Home Bibles ନିହିମିୟା 11:27 · ଓଡ଼ିଆ ବାଇବେଲ
ନିହିମିୟା 11:27 · ଓଡ଼ିଆ ବାଇବେଲ

ଆଉ ହତ୍ସର-ଶୁଯାଲ ରେ, ବରେଶବୋ ଓ ତହିଁର ଉପନଗର ରେ ରହିଲେ।

Cross references

ଆଦି ପୁସ୍ତକ 21:31

ଏଣୁ ସହେି ସ୍ଥାନର ନାମ ବରେଶବୋ ହେଲା, ସେ ସହେି କୂପର ନାମ ଏପରି ଦେଲେ, କାରଣ ସହେି ସ୍ଥାନ ରେ ଉଭୟ ପ୍ରତିଜ୍ଞା କରିଥିଲେ।

ଆଦି ପୁସ୍ତକ 26:33

ତେଣୁ ଇସ୍ହାକ ସହେି କୂପର ନାମ ଦେଲେ, ଶବୋ। ପୁଣି ଆଜିୟାଏ ସହେି ସ୍ଥାନର ନାମ ବରେଶବୋ ନାମ ରେ ଖ୍ଯାତ ଅଟେ।

ଯିହୋଶୂୟ 15:28

ହତ୍ସର-ଶିଯାଲ, ବରେଶବୋ, ବିଷିଯୋଥିଯା,

ଯିହୋଶୂୟ 19:3

ହତ୍ସରଶିଯାଲ୍ ଓ ବାଲା ଏବଂ ଏତ୍ସମ୍।

ବିଚାରକର୍ତାମାନଙ୍କ ବିବରଣ 20:1

ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।

ପ୍ରଥମ ବଂଶାବଳୀ 4:28

ଶିମଯିଙ୍କର ବଂଶଧରମାନେ ବରେଶବୋ, ମାେଲାଦାର, ହତସରଶୁଯାଲ,

Interlinear

Choose Theme