Home Bibles ☰ Books ଯୋହନଲିଖିତ ସୁସମାଚାର 13:1 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 13:1 · ଓଡ଼ିଆ ବାଇବେଲ

ସେତବେେଳେ ଯିହୂଦୀମାନଙ୍କର ନିସ୍ତାର ପର୍ବ ସମୟ ପ୍ରାୟ ହାଇଯୋଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡି ୟିବାର ସମୟ ଉପସ୍ଥିତ ହାଇଗେଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫରେିଯିବେ। ସେ ସବୁବେଳେ ଏହି ଜଗତ ରେ ଥିବା ତାହାଙ୍କ ନିଜର ହାଇଯୋଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସମାନଙ୍କେ ପ୍ରତି ତାହାଙ୍କର ଗଭୀର ଓ ଚୁଡାନ୍ତ ପ୍ ରମେ ଦଖାଇେଥିଲେ।

Cross references

ଯିରିମିୟ 31:3

ସଦାପ୍ରଭୁ ତାକୁ ବହୁଦୂର ସ୍ଥାନରୁ ଦର୍ଶନ ଦେଲେ ଓ କହିଲେ, ଆମ୍ଭେ ଚିରସ୍ଥାଯୀ ଭାବରେ ତୁମ୍ଭକୁ ପ୍ ରମେ କରି ଆସିଛୁ। ଏଣୁ ସ୍ନହପେୂର୍ଣ୍ଣ କରୁଣା ରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିବା।

ମାଥିଉଲିଖିତ ସୁସମାଚାର 26:2

ଦୁଇଦିନ ପରେ ନିସ୍ତାରପର୍ବ ହବୋ କଥା ତୁମ୍ଭେ ଜାଣ। ସହେି ଦିନ କୃଶ ରେ ଚ଼ଢ଼ାଇ ମନୁଷ୍ଯପୁତ୍ରଙ୍କୁ ମାରି ଦବୋ ପାଇଁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦିଆୟିବ।

ମାଥିଉଲିଖିତ ସୁସମାଚାର 26:45

ତା'ପରେ ସେ ଶିଷ୍ଯମାନଙ୍କ ପାଖକୁ ଫରେିଗଲେ ଓ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏବେ ସୁଦ୍ଧା ଶାଇେଛ ଓ ବିଶ୍ରାମ ନେଉଛ? ଶୁଣ, ସମୟ ଆସି ଗଲାଣି। ଏବେ ପାପୀମାନଙ୍କ ହାତ ରେ ମନୁଷ୍ଯପୁତ୍ରଙ୍କୁ ସମର୍ପି ଦିଆୟିବ।

ମାଥିଉଲିଖିତ ସୁସମାଚାର 28:20

ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

ମାର୍କଲିଖିତ ସୁସମାଚାର 14:1

ନିସ୍ତାର ପର୍ବ ଓ ଖମୀର ଶୁନ୍ଯ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନ ଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳ ରେ ବନ୍ଦୀ କରି ତା'ପରେ ମାରି ଦବୋ ପାଇଁ ଉପାୟ ଖୋଜୁ ଥିଲେ।

ଲୂକଲିଖିତ ସୁସମାଚାର 9:51

ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।

ଲୂକଲିଖିତ ସୁସମାଚାର 13:32

ଯୀଶୁ ସମାନଙ୍କେୁ କହିଲେ, ଯାଅ, ସହେି କୋକିଶିଆଳିକୁ କୁହ, 'ଆଜି ଓ ଆସନ୍ତା କାଲି ମୁଁ ଲୋକଙ୍କ ଦହରେୁ ଭୂତମାନଙ୍କୁ ତଡି ଦେଉଛି ଓ ଲୋକମାନଙ୍କୁ ସୁସ୍ଥ କରିବା କାମ ସାରି ଦେଉଛି। ତା'ପର ଦିନ ମାରେ କାମ ସରିୟିବ।

ଲୂକଲିଖିତ ସୁସମାଚାର 22:1

ଖମୀରଶୂନ୍ଯ ରୋଟୀ ପର୍ବ, ଯାହାକୁ ନିସ୍ତାର ପର୍ବ ମଧ୍ଯ କୁହାୟାଏ, ତାହାର ସମୟ ନିକଟ ହାଇେ ଆସୁଥିଲା।

ଲୂକଲିଖିତ ସୁସମାଚାର 22:53

ମନ୍ଦିର ରେ ମୁଁ ପ୍ରେତ୍ୟକକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭମାନେେ ମାେତେ ସଠାେରେ ବନ୍ଦୀ କରିନବୋକୁ କାହିଁକି ଚେଷ୍ଟା କଲନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତବେେଳେ ଅନ୍ଧକାର ରାଜତ୍ବ କରିଥାଏ।

ଯୋହନଲିଖିତ ସୁସମାଚାର 6:4

ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇଯୋଇଥିଲା।

ଯୋହନଲିଖିତ ସୁସମାଚାର 7:6

ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ୟିବା) ପାଇଁ ସମସ୍ତ ସମୟ ଉପୟୁକ୍ତ।

ଯୋହନଲିଖିତ ସୁସମାଚାର 7:30

ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କହେି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତବେେଳେ ମଧ୍ଯ ତାହାଙ୍କୁ ହତ୍ଯା କରିବାର ଉଚିତ୍ ସମୟ ହାଇନେଥିଲା।

ଯୋହନଲିଖିତ ସୁସମାଚାର 8:20

ଯୀଶୁ ଏସବୁ କଥା ମନ୍ଦିର ପରିସର ରେ ଉପଦେଶ ଦଲୋ ବେଳେ କହିଲେ। ଦାନ ପାତ୍ର ରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହାଇେଥିଲେ। କିନ୍ତୁ କହେି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସପେର୍ୟ୍ଯନ୍ତ ଆସି ନଥିଲା।

ଯୋହନଲିଖିତ ସୁସମାଚାର 11:9

ଯୀଶୁ ଉତ୍ତର ଦେଲେ, ଦିନ ମଧିଅରେ ବାର ଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନ ବେଳେ ଚାଲିଲେ ସେ ଝୁଣ୍ଟେ ନାହିଁ କି ପଡେ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖିପା ରେ।

ଯୋହନଲିଖିତ ସୁସମାଚାର 11:55

ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖଇେ ଆସିଲା। ଅନକେ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ୟିରୂଶାଲମ ରେ ଆସି ପହନ୍ଚିଲେ, ସମାନେେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ଯ ରେ ବିଶଷେ କର୍ମ କରିବାକୁ ଗଲେ।

ଯୋହନଲିଖିତ ସୁସମାଚାର 12:23

ଯୀଶୁ ସମାନଙ୍କେୁ କହିଲେ, ବର୍ତ୍ତମାନ ମନୁଷ୍ଯ ପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି।

Interlinear

Choose Theme