Home Bibles ☰ Books ପ୍ରଥମ ବଂଶାବଳୀ 4:27 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 4:27 · ଓଡ଼ିଆ ବାଇବେଲ

ଶିମଯିଙ୍କର ଷୋହଳ ଜଣ ପୁତ୍ର ଥିଲେ ଓ ଛଅ ଜଣ କନ୍ଯା ଥିଲେ। କିନ୍ତି ଶିମଯିଙ୍କର ଭ୍ରାତାମାନଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ। ଶିମଯିଙ୍କର ଭ୍ରାତାମାନଙ୍କର କୌଣସି ବଡ଼ ପରିବାର ନ ଥିଲା। ଯିହୁଦାର ଅନ୍ଯାନ୍ଯ ପରିବାରଗୁଡ଼ିକ ପରି ସମାନଙ୍କେର ପରିବାରବର୍ଗ ବଡ଼ ନ ଥିଲା।

Cross references

ଗଣନା ପୁସ୍ତକ 2:4

ତାଙ୍କର ସୈନ୍ଯ ସଂଖ୍ଯା 74,600

ଗଣନା ପୁସ୍ତକ 2:13

ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 59,300

ଗଣନା ପୁସ୍ତକ 26:14

ଶିମିଯୋନୀଯ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 22,200 ଥିଲା।

ଗଣନା ପୁସ୍ତକ 26:22

ଯିହୁଦାର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 76,500 ଥିଲେ।

Interlinear

Choose Theme