Home Bibles ପ୍ରଥମ ବଂଶାବଳୀ 5:16 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 5:16 · ଓଡ଼ିଆ ବାଇବେଲ

ଗାଦ୍ଙ୍କ ଗୋଷ୍ଠୀର ଲୋକମାନେ ଗିଲିଯଦ ଦେଶ ରେ ବାସ କରୁଥିଲେ। ସମାନେେ ବାଶନ ରେ, ବାଶନ୍ ଚତୁର୍ଦ୍ଦିଗସ୍ଥ େଛାଟ ସହର ଗୁଡ଼ିକରେ ଓ ଶାରୋଣ ରେ ଥିବା ସବୁ ଚାରଣଭୂମି ଓ ସୀମା ପର୍ୟ୍ଯନ୍ତ ସ୍ଥାନମାନଙ୍କ ରେ ବାସ କରୁଥିଲେ।

Cross references

ଯିହୋଶୂୟ 13:24

ଏହା ହେଉଛି ସହେି ଭୂମି, ଯାହାକକ୍ସ୍ଟ ଗାଦ ବଂଶଧରମାନଙ୍କୁ ଗୋଷ୍ଠୀଅନକ୍ସ୍ଟସା ରେ ମାଶାେ ଦାନ କରିଥିଲେ। ମାଶାେ ମଧ୍ଯ ପ୍ରେତ୍ୟକକ ବଂଶଧରକକ୍ସ୍ଟ ଜମି ଦାନ କରିଥିଲେ।

ଯିହୋଶୂୟ 13:28

ଏହି ସ୍ଥାନ ଯାହାକି ମାଶାେ ଗାଦ୍ ପରିବାରବର୍ଗଙ୍କକ୍ସ୍ଟ ଦଇେଥିଲେ। ତାଲିକାଭକ୍ସ୍ଟକ୍ତ ସମସ୍ତ ସହର ସହେି ଦେଶ ରେ ସାମିଲ୍ ଥିଲା। ମାଶାେ ସହେି ଦେଶକକ୍ସ୍ଟ ପ୍ରେତ୍ୟକକ ଗାଦୀଯ ଗୋଷ୍ଠୀକକ୍ସ୍ଟ ଦେଲେ।

ପ୍ରଥମ ବଂଶାବଳୀ 27:29

ଶାରୋଣୀଯ ସିଟ୍ରଯ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାଯିତ୍ବ ରେ ଥିଲେ।

ପରମଗୀତ 2:1

ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁ ଫୁଲ ଅଟେ।

ଯିଶାଇୟ 35:2

ତା'ର ଅପାର ଆନନ୍ଦ ଉଲ୍ଲସ ନୃତ୍ଯ ଓ ଗାନ ମାଧ୍ଯମ ରେ ପ୍ରଦର୍ଶନ କରିବ। ଲିବାନୋନର ପରାକ୍ରମ, କର୍ମିଲ ଓ ଶାରୋଣର ଶାେଭା ସେ ପ୍ରାପ୍ତ ହବେ। ଏସବୁ ଘଟିବ, କାରଣ ସମାନେେ ସଦାପ୍ରଭୁଙ୍କର ମହିମା ଏବଂ ସମାନେେ ପରମେଶ୍ବରଙ୍କ ଶୋଭା ଦେଖିବେ।

Interlinear

Choose Theme