Home Bibles ପ୍ରଥମ ବଂଶାବଳୀ 19:8 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 19:8 · ଓଡ଼ିଆ ବାଇବେଲ

ଅେମ୍ମାନୀୟ ଲୋକମାନେ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ବୋଲି ଦାଉଦ ଶୁଣିବାକୁ ପାଇଲେ। ତେଣୁ ଅେମ୍ମାନୀୟ ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ସେ ଯୋୟାବ ଓ ଇଶ୍ରାୟେଲର ସମସ୍ତ ସୈନ୍ଯ ବାହିନୀକୁ ପଠାଇଲେ।

Cross references

ଦିତୀୟ ଶାମୁୟେଲ 23:8

ଦାଉଦ କହିଲେ ଏଗକ୍ସ୍ଟଡିକ ସହେି ସାହସୀ ବ୍ଯକ୍ତିମାନଙ୍କର ତାଲିକା, ଯେଉଁମାନେ ଦାଉଦଙ୍କର ଥିଲେ। ତଖମାନେୀୟ ଯୋେଶବ୍ ବେଶବତ୍ ବିେଶଷତଃ ଦଳର ମକ୍ସ୍ଟଖ୍ଯ ଥିଲେ। ସେ ଏକ କାଳିନ 800 ଲୋକକୁ ବର୍ଚ୍ଛା ରେ ବଧ କରିଥିଲା।

ପ୍ରଥମ ବଂଶାବଳୀ 11:6

ଦାଉଦ କହିଲେ, ଯେଉଁ ବ୍ଯକ୍ତି ୟିବୂଷୀଯ ଲୋକମାନଙ୍କ ଉପରେ ଆକ୍ରମଣର ନତେୃତ୍ବ ନବେ, ସେ ମାରେ ସମଗ୍ର ସନୋବାହିନୀର ସନୋପତି ହବେ। ତେଣୁ ଯୋୟାବ୍ ଏହି ଆକ୍ରମଣର ନତେୃତ୍ବ ନେଲେ। ଯୋୟାବ୍ ସରୁଯାଙ୍କ ପୁତ୍ର ଥିଲେ। ଯୋୟାବ ସୈନ୍ଯଦଳର ସନୋପତି ହେଲେ।

ପ୍ରଥମ ବଂଶାବଳୀ 11:10

ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ଯ ରେ ଏହି ତିନି ବୀର ଅତ୍ଯନ୍ତ ପରାକ୍ରମୀ ହାଇେ ଉଠିଲେ। ସମାନେେ ଓ ଇଶ୍ରାୟେଲର ସମସ୍ତ ଳୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ବର ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକା ରେ ଏ ସମସ୍ତ ଘଟିଲା।

Interlinear

Choose Theme