ସହେିଦିନ ଅେମ୍ମାନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହାଇେ ରହିଲେ। ସୋବା ଓ ରହୋବର ଅରାମୀଯ ଲୋକମାନେ, ଟୋବର ସୈନ୍ଯମାନେ ଏବଂ ମାଖା ନଗର ବାହାର କ୍ଷେତ୍ର ରେ ଏକତ୍ରୀତ ହେଲ।
Cross references
ତେଣୁ ସମାନେେ ସୀନ ମରୁଭୂମିରୁ ୟାତ୍ରାକରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ୟ୍ଯନ୍ତ ଦେଶ ଅନୁସନ୍ଧାନ କଲେ।
ଏହାର ସୀମା ଇବ୍ରୋଣ,ରହୋବ୍ ହମ୍ମୋନ୍, କାନ୍ନା ଓ ସଦୂର ସହାସୀଦୋନ୍ ପର୍ୟ୍ଯନ୍ତ ଲାଗିଥିଲା।
ଆଶରେ ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶରେ ପରିବାରବର୍ଗର ଲୋକମାନେ ଯେଉଁମାନେ ସମାନଙ୍କେ ସହିତ ଅକ୍କୋନିବାସୀ, ସୀଦୋନ୍ ଅହଲବ୍ ଅକଷୀବ ହିଲବା, ଅଫିକ୍ ଓ ରହୋବରକ୍ସ୍ଟ ବସବାସ କରୁଥିଲେ, ସହେି ଲୋକମାନଙ୍କୁ ବିତାଡିତ କଲନୋହିଁ।
ଅେମ୍ମାନୀୟମାନେ ହୃଦଯଙ୍ଗମ କଲେ ଯେ, ରାଜା ଦାଉଦ ସମାନଙ୍କେୁ ବର୍ତ୍ତମାନ ତାଙ୍କର ଶତୃ ବୋଲି ବିବଚେନା କଲେ। ତେଣୁ ସମାନେେ 20 ,000 ଅରାମୀଯ ୈସନ୍ଯମାନଙ୍କୁ ବୈଥ-ରହାବେ ଓ ସୋବାରକ୍ସ୍ଟ 1,000 ଜଣ ମାଖାର ରାଜାଙ୍କଠାରକ୍ସ୍ଟ ଏବଂ ଟୋବରକ୍ସ୍ଟ 12,000 ସୈନ୍ଯ ଭଡା ରେ ଆଣିଲେ।
ଅେମ୍ମାନୀୟ ଲୋକେ 32,000 ରଥ କିଣିଲେ ମଧ୍ଯ ସମାନଙ୍କେୁ ସାହାୟ୍ଯ କରିବା ନିମନ୍ତେ ସମାନେେ ମାଖାର ରାଜା ଓ ତାଙ୍କର ଲୋକମାନଙ୍କୁ ଅର୍ଥ ଦେଲେ। ମାଖାର ରାଜା ଓ ତାଙ୍କର ଲୋକମାନେ ମଦବୋ ସହର ନିକଟରେ ଛାଉଣୀ ସ୍ଥାପନ କଲେ। ଅେମ୍ମାନୀୟ ଲୋକମାନେ ନିଜେ ମଧ୍ଯ ସହରରୁ ବାହାରି ଆସିଲେ ଓ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଲେ।