Home Bibles ପ୍ରଥମ ବଂଶାବଳୀ 22:4 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 22:4 · ଓଡ଼ିଆ ବାଇବେଲ

ଦାଉଦ ଏତେ ସଂଖ୍ଯକ ଦବଦୋରୁ କାଠଗଣ୍ଡିମାନ ସଂଗ୍ରହ କଲେ ଯେ, ତାହା ଗଣାୟାଇ ନ ପା ରେ। ସୀଦୋନ ଓ ସୋର ନଗରର ଲୋକମାନେ ଦାଉଦଙ୍କ ନିମନ୍ତେ ଅସଂଖ୍ଯ ଦବଦୋରୁ କାଠ ଆଣିଲେ।

Cross references

ଦିତୀୟ ଶାମୁୟେଲ 5:11

ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ। ହୀରମ୍ ମଧ୍ଯ ଏରସ କାଠ, ବଢାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସମାନେେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ।

ପ୍ରଥମ ରାଜାବଳୀ 5:6

ତେଣୁ ଏବେ ମାେ ପାଇଁ ଲିବା ନୋନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମାରେଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗ ରେ ଥିବେ; ପୁଣି ଆପଣଙ୍କ କହିବାନୁସା ରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦବେି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ୟ୍ଯ ରେ ସୀଦୋନୀଯମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧିଅରେ କହେି ନାହିଁ।

ଦିତୀୟ ବଂଶାବଳୀ 2:3

ଏହାପରେ ଶଲୋମନ, ହୂରମ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, ମାରେ ବାପା ଦାଉଦଙ୍କୁ ସାହାୟ୍ଯ କଲାପରି ମାେତେ ମଧ୍ଯ ସାହାୟ୍ଯ କର। ତୁମ୍ଭେ ଦବଦୋରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲେ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରିପାରନ୍ତି।

ଏଜ୍ରା 3:7

ସମାନେେ ପାରସ୍ଯର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋନଠାରୁ ୟାଫୋସ୍ଥିତ ସମୁଦ୍ରତୀର ପର୍ୟ୍ଯନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀଯ ଓ ସୋରୀଯ ଲୋକମାନଙ୍କୁ ଖାଦ୍ୟ, ପାନୀଯ ଓ ତୈଳ ଦେଲେ।

Interlinear

Choose Theme