Home Bibles ☰ Books ଯିହୋଶୂୟ 19:9 · ଓଡ଼ିଆ ବାଇବେଲ
ଯିହୋଶୂୟ 19:9 · ଓଡ଼ିଆ ବାଇବେଲ

ଶିମିୟୋନ ସନ୍ତାନଗଣର ଏହି ଅଧିକାର ୟିହକ୍ସ୍ଟଦା ସନ୍ତାନଗଣର ଏକ ଅଂଶ ଥିଲା। କାରଣ ୟିହକ୍ସ୍ଟଦା ସନ୍ତାନଗଣର ଅଂଶ ସମାନଙ୍କେ ପାଇଁ ଅତି ଅଧିକ ଥିଲା। ଏଥିପାଇଁଶିମିଯୋନ ସନ୍ତାନଗଣ ସମାନଙ୍କେର ଅଧିକାର ମଧିଅରେ ଅଧିକାର ପାଇଲେ।

Cross references

ଆଦି ପୁସ୍ତକ 49:7

ସମାନଙ୍କେ କୋରଧ ଅଭିଶପ୍ତ ହେଉ। କାରଣ ତାହା ପ୍ରଚଣ୍ଡ ଥିଲା। ସମାନଙ୍କେ କୋପ ଅଭିଶପ୍ତ ହେଉ କାରଣ ତାହା ନିଷ୍ଠୁର ଥିଲା। ମୁଁ ଯାକୁବ ମଧିଅରେ ସମାନଙ୍କେୁ ବିଭାଗ କରିବି। ଏବଂ ଇଶ୍ରାୟେଲ ମଧିଅରେ ଛିନ୍ନ ଭିନ୍ନ କରିବି।

ଯାତ୍ରା ପୁସ୍ତକ 16:18

ଏହାପରେ ସମାନେେ ତାଙ୍କର ପରିବାର ରେ ଖାଦ୍ୟ ବଣ୍ଟନ କଲେ। ଏଥି ରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲାନାହିଁ।

ଗଣନା ପୁସ୍ତକ 26:54

ଯାହାର ବଡ ଗୋଷ୍ଠୀ ତାକୁ ଅଧିକ ଭୂମି ଦବେ ଓ ଯାହାର େଛାଟ ଗୋଷ୍ଠୀ ତାକୁ ଅଳ୍ପ ଭୂମି ଦବେ। ପ୍ରେତ୍ୟକକ ଗୋଷ୍ଠୀକୁ ତା'ର ଆକାର ଅନୁସାରେ ଭୂମି ଦିଆୟିବା ଉଚିତ୍।

ଯିହିଜିକଲ 48:7

ମନଃଶି, ଇଫ୍ରଯିମ, ରୁବନ୍େ ଓ ଯିହୁଦା।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:14

ବର୍ତ୍ତମାନ ତୁମ୍ଭମାନଙ୍କ ପାଖ ରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ଯକ ପୂରଣ ହବେ। ତା'ପରେ ଯେତବେେଳେ ସମାନଙ୍କେର ବୁଦ୍ଧି ହବେ, ସମାନେେ ତୁମ୍ଭମାନଙ୍କର ଆବଶ୍ଯକତା ରେ ସାହାୟ୍ଯ କରିବେ।

Interlinear

Choose Theme