Home Bibles ଗୀତସଂହିତା 18:44 · ଓଡ଼ିଆ ବାଇବେଲ
ଗୀତସଂହିତା 18:44 · ଓଡ଼ିଆ ବାଇବେଲ

ସହେି ଲୋକମାନେ ମାେ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମାେତେ ମାନିବେ। ସହେି ବିଦେଶୀମାନେ ମାେତେ ଦେଖି ଭୟଭୀତ ହବେେ।

Cross references

ଦିତୀୟ ବିବରଣ 33:29

ହେ ଇଶ୍ରାୟେଲୀୟ, ତୁମ୍ଭମାନେେ ଆଶୀର୍ବାଦ ୟକ୍ସ୍ଟକ୍ତ। ତୁମ୍ଭମାନଙ୍କ ସହିତ କିଏ ସମାନ ହବେେ ନାହିଁ। ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସଦାପ୍ରଭୁ ହେଉଛନ୍ତି ତୁମ୍ଭର ଉପକାର ରୂପ ଢାଲ ସଦାପ୍ରଭୁ ହେଉଛନ୍ତି ଏକ ଶକ୍ତିଶାଳୀ ଖଡ୍ଗ ସ୍ବରୂପ। ତୁମ୍ଭର ଶତୃମାନେ ତୁମ୍ଭକୁ ଦେଖିଲେ ଡରିବେ ଏବଂ ତୁମ୍ଭେ ସମାନଙ୍କେ ପବିତ୍ର ସ୍ଥାନସବୁ ଦଳନ କରିବ।

ଦିତୀୟ ଶାମୁୟେଲ 1:13

ତା'ପରେ, ଦାଉଦ ସହେି ୟକ୍ସ୍ଟବକ ସହିତ କଥା ହେଲ, ୟିଏ ତାଙ୍କୁ ଶାଉଲଙ୍କର ମୃତକ୍ସ୍ଟ୍ଯ ବିଷଯ ରେ କହିଥିଲା ଏବଂ ପଚାରିଲେ, ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ?

ଦିତୀୟ ଶାମୁୟେଲ 22:44

ଯେଉଁମାନେ ମାେ ବିରକ୍ସ୍ଟଦ୍ଧ ରେ ଲାଗିଛନ୍ତି, ସମାନଙ୍କେଠାରକ୍ସ୍ଟ ମାେତେ ରକ୍ଷା କର। ମାେତେ ସହେିସବୁ ରାଜ୍ଯର ନେତା କର। ଯେଉଁ ଲୋକମାନଙ୍କୁ ମୁ ଜାଣି ନାହିଁ, ସମାନେେ ମାରେ ସବୋ କରିବେ।

ଗୀତସଂହିତା 66:3

ପରମେଶ୍ବରଙ୍କୁ କୁହ, ତୁମ୍ଭର କାର୍ୟ୍ଯ ଆଶ୍ଚର୍ୟ୍ଯଜନକ ଅଟେ। ପରମେଶ୍ବର ତୁମ୍ଭର ଶକ୍ତି ମହାନ୍ ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି। ସମାନେେ ତୁମ୍ଭକୁ ଭୟ କରନ୍ତି!

ଗୀତସଂହିତା 68:30

ନଳବଣର ସହେି ବନ୍ଯ ପଶୁମାନଙ୍କୁ ଦଣ୍ଡ ଦିଅ। ସହେି ଜାତିଗୁଡ଼ିକର ଷଣ୍ଢଗୁଡ଼ିକୁ ଓ ଗାଈଗୁଡ଼ିକୁ ଆଦେଶ ମାନିବାକୁ ପ୍ରସ୍ତୁତ କରାଅ। ତୁମ୍ଭେ ସହେି ଜାତିଗୁଡ଼ିକୁ ୟୁଦ୍ଧରେ ହରାଇଥିଲ। ବର୍ତ୍ତମାନ ସହେି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ। ସହେି ଜାତିମାନଙ୍କୁ ବିକ୍ଷିପ୍ତ କର, ଯେଉଁମାନେ ୟୁଦ୍ଧକୁ ଭଲ ପାଆନ୍ତି।

ଗୀତସଂହିତା 81:15

ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ। ସମାନଙ୍କେର ଦଣ୍ଡ ଚିରଦିନ ଧରି ରହିବ ସର୍ବଦା ଦଣ୍ଡ ପାଇବେ।

ଯିଶାଇୟ 62:8

ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ବାରା ଶପଥ କରିଛନ୍ତି, ଆମ୍ଭେ ତୁମ୍ଭର ଶସ୍ଯ ତୁମ୍ଭର ଶତ୍ରୁଗଣଙ୍କୁ ଶସ୍ଯ ନିମନ୍ତେ ନିଶ୍ଚଯ ଦବୋ ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସହେି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।

ଯିହିଜିକଲ 44:7

କାରଣ ତୁମ୍ଭମାନେେ ଶାରୀରିକ ଓ ହୃଦଯ ରେ ଅସୁନ୍ନତ ବିଦେଶୀମାନଙ୍କୁ ମାରେ ମନ୍ଦିର ଅଗଣାକୁ ଆଣିଲେ ଓ ମାରେ ମନ୍ଦିରକୁ ଅପବିତ୍ର କଲ। ତୁମ୍ଭମାନେେ ମାରେ ଖାଦ୍ୟ ତିଆରି କଲ, ମଦେ ଏବଂ ରକ୍ତକୁ ଅପବିତ୍ର କଲ। ଯେ ହତେୁ ତୁମ୍ଭମାନେେ ସଗେୁଡ଼ିକ ଉତ୍ସର୍ଗ କରୁଥିଲ। ତୁମ୍ଭମାନେେ, ତୁମ୍ଭମାନଙ୍କ ସହିତ ହାଇେଥିବା ମାରେନିଯମ ଭଙ୍ଗ କଲ।

ରୋମୀୟଙ୍କ ପ୍ରତି ପତ୍ର 10:16

ମାତ୍ର ସମସ୍ତେ ସୁମାଗ୍ଭରକୁ ଗ୍ରହଣ କରି ନାହାଁନ୍ତି। ୟିଶାଇୟ କହନ୍ତି: ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡିକ କିଏ କ'ଣ ବିଶ୍ବାସ କଲା?

Interlinear

Choose Theme