ଶାରୋଣୀଯ ସିଟ୍ରଯ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାଯିତ୍ବ ରେ ଥିଲେ।
Cross references
ଇମାରେୀୟମାନଙ୍କ ପର୍ବତ ଦେଶକକ୍ସ୍ଟ ୟାଅ। ତୁମ୍ଭେ ସହେି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡିକୁ ୟାଅ, ପର୍ବତମଯ ଦେଶ, ୟର୍ଦ୍ଦନର ଉପତ୍ୟକାକକ୍ସ୍ଟ ତଳଭୂମି, ମରକ୍ସ୍ଟଭୂମି ଏବଂ ସମକ୍ସ୍ଟଦ୍ର ଉପକୂଳ ସମତେ କିଣାନୀଯମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦଇେ ଫରାତ ନଦୀ ପର୍ୟ୍ଯନ୍ତ ୟାଅ।
ଗାଦ୍ଙ୍କ ଗୋଷ୍ଠୀର ଲୋକମାନେ ଗିଲିଯଦ ଦେଶ ରେ ବାସ କରୁଥିଲେ। ସମାନେେ ବାଶନ ରେ, ବାଶନ୍ ଚତୁର୍ଦ୍ଦିଗସ୍ଥ େଛାଟ ସହର ଗୁଡ଼ିକରେ ଓ ଶାରୋଣ ରେ ଥିବା ସବୁ ଚାରଣଭୂମି ଓ ସୀମା ପର୍ୟ୍ଯନ୍ତ ସ୍ଥାନମାନଙ୍କ ରେ ବାସ କରୁଥିଲେ।
ଉଷିୟ ମରୁଭୂମି ମଧିଅରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ଯ, ସେ ଅନକେ କୂପ ଖାେଳିଲେ। ପାର୍ବତ୍ଯମଯ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ଯାଞ୍ଚଳ ଓ ଉତ୍ତମ ଶସ୍ଯ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କ ରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନବୋ ନିମନ୍ତେ ସେ ଲୋକମାନଙ୍କୁ ନିୟୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।
ମୁଁ ଦାସଦାସୀ ମାନଙ୍କୁ କ୍ରଯ କଲି ଓ ମାରଦୋସଗଣ ଥିଲେ, ଯେଉଁମାନେ ମାେ ଘ ରେ ଜନ୍ମ ହାଇେଥିଲେ ଓ ଆହୁରି ମାେ ପୂର୍ବେ ୟିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମାରେ ଗୋମଷୋଦି ପଲ ଅଧିକ ଥିଲା।
ତା'ର ଅପାର ଆନନ୍ଦ ଉଲ୍ଲସ ନୃତ୍ଯ ଓ ଗାନ ମାଧ୍ଯମ ରେ ପ୍ରଦର୍ଶନ କରିବ। ଲିବାନୋନର ପରାକ୍ରମ, କର୍ମିଲ ଓ ଶାରୋଣର ଶାେଭା ସେ ପ୍ରାପ୍ତ ହବେ। ଏସବୁ ଘଟିବ, କାରଣ ସମାନେେ ସଦାପ୍ରଭୁଙ୍କର ମହିମା ଏବଂ ସମାନେେ ପରମେଶ୍ବରଙ୍କ ଶୋଭା ଦେଖିବେ।
ଆଉ ଯେଉଁମାନେ ଆମ୍ଭକୁ ଅନ୍ବଷେଣ କରନ୍ତି ସମାନଙ୍କେ ପାଇଁ ଶାରୋଣ ଏକ ମଷେମାନଙ୍କର ଚାରଣ ଭୂମି ଓ ଆଖୋର ଉପତ୍ୟକା ଗୋପଲର ଶଯନସ୍ଥଳ ହବେ।