Home Bibles ☰ Books ଦିତୀୟ ବଂଶାବଳୀ 26:10 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 26:10 · ଓଡ଼ିଆ ବାଇବେଲ

ଉଷିୟ ମରୁଭୂମି ମଧିଅରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ଯ, ସେ ଅନକେ କୂପ ଖାେଳିଲେ। ପାର୍ବତ୍ଯମଯ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ଯାଞ୍ଚଳ ଓ ଉତ୍ତମ ଶସ୍ଯ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କ ରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନବୋ ନିମନ୍ତେ ସେ ଲୋକମାନଙ୍କୁ ନିୟୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।

Cross references

ଆଦି ପୁସ୍ତକ 26:18

ଇସ୍ହାକ ପୂନର୍ବାର ସହେି କୂପମାନ ଖୋଳାଇଲେ, ଯାହା ପଲେଷ୍ଟୀୟଙ୍କ ଦ୍ବାରା ପୋତା ୟାଇଥିଲା। ଯେଉଁ କୂପଗୁଡ଼ିକ ତାଙ୍କ ପିତା ବଞ୍ଚିଥିଲା ବେଳେ ଖୋଳା ୟାଇଥିଲା। ସେ ସହେି ନାମ ବ୍ଯବହାର କଲେ, ଯାହା ତାଙ୍କ ପିତା ବ୍ଯବହାର କରିଥିଲେ।

ଯିହୋଶୂୟ 15:55

ୟିହକ୍ସ୍ଟଦାର ଲୋକମାନଙ୍କୁ ମଧ୍ଯ ଏହି ସହରଗକ୍ସ୍ଟଡିକ ଦିଆଗଲା। ସଗେକ୍ସ୍ଟଡିକ ହେଲା, ମାଯୋନ୍ କର୍ମିଲ୍, ସୀପ୍, ୟକ୍ସ୍ଟଟା,

ପ୍ରଥମ ଶାମୁୟେଲ 15:12

ଶାମକ୍ସ୍ଟଯଲେ ତା'ପରଦିନ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଶାଉଲଙ୍କକ୍ସ୍ଟ ସାକ୍ଷାତ କରିବା ପାଇଁ ତାଙ୍କ ରାସ୍ତା ରେ ଗଲେ। ଲୋକମାନେ ଶାମୁୟେଲଙ୍କୁ କହିଲେ, ଶାଉଲ ୟିହକ୍ସ୍ଟଦାର କର୍ମିଲ୍ ସହରକକ୍ସ୍ଟ ଆସିଥିଲେ। ଶାଉଲ ସଠାେକକ୍ସ୍ଟ ତାଙ୍କ ସମ୍ମାନାର୍ଥେ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରିବାକୁ ଗଲେ। ଶାଉଲ ସବୁଆଡେ ୟାତ୍ରା କରି ସାରିବା ପରେ ଗିଲଗଲ୍ ରେ ପହନ୍ଚିବେ।

ଦିତୀୟ ରାଜାବଳୀ 3:4

ମାୟୋବର ରାଜା ମାଶାେ ମଷୋଧିକାରୀ ଥିଲେ। ସେ ଇଶ୍ରାୟେଲର ରାଜାଙ୍କୁ କରରୂପେ 1,00,000 ମଷେବତ୍ସର ଓ 1,00,000 ମଷେର ଲୋମ ପ୍ରତିବର୍ଷ ଦେଉଥିଲେ।

ଦିତୀୟ ରାଜାବଳୀ 19:23

ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ବାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ। ତୁମ୍ଭେ କହିଲେ, ମୁଁ ମାରେ ଅପାର ରଥରେ ପର୍ବତଗଣର ଉର୍ଦ୍ଧ୍ବକୁ ଆସିଲି। ମୁଁ ଲିବାନୋନ୍ର ଅଭ୍ଯନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏରସ୍ବୃକ୍ଷ ଓ ତାହାର ଉତ୍କୃଷ୍ଟ ଦବଦୋରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ଯ ରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।

ପ୍ରଥମ ବଂଶାବଳୀ 27:26

କଲୂବ୍ଙ୍କ ପୁତ୍ର ଇଷ୍ରି କ୍ଷତମାନଙ୍କେ ରେ କାର୍ୟ୍ଯ କରୁଥିବା ଲୋକମାନଙ୍କ ଦାଯିତ୍ବ ରେ ଥିଲେ।

ପ୍ରଥମ ବଂଶାବଳୀ 27:27

ରାମାଥୀଯଙ୍କ ପୁତ୍ର ଶିମିଯି ଦ୍ରାକ୍ଷା କ୍ଷତଗେୁଡ଼ିକର ଦାଯିତ୍ବ ରେ ଥିଲେ।

ପ୍ରଥମ ବଂଶାବଳୀ 27:29

ଶାରୋଣୀଯ ସିଟ୍ରଯ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାଯିତ୍ବ ରେ ଥିଲେ।

ଦିତୀୟ ବଂଶାବଳୀ 17:12

ଯିହାଶାଫେଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହାଇେ ଉଠିଲେ। ସେ ଯିହୁଦା ଦେଶ ରେ ଅନକେ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ।

ଦିତୀୟ ବଂଶାବଳୀ 17:13

ସେ ଯିହୁଦା ନଗର ରେ ବହୁତ କିଛି ରଖିଲେ। ଆଉ ଯିହାଶାଫେଟ୍ ୟିରୁଶାଲମ ରେ ତାଲିମପ୍ରାପ୍ତ ସୈନ୍ଯମାନଙ୍କୁ ରଖିଲେ।

ଦିତୀୟ ବଂଶାବଳୀ 32:29

ହିଜକିଯ ମଧ୍ଯ ବହୁତ ନଗର ନିର୍ମାଣ କଲେ ଏବଂ ସେ ବହୁତ ମଷେ ଓ ଗୋରୁ ପଲ ପାଇଲେ। ପରମେଶ୍ବର ହିଜକିଯଙ୍କୁ ପ୍ରଚୁର ଧନରତ୍ନ ଦଇେଥିଲେ।

ଉପଦେଶକ 5:8

କେତକେ ଦେଶ ରେ ଯଦି ତୁମ୍ଭମାନେେ ଦେଖ ଯେ, ଲୋକମାନେ ଅତ୍ଯାଚାର କଲେ ଓ ନ୍ଯାଯ ବିଚାରକୁ ଅସ୍ବୀକାର କଲେ, ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ଯାଚାର କରନ୍ତି, ସମାନଙ୍କେ ଉପ ରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ ରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।

ଯିଶାଇୟ 29:17

ଏହା ସତ୍ଯ ଯେ, ଅତି ଅଳ୍ପ ସମୟ ପ ରେ ଲିବାନୋନ ଫଳପୂର୍ଣ୍ଣ କ୍ଷେତ୍ର ରେ ପରିଣତ ହବେ ଓ ଫଳବତୀ କ୍ଷେତ୍ର ଅରଣ୍ଯ ରେ ପରିଣତ ହବେ।

Interlinear

Choose Theme