉ ହତ୍ସର-ଶୁଯାଲ ରେ, ବରେଶବୋ ଓ ତହିଁର ଉପନଗର ରେ ରହିଲେ।

Interlinear

Choose Theme