ଦାଉଦ କହିଲେ, ଆମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମାେ ପୁଅ ଶଲୋମନ ଅଳ୍ପ ବଯସ୍କ ଅଟେ ଓ ଯେଉଁସବୁ ବିଷଯ ସେ ଜାଣିବା ଆବଶ୍ଯକ, ସେ ଏପର୍ୟ୍ଯନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହବୋ ଆବଶ୍ଯକ। ତାହାର ବିଶାଳତା ଓ ସୌନ୍ଦର୍ୟ୍ଯ ସକାେଶ ତାହା ସମସ୍ତ ଦେଶ ରେ ବିଖ୍ଯାତ ହବୋ ଆବଶ୍ଯକ ସେଥିନିମନ୍ତେ ସଦାପ୍ରଭୁ ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି। ତେଣୁ ଦାଉଦ ତାଙ୍କର ମୃତ୍ଯୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନକେ ଯୋଜନା ପ୍ରସ୍ତୁତ କଲେ।
Cross references
ମାଶାେ ଇଶ୍ରାୟେଲକକ୍ସ୍ଟ କହିଲେ, ମାେତେ 120 ବର୍ଷ ହେଲାଣି। ମୁ ଆଉ ତୁମ୍ଭମାନଙ୍କୁ ଆଗଇେ ନଇେ ପାରିବ ନାହିଁ। ସଦାପ୍ରଭୁ ମାେତେ କହିଲେ, 'ତୁମ୍ଭେ ୟର୍ଦ୍ଦନ ପାର ହାଇେ ୟିବ ନାହିଁ।'
ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମାରେ ପିତା ଦାଉଦଙ୍କ ପଦ ରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦଖାଇବୋ ପାଇଁ ଅନଭିଜ୍ଞ।
ଏହି ମନ୍ଦିର ଧ୍ବଂସ ହବେ। ପ୍ରେତ୍ୟକକ ଲୋକ ଏହା ଦେଖି ଆଶ୍ଚର୍ୟ୍ଯ ହବେେ ଓ କହିବେ, 'ସଦାପ୍ରଭୁ କାହିଁକି ଏହି ଭୂମି ଓ ଏହି ମନ୍ଦିର ପ୍ରତି ଏପରି ଭୟଙ୍କର କାର୍ୟ୍ଯ କଲେ?'
ଏକତ୍ରୀତ ହୋଥିବା ଇଶ୍ରାୟେଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, ପରମେଶ୍ବର ମାରେ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶ ଲୋମନ ଅଳ୍ପବଯସ୍କ ଅଟେ ଓ ଏହି କାର୍ୟ୍ଯ ନିମନ୍ତେ ଯେଉଁ ସମସ୍ତ ବିଷଯ ଆବଶ୍ଯକ, ସେ ତାହା ଜାଣେ ନାହିଁ ? କିନ୍ତୁ ଏହି କାର୍ୟ୍ଯ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ଅଟେ।
ସଦାପ୍ରଭୁ ମାରେ ପରମେଶ୍ବରଙ୍କ ନାମକୁ ସମ୍ମାନ ଦବୋ ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିର ରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜଳାଇବୁ ଏବଂ ବିଶଷେ ମଜେ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭମାନେେ ପ୍ରେତ୍ୟକକ ସକାଳ ଏବଂ ସନ୍ଧ୍ଯା ରେ, ପ୍ରେତ୍ୟକକ ବିଶ୍ରାମ ଦିନ ରେ, ପ୍ରେତ୍ୟକକ ଅମାବାସ୍ଯା ଦିନ ରେ ଏବଂ ଅନ୍ଯାନ୍ଯ ପର୍ବ ଦିନ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ହାମବେଳି ଦବେୁ। ଇଶ୍ରାୟେଲ ଚିରଦିନ ଏହା କରିବ।
ଆମ୍ଭର ପରମେଶ୍ବର ଅନ୍ୟ ସମସ୍ତ ଦବେତାଗଣ ଅପେକ୍ଷା ମହାନ୍ ଅଟନ୍ତି। ତେଣୁ ମୁଁ ତାଙ୍କ ନିମନ୍ତେ ଏକ ବିରାଟ ମନ୍ଦିର ନିର୍ମାଣ କରିବି।
ଆହୁରି ମଧ୍ଯ ଲିବାନୋନ୍ରୁ ମାେ ନିକଟକୁ ଦବଦୋରୁ ଏବଂ ଚନ୍ଦନ ଗଛର କାଠ ପଠାନ୍ତୁ। ତୁମ୍ଭର ଦାସମାନେ ଲିବାନୋନ୍ର କାଠଗଣ୍ଡି କାଟି ଆଣିବା ରେ ସିଦ୍ଧ ହସ୍ତ, ଏହା ମୁଁ ଜାଣେ। ମାରଦୋସମାନେ, ତୁମ୍ଭର ଦାସମାନଙ୍କୁ ସାହାୟ୍ଯ କରିବେ।
ଉଚ୍ଚସମ୍ମାନ ପ୍ରାପ୍ତ ଏହି ମନ୍ଦିର ପାଶର୍ବ ଦଇେ ଯାଉଥିବା ପ୍ରେତ୍ୟକକ ବ୍ଯକ୍ତି ଆଶ୍ଚର୍ୟ୍ଯାନ୍ବିତ ହବେେ। ସମାନେେ କହିବେ, 'ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ମନ୍ଦିର ପ୍ରତି ଏ ପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ ?'
ଏହାପରେ ନିହାତି ଅ ଯୋଗ୍ଯ, ମନ୍ଦ ଲୋକମାନେ ୟାରବିଯାମ୍ର ସାଙ୍ଗୀ ହେଲେ। ଆଉ ୟାରବିଯାମ୍ ଓ ସହେି ମନ୍ଦ ଲୋକମାନେ ଶଲୋମନଙ୍କର ପୁତ୍ର ରିହବିଯାମ୍ଙ୍କର ବିପକ୍ଷ ରେ ଉଠିଲେ। ରିହବିଯାମ୍ ଅଳ୍ପବଯସ୍କ ଓ ଅନୁଭୂତିହୀନ ଥିଲେ। ତେଣୁ ରିହବିଯାମ୍, ୟାରବିଯାମ୍ ଓ ତାଙ୍କର ମନ୍ଦ ସଙ୍ଗୀମାନଙ୍କୁ ଅଟକାଇ ପାରିଲେ ନାହିଁ।
ମାତ୍ର ଯେଉଁ ଯାଜକ ଓ ଲବେୀୟ ଓ ପିତୃବଂଶ ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ମନ୍ଦିର ଦେଖିଥିଲେ, ସମାନଙ୍କେ ଦୃଷ୍ଟି ରେ ଏହି ମନ୍ଦିର ଭିତ୍ତିମୂଳ ବସାୟିବା ବେଳେ ସମାନଙ୍କେ ମଧ୍ଯରୁ ଅନକେେ ଉଚ୍ଚ ସ୍ବର ରେ ରୋଦନ କଲେ ଓ ଅନକେେ ଆନନ୍ଦ ରେ ଜଯଧ୍ବନି କଲେ।
ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।
ଆମ୍ଭମାନଙ୍କର ପିତୃପୁରୁଷଗଣ ଯେଉଁ ସ୍ଥାନ ରେ ତୁମ୍ଭର ପ୍ରଶଂସା କରୁଥିଲେ, ଆମ୍ଭମାନଙ୍କର ସହେି ପବିତ୍ର ଓ ରମଣୀଯ ଗୃହ ଅଗ୍ନି ରେ ଦ'ିଭୂତ ହାଇେଅଛି, ଆଉ ମଧ୍ଯ ଆମ୍ଭମାନଙ୍କର ମୂଲ୍ଯବାନ ପଦାର୍ଥଗୁଡ଼ିକ ବିନ୍ଟେ ହାଇେଅଛି।
ସହେି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାର ରେ ଘୃଣ୍ଯ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସମାନେେ ଗର୍ବ କରୁଥିଲେ ଏବଂ ସମାନେେ ସହେି ମୂର୍ତ୍ତିଗୁଡ଼ିକ ପରମେଶ୍ବରଙ୍କ ମନ୍ଦିର ରେ ରଖିଲେ। ତେଣୁ ଆମ୍ଭେ ସଗେୁଡ଼ିକ ସମାନଙ୍କେ ପାଇଁ କଳୁଷିତ ସାମଗ୍ରୀ ରେ ପରିଣତ କରିଦବୋ।
ତୁମ୍ଭମାନଙ୍କ ମଧ୍ଯରୁ କିଏ ଏହି ମନ୍ଦିରର ପୂର୍ବ ମହିମା ଦେଖିଲା? ଧ୍ବଂସ ହାଇେ ୟାଇଥିବା ସୁନ୍ଦର ଗୃହ ସହିତ ତୁମ୍ଭମାନେେ ଏହାକୁ ତୁଳନା କରିଛ। ଯଦି ଏହି ଗୃହକୁ ପ୍ରଥମ ଗୃହ ସହିତ ତୁଳନା କର ତବେେ ତୁମ୍ଭର ଦୃଷ୍ଟି ରେ ଏହା କିଛି ନୁହେଁ।
ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ଏହି ମନ୍ଦିରଟିର ସମ୍ମାନ ପ୍ରଥମ ମନ୍ଦିର ସମ୍ମାନ ଅପେକ୍ଷା ଅଧିକ ହବେ ଏବଂ ଆମ୍ଭେ ଏହି ସ୍ଥାନକୁ ଶାନ୍ତି ପ୍ରଦାନ କରିବା, ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହନ୍ତି।
କେତକେ ଶିଷ୍ଯ ମନ୍ଦିର ବିଷୟ ରେ କଥାବାର୍ତ୍ତା ହେଉଥିଲେ। ସମାନେେ କହିଲେ, ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥର ରେ ତିଆରି ହାଇେଛି। ଦେଖ ପରମେଶ୍ବରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରା ଯାଇଛି!
ଯୀଶୁଙ୍କର ଅବଶ୍ଯ ବୃଦ୍ଧି ହେଉ। ଏବଂ ମାରେ ପ୍ରୟୋଜନୀୟତା ଅବଶ୍ଯ କମି ଯାଉ।
କଥା ରେ ଅଛି, 'ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ', ଏହି ଉକ୍ତିଟି ସତ୍ଯ।
ଦିନ ଥାଉଁ ଥାଉଁ ମାରେ ପ୍ ରରଣୋକର୍ତ୍ତାଙ୍କ କାର୍ୟ୍ଯ ଆମ୍ଭେ ଅବିରତ କରିବା ଉଚିତ୍। ରାତି ଆସୁଅଛି। ରାତି ରେ କହେି କାର୍ୟ୍ଯ କରିପାରିବେ ନାହିଁ।
ସେତବେେଳେ ଯିହୂଦୀମାନଙ୍କର ନିସ୍ତାର ପର୍ବ ସମୟ ପ୍ରାୟ ହାଇଯୋଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡି ୟିବାର ସମୟ ଉପସ୍ଥିତ ହାଇଗେଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫରେିଯିବେ। ସେ ସବୁବେଳେ ଏହି ଜଗତ ରେ ଥିବା ତାହାଙ୍କ ନିଜର ହାଇଯୋଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସମାନଙ୍କେ ପ୍ରତି ତାହାଙ୍କର ଗଭୀର ଓ ଚୁଡାନ୍ତ ପ୍ ରମେ ଦଖାଇେଥିଲେ।
ମୁଁ ଶରୀର ରେ ବଞ୍ଚିଥିବା ପର୍ୟ୍ଯନ୍ତ, ଏକଥା ତୁମ୍ଭକୁ ମନେ ପକାଉଥିବା ରେ ସାହାୟ୍ଯ କରିବି, ଏହା ଉଚିତ ବୋଲି ମୁଁ ମନେ କରେ।