ଆହୁରି ମଧ୍ଯ ଲିବାନୋନ୍ରୁ ମାେ ନିକଟକୁ ଦବଦୋରୁ ଏବଂ ଚନ୍ଦନ ଗଛର କାଠ ପଠାନ୍ତୁ। ତୁମ୍ଭର ଦାସମାନେ ଲିବାନୋନ୍ର କାଠଗଣ୍ଡି କାଟି ଆଣିବା ରେ ସିଦ୍ଧ ହସ୍ତ, ଏହା ମୁଁ ଜାଣେ। ମାରଦୋସମାନେ, ତୁମ୍ଭର ଦାସମାନଙ୍କୁ ସାହାୟ୍ଯ କରିବେ।
Cross references
ତେଣୁ ଏବେ ମାେ ପାଇଁ ଲିବା ନୋନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମାରେଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗ ରେ ଥିବେ; ପୁଣି ଆପଣଙ୍କ କହିବାନୁସା ରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦବେି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ୟ୍ଯ ରେ ସୀଦୋନୀଯମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧିଅରେ କହେି ନାହିଁ।
ହୀରମଙ୍କର ଜାହାଜ ରେ ଓଫୀରରୁ ସୁନା ଆସିଥିଲା ସହେି ସବୁ ଜାହାଜ ରେ ମଧ୍ଯ ଓଫୀରରୁ ପ୍ରଚୁର ଚନ୍ଦନ କାଠ ଓ ରତ୍ନ ଆସିଲା।
ଦାଉଦ କହିଲେ, ଆମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମାେ ପୁଅ ଶଲୋମନ ଅଳ୍ପ ବଯସ୍କ ଅଟେ ଓ ଯେଉଁସବୁ ବିଷଯ ସେ ଜାଣିବା ଆବଶ୍ଯକ, ସେ ଏପର୍ୟ୍ଯନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହବୋ ଆବଶ୍ଯକ। ତାହାର ବିଶାଳତା ଓ ସୌନ୍ଦର୍ୟ୍ଯ ସକାେଶ ତାହା ସମସ୍ତ ଦେଶ ରେ ବିଖ୍ଯାତ ହବୋ ଆବଶ୍ଯକ ସେଥିନିମନ୍ତେ ସଦାପ୍ରଭୁ ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି। ତେଣୁ ଦାଉଦ ତାଙ୍କର ମୃତ୍ଯୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନକେ ଯୋଜନା ପ୍ରସ୍ତୁତ କଲେ।
ହୂରମ୍ଙ୍କ ଦାସ ଓ ଶଲୋମନଙ୍କ ଦାସମାନେ ଓଫୀରକୁ ସୁନା ଆଣିଲେ। ଆହୁରି ମଧ୍ଯ, ସମାନେେ ଆଲ୍ଗମ୍ କାଠ ଓ ବହୁମୂଲ୍ଯ ପଥରସବୁ ଆଣିଲେ।