ଇମାରେୀୟମାନଙ୍କ ପର୍ବତ ଦେଶକକ୍ସ୍ଟ ୟାଅ। ତୁମ୍ଭେ ସହେି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡିକୁ ୟାଅ, ପର୍ବତମଯ ଦେଶ, ୟର୍ଦ୍ଦନର ଉପତ୍ୟକାକକ୍ସ୍ଟ ତଳଭୂମି, ମରକ୍ସ୍ଟଭୂମି ଏବଂ ସମକ୍ସ୍ଟଦ୍ର ଉପକୂଳ ସମତେ କିଣାନୀଯମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦଇେ ଫରାତ ନଦୀ ପର୍ୟ୍ଯନ୍ତ ୟାଅ।
Cross references
ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚ଼ତୁର୍ଥ ପୁରୁଷ ଫରେିବେ। କାରଣ ଯେଉଁ ଇ ମାରେୀଯମାନେ ଏଠା ରେ ବାସ କରନ୍ତି, ସମାନଙ୍କେର ପାପ ଏପର୍ୟ୍ଯନ୍ତ ଶଷେ ହାଇନୋହିଁ।
ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।
ମୁଁ ସୂଫ ସମୁଦ୍ରଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମା ରେ ଏବଂ ଆରବ ମରୁଭୂମି ପୂର୍ବ ସୀମା ରେ ରହିବ। କାରଣ ମୁଁ ସହେି ଲୋକମାନଙ୍କୁ ତୁମ୍ଭ ହସ୍ତ ରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବେ।
ତହୁଁ ଇଶ୍ରାୟେଲର ଲୋକମାନେ ସନୀଯ ମରୁଭୂମିରୁ ୟାତ୍ରା ଆରମ୍ଭ କଲେ, ପୁଣି ସହେି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା।
ତୁମ୍ଭମାନଙ୍କର ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ ପ୍ରାନ୍ତର ପର୍ୟ୍ଯନ୍ତ ହବେ। ମୃତ ସମୁଦ୍ର ଦକ୍ଷିଣ ମୁଣ୍ତରୁ ପୂର୍ବଦିଗକୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହବେ।
ଏହାପରେ ଆମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ଅନକ୍ସ୍ଟସା ରେ ହାରେବେ ପରିତ୍ଯାଗ କଲକ୍ସ୍ଟ। ଏବଂ ଇ ମାରେୀଯମାନଙ୍କର ପର୍ବତମଯ ଦେଶକକ୍ସ୍ଟ ୟାତ୍ରା କଲକ୍ସ୍ଟ। ଆମ୍ଭମାନେେ ଯେଉଁ ବିସ୍ତିର୍ଣ, ଯେଉଁ ଭୟଙ୍କର ପ୍ରାନ୍ତର ୟିବା ବାଟରେ ଦେଖିଲକ୍ସ୍ଟ, ତା ମଧ୍ଯଦଇେ ୟାଇ କାଦେଶ ବର୍ଣଯେ ରେ ପହଁଞ୍ଚିଲକ୍ସ୍ଟ।
ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମଯ ଦେଶ ପକ୍ସ୍ଟଣି ତାହା ଆକାଶରକ୍ସ୍ଟ ବୃଷ୍ଟିଜଳ ପାନ କରେ।
ଯେଉଁଠା ରେ ତୁମ୍ଭର ପାଦ ପଡିବ, ସେ ସ୍ଥାନ ତୁମ୍ଭମାନଙ୍କର ହବେ। ପ୍ରାନ୍ତରରକ୍ସ୍ଟ ଲିବାନୋନ ପର୍ୟ୍ଯନ୍ତ ଏବଂ ଫରାତ ନଦୀଠାରକ୍ସ୍ଟ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ତୁମ୍ଭମାନଙ୍କର ସୀମା ହବେ।
ହିତ୍ତୀଯମାନଙ୍କ ସମସ୍ତ ଦେଶ, ସହିତ ଭୂମଧ୍ଯ ସାଗର ପର୍ୟ୍ଯନ୍ତ ଓ ପଶ୍ଚିମ ରେ ମହାନ ଫରାତ୍ ନଦୀ ପାଖର ମରକ୍ସ୍ଟଭୂମି ଓ ଲିବା ନୋନ୍ର ସମସ୍ତ ଭୂମି ତୁମ୍ଭର ହବେ।
ୟର୍ଦ୍ଦନ ପଶ୍ଚିମ ପାରିସ୍ଥ ସମକ୍ସ୍ଟଦାଯ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ଯ ସାଗରର ଉପକୂଳ ବର୍ତ୍ତୀ ଲବୋନନର ଦୂର ଅଞ୍ଚଳ ରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀଯ, ଇ ମାରେୀଯ, କିଣାନୀଯ, ପରିଷୀଯ, ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ରାଜଗଣ ବିଷଯ ରେ ଏହି କଥା ଶୁଣିଲେ।
ଏହିପରି ଯିହାଶୂେୟ ସମସ୍ତ ପାର୍ବତମଯ ଦେଶ ନଗେଭେ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀଯ ରାଜାଙ୍କକ୍ସ୍ଟ ମଧ୍ଯ ହତ୍ଯା କଲେ। ସେ କାହାରିକକ୍ସ୍ଟ ସଠାେରେ ଜିବିତ ଛାଡିଲେ ନାହିଁ। କାରଣ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।
ଏହିପରି ଯିହାଶୂେୟ ସହେିସବୁ ପ୍ରବେଶ ଓ ସଠାେରେ ପର୍ବତମଯ ଦେଶ ଓ ସମସ୍ତ ନଗଭେ ଓ ଗୋଶନର ସମସ୍ତ ପ୍ରଦେଶ ଓ ପଶ୍ଚିମସ୍ଥ ତଳଭୂମି ଓ ଇଶ୍ରାୟେଲର ପର୍ବତମଯ ଦେଶ ଓ ତହିଁର ତଳ ଭୂମିକକ୍ସ୍ଟ ନିଜ ଅଧିନକକ୍ସ୍ଟ ଆଣିଲେ।
ସଯେୀରଗାମୀ ହାଲକ୍ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତର ନୀଚସ୍ଥ ଲିବା ନୋନ୍ ସମସ୍ଥଳୀ ରେ ଥିବା ବାଲଗାଦ ପର୍ୟ୍ଯନ୍ତ ସମସ୍ତ ଦେଶ ହସ୍ତଗତ କଲେ। ପକ୍ସ୍ଟଣି ସମାନଙ୍କେର ସମସ୍ତ ରାଜାଙ୍କକ୍ସ୍ଟ ହତ୍ଯା କଲେ।
ଯଦି ସଦାପ୍ରଭୁଙ୍କ ସବୋ ତକ୍ସ୍ଟମ୍ଭ ଦୃଷ୍ଟି ରେ ମନ୍ଦ ଦିଶେ। ତବେେ ତୁମ୍ଭମାନେେ କାହାର ସବୋ କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନବୋକକ୍ସ୍ଟ ପଡିବ ଯେ ତୁମ୍ଭେ କାହାର ସବୋ କରିବ। ତୁମ୍ଭେ କ'ଣ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣ ଇଉଫ୍ ରଟେିସ୍ ନଦୀ ସପୋରୀ ରେ ଥିବା ଦବେତାଗଣଙ୍କକ୍ସ୍ଟ ପୂଜା କରିବ? କିମ୍ବା ସହେି ଦେଶ ରେ ବାସ କରିଥିବା ଇ ମାରେୀଯମାନଙ୍କର ଦବେତାଙ୍କୁ ପୂଜା କରିବ କି? ତୁମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁ ଓ ମାରେପରିବାରବର୍ଗ ସହେି ସଦାପ୍ରଭୁ ପରମେଶଓରଙ୍କୁ ସବୋ କରିବକ୍ସ୍ଟ!
ସୋବାରର ରାଜା ରହୋବର ପକ୍ସ୍ଟତ୍ର, ହଦଦଷେର ଫରାତ ନଦୀ ନିକଟରେ ନିଜର ରାଜ୍ଯ ପକ୍ସ୍ଟନର୍ବାର ହସ୍ତଗତ କରିବାକୁ ୟିବା ସମୟରେ ଦାଉଦ ତାହାଙ୍କକ୍ସ୍ଟ ପରାସ୍ତ କଲେ।
ବଲୋଙ୍କ ବଂଶଧରମାନ ପୂର୍ବଦିଗ ରେ ମରୁଭୂମିର ସୀମାବର୍ତ୍ତୀ ଫରାତ୍ ନଦୀ ନିକଟରେ ବାସ କରୁଥିଲେ। ଗିଲିଯଦ ରେ ସମାନଙ୍କେର ଅନକେ ଗୋପଲ ଥିବାରୁ ସମାନେେ ସହେି ସ୍ଥାନ ରେ ବାସ କରୁଥିଲେ।
ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।
ଶାରୋଣୀଯ ସିଟ୍ରଯ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାଯିତ୍ବ ରେ ଥିଲେ।
କିନ୍ତୁ ଆମ୍ଭେ ୟିଏକି ଜଣେ ଥିଲୁ, ଇ ମାରେୀଯକୁ ସମାନଙ୍କେ ସମ୍ମୁଖ ରେ ଧ୍ବଂସ କଲୁ। ଇ ମାରେୀଯ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସମାନଙ୍କେର ଉର୍ଦ୍ଦ୍ବ ଭାଗ ରେ ଥିବା ଫଳ ଓ ନିମ୍ନ ଭାଗ ରେ ଥିବା ମୂଳକୁ ନଷ୍ଟ କଲୁ।