Home Bibles ପ୍ରଥମ ବଂଶାବଳୀ 19:9 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 19:9 · ଓଡ଼ିଆ ବାଇବେଲ

ଅେମ୍ମାନୀୟ ଲୋକମାନେ ବାହାରି ଆସିଲେ ଓ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇଗେଲେ। ସମାନେେ ନଗର-ଦ୍ବାର ନିକଟରେ ଥିଲେ। ଯେଉଁ ରାଜାମାନେ ସାହାୟ୍ଯ କରିବାକୁ ଆସିଥିଲେ, ସମାନେେ ବାହା ରେ ଥିବା କ୍ଷେତ୍ରଗୁଡ଼ିକ ମଧିଅରେ ରହିଲେ।

Cross references

ପ୍ରଥମ ଶାମୁୟେଲ 17:2

ଶାଉଲ ଅଧିନ ରେ ଓ ଇଶ୍ରାୟେଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରୀତ ହାଇେ ଛାଉଣୀ ସ୍ଥାପନ କଲେ। ସମାନେେ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ସୈନ୍ଯ ସଜାଇଲେ।

ଦିତୀୟ ଶାମୁୟେଲ 10:8

ସହେିଦିନ ଅେମ୍ମାନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହାଇେ ରହିଲେ। ସୋବା ଓ ରହୋବର ଅରାମୀଯ ଲୋକମାନେ, ଟୋବର ସୈନ୍ଯମାନେ ଏବଂ ମାଖା ନଗର ବାହାର କ୍ଷେତ୍ର ରେ ଏକତ୍ରୀତ ହେଲ।

ଦିତୀୟ ଶାମୁୟେଲ 18:4

ରାଜା ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ଯାହା ଉତ୍ତମ ବିଗ୍ଭର କର ମୁ ତାହା କରିବି।

ପ୍ରଥମ ରାଜାବଳୀ 20:1

ଅରାମର ରାଜା ବିନ୍ହଦଦ୍ ଆପଣାର ସମସ୍ତ ସୈନ୍ଯ ଏକତ୍ରୀତ କଲେ। ପୁଣି ତାଙ୍କର ସଙ୍ଗ ରେ ବତିଶ ଜଣ ରାଜା ଆଉ ଅଶ୍ବଗଣ ଓ ରଥମାନ ସଙ୍ଗ ରେ ଥିଲେ। ପୁଣି ସେ ୟାଇ ଶମରିଯା ଅବରୋଧ କରି ତହିଁ ବିରୁଦ୍ଧ ରେ ୟୁଦ୍ଧ କଲେ।

ପ୍ରଥମ ରାଜାବଳୀ 20:24

ଏହା ହିଁ ତୁମ୍ଭର କରିବା ଉଚିତ୍। ଆଉ ସୈନ୍ଯଗ୍ଭଳନା ଦାଯିତ୍ବ ବତିଶ ରାଜାମାନଙ୍କ ବଦଳ ରେ ସନୋପତିମାନଙ୍କ ହସ୍ତ ରେ ଦିଅନ୍ତୁ।

ଦିତୀୟ ବଂଶାବଳୀ 13:3

ଅବିଯଙ୍କ ସୈନ୍ଯଦଳ ରେ 4,00,000 ଜଣ ସାହସୀ ସୈନିକ ଥିଲେ। ଅବିଯ ସହେି ସୈନ୍ଯଦଳକୁ ୟୁଦ୍ଧକ୍ଷେତ୍ରକୁ କଢ଼ାଇ ନେଲେ। ୟାରବିଯାମ୍ଙ୍କ ସୈନ୍ଯଦଳ ରେ 8,00,000 ଜଣ ସାହସୀ ସୈନିକ ଥିଲେ। ଅବିଯଙ୍କ ସହିତ ଏକ ୟୁଦ୍ଧ ନିମନ୍ତେ ୟାରବିଯାମ୍ ପ୍ରସ୍ତୁତ ହେଲେ।

ଦିତୀୟ ବଂଶାବଳୀ 14:10

ଆସା ସରହଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରିଲେ। ମା ରଶାରେ ସଫାଥା ଉପତ୍ୟକାର ମା ରଶାହେ ନିକଟରେ ୟୁଦ୍ଧ କରିବା ନିମନ୍ତେ ଆସାଙ୍କ ସୈନ୍ଯଦଳ ପ୍ରସ୍ତୁତ ହାଇେ ରହିଲେ।

ଯିଶାଇୟ 28:6

ତା'ପ ରେ ସଦାପ୍ରଭୁ ବିଚାର ନିମନ୍ତେ ବିଚାରକଙ୍କୁ ବିଚାର ଜନିତ ଆତ୍ମା ଓ ଯେଉଁମାନେ ନଗରଦ୍ବାର ରେ ୟୁଦ୍ଧ ରେ ଫରୋଇ ଦିଅନ୍ତି ସମାନଙ୍କେ ପାଇଁ ବଳସ୍ବରୂପ ହବେେ।

ଯିରିମିୟ 50:42

ସମାନେେ ଧନୁ ଓ ବର୍ଚ୍ଛା ଧରିଛନ୍ତି, ସମାନେେ ନିଷ୍ଠୁର ଓ ନିର୍ଦ୍ଦଯ। ସମାନେେ ସମୁଦ୍ର ପରି ଗର୍ଜନ କରୁଛନ୍ତି। ସମାନେେ ଅଶ୍ବାରୋହଣ କରି ଅଗ୍ରସର ହେଉଛନ୍ତି। ସେ ବାବିଲ, ସମାନେେ ସମସ୍ତେ ସୁସଜ୍ଜିତ ହାଇେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଯୋୟେଲ 2:5

ସମାନଙ୍କେ ଶଦ୍ଦ ପର୍ବତ ଉପ ରେ ନାଚୁଥିବା ରଥ ପରି, ନଡାକୁ ଅଗ୍ନି ଜାଳିଲା ପରି, ୟୁଦ୍ଧ ପାଇଁ ପ୍ରସ୍ତୁତ ବଳବାନ୍ ଲୋକ ପରି ହବେ।

Interlinear

Choose Theme