ପ୍ରଥମ ରାଜାବଳୀ 20:24 · ଓଡ଼ିଆ ବାଇବେଲ
ଏହା ହିଁ ତୁମ୍ଭର କରିବା ଉଚିତ୍। ଆଉ ସୈନ୍ଯଗ୍ଭଳନା ଦାଯିତ୍ବ ବତିଶ ରାଜାମାନଙ୍କ ବଦଳ ରେ ସନୋପତିମାନଙ୍କ ହସ୍ତ ରେ ଦିଅନ୍ତୁ।
Cross references
ପ୍ରଥମ ରାଜାବଳୀ 20:1
ଅରାମର ରାଜା ବିନ୍ହଦଦ୍ ଆପଣାର ସମସ୍ତ ସୈନ୍ଯ ଏକତ୍ରୀତ କଲେ। ପୁଣି ତାଙ୍କର ସଙ୍ଗ ରେ ବତିଶ ଜଣ ରାଜା ଆଉ ଅଶ୍ବଗଣ ଓ ରଥମାନ ସଙ୍ଗ ରେ ଥିଲେ। ପୁଣି ସେ ୟାଇ ଶମରିଯା ଅବରୋଧ କରି ତହିଁ ବିରୁଦ୍ଧ ରେ ୟୁଦ୍ଧ କଲେ।
ପ୍ରଥମ ରାଜାବଳୀ 20:16
ମଧ୍ଯାହ୍ନ ରେ ଯେତବେେଳେ ରାଜା ବିନ୍ହଦଦ୍ ଓ ବତିଶ ଜଣ ଅନ୍ୟ ରାଜା ନିଜ ଶିବିର ରେ ପାନ କରୁଥିଲେ ଓ ମତ୍ତ ହାଇେଥିଲେ, ସହେି ସମୟରେ ଆହାବ୍ ଆକ୍ରମଣ ଆରମ୍ଭ କରି ଦେଲେ।
ପ୍ରଥମ ରାଜାବଳୀ 22:31
ମାତ୍ର ଅରାମର ରାଜା ତାଙ୍କର ବତିଶ ରଥାଧ୍ଯକ୍ଷଙ୍କୁ ଆଦେଶ ଦେଲେ, ତୁମ୍ଭମାନେେ ଇଶ୍ରାୟେଲର ରାଜା ବ୍ଯତୀତ ଅନ୍ୟ କାହା ସଙ୍ଗେ ୟୁଦ୍ଧ କରନାହିଁ। ତୁମ୍ଭେ ନିଶ୍ଚଯ ତାକୁ ହତ୍ଯା କରିବ।
ହିତୋପଦେଶ 21:30
ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।