Home Bibles ☰ Books ଦିତୀୟ ବିବରଣ 11:25 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 11:25 · ଓଡ଼ିଆ ବାଇବେଲ

ତୁମ୍ଭମାନଙ୍କ ବିପକ୍ଷ ରେ କୌଣସି ମନକ୍ସ୍ଟଷ୍ଯ ଛିଡା ହବୋକକ୍ସ୍ଟ ସକ୍ଷମ ହବେ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କର ପ୍ରତିଜ୍ଞାନକ୍ସ୍ଟସା ରେ ସମଗ୍ର ଦେଶ ରେ ତୁମ୍ଭେ ଯେଉଁଠିକକ୍ସ୍ଟ ୟାଅ, ତକ୍ସ୍ଟମ୍ଭ ପ୍ରତି ସମସ୍ତଙ୍କର ଭୟ ଓ ଆଶାଙ୍କିତ ସୃଷ୍ଟି କରିବେ।

Cross references

ଯାତ୍ରା ପୁସ୍ତକ 23:27

ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ସହିତ ୟୁଦ୍ଧ କରିବ ସେ ସମୟରେ ମାରେ ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହବେ। ତୁମ୍ଭମାନେେ ତୁମ୍ଭର ସମସ୍ତ ଶତୃମାନଙ୍କୁ ୟୁଦ୍ଧ ରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ୟୁଦ୍ଧ କରିବେ ସମାନେେ ଇତଃସ୍ତତ ହାଇେ ଦୌଡି ପଳାଇବେ।

ଦିତୀୟ ବିବରଣ 2:25

ଆଜି ଆମ୍ଭେ ସବୁଆଡେ ସମସ୍ତଙ୍କ ମନ ରେ ତକ୍ସ୍ଟମ୍ଭ ବିଷଯ ରେ ଭୟ ସୃଷ୍ଟି କରିବକ୍ସ୍ଟ। ସମାନେେ ଏହି ଖବର ପାଇଲା ମାତ୍ ରେ ସମାନେେ ବହକ୍ସ୍ଟତ ଭୟ କରିବେ ଓ ଭୟ ରେ ଥରିବେ।'

ଦିତୀୟ ବିବରଣ 7:24

ଆଉ ସେ ସମାନଙ୍କେର ରାଜାଗଣକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବେ, ଯାହାଫଳ ରେ ତୁମ୍ଭେ ଆକାଶ ମଣ୍ତଳର ତଳକ୍ସ୍ଟ ସମାନଙ୍କେ ନାମ ପୋଛି ଦବେ। ଯେତବେେଳେ ତୁମ୍ଭେ ସମାନଙ୍କେୁ ବିନାଶ କରିବ କହେି ତୁମ୍ଭମାନଙ୍କୁ ଅଟକାଇବାକକ୍ସ୍ଟ ସମର୍ଥ ହବେ ନାହିଁ।

ଯିହୋଶୂୟ 1:5

ମୁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମାଶାେ ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କହେି ସମର୍ଥ ହାଇେ ପାରିବେ ନାହିଁ। ମୁ ତୁମ୍ଭକୁ ଛାଡିବି ନାହିଁ। ମୁ ତୁମ୍ଭକୁ ପରିତ୍ଯାଗ କରିବି ନାହିଁ।

ଯିହୋଶୂୟ 2:9

ମୁ ଜାଣେ, ସଦାପ୍ରଭୁ ଏହି ଦେଶକକ୍ସ୍ଟ ତକ୍ସ୍ଟମ୍ଭ ଲୋକମାନଙ୍କୁ ଦଇେଛନ୍ତି ଏବଂ ତୁମ୍ଭମାନେେ ଆମ୍ଭଙ୍କକ୍ସ୍ଟ ଭୟ ଜନ୍ମାଉଅଛ, ଏହି ସକାେଶ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।

ଯିହୋଶୂୟ 5:1

ଇଶ୍ରାୟେଲର ଲୋକମାନେ ନଦୀ ପାର ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ୟର୍ଦ୍ଦନ ନଦୀକକ୍ସ୍ଟ ଶକ୍ସ୍ଟଷ୍କ ରଖିଲେ। ଯେତବେେଳେ ୟର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମାରେିଯ ରାଜାମାନେ ଓ ଭୂମଧ୍ଯ ସମକ୍ସ୍ଟଦ୍ର ନିକଟସ୍ଥ କିଣାନୀଯ ରାଜାମାନେ ଏହା ଶୁଣିଲେ, ସେତବେେଳେ ସମାନଙ୍କେର ହୃଦଯ ତରଳି ଗଲା ଓ ଇଶ୍ରାୟେଲମାନଙ୍କୁ ସମ୍ମକ୍ସ୍ଟଖୀନ ହବୋ ସକାେଶ ସମାନେେ ସମାନଙ୍କେର ସାହାସ ହରାଇଲେ।

ପ୍ରଥମ ବଂଶାବଳୀ 14:17

ତେଣୁ ଦାଉଦ ସବୁଦେଶ ରେ ବିଖ୍ଯାତ ହାଇେ ଉଠିଲେ। ସଦାପ୍ରଭୁ ସମସ୍ତ ଦେଶଗଣଙ୍କୁ ଦାଉଦଙ୍କ ପ୍ରତି ଭୟକୀଜ କରାଇଲେ।

Interlinear

Choose Theme