ପରମେଶ୍ବର ତାଙ୍କୁ ଯେପରି କରିବାକୁ କହିଲେ, ଦାଉଦ ଠିକ୍ ସହେିପରି କଲେ। ତେଣୁ ଦାଉଦ ଓ ତାଙ୍କର ଲୋକମାନେ ପଲେଷ୍ଟୀୟ ସୈନ୍ଯଦଳଙ୍କୁ ପରାସ୍ତ କଲେ। ସମାନେେ ଗିବଯେୋନ୍ ସହରଠାରୁ ଗଷେର ସହର ପର୍ୟ୍ଯନ୍ତ ପଡ଼ିଥିବା ସାରା ପଥରେ ପଲେଷ୍ଟୀୟମାନଙ୍କୁ ବଧ କଲେ।
Cross references
ତହିଁରେ ନୋହ ସହେିପରି କଲେ। ନୋହ ପରମେଶ୍ବରଙ୍କ ଆଜ୍ଞା ପାଳନ କଲେ।
ଇଶ୍ରାୟେଲର ଲୋକମାନେ ଏହିପରି କାର୍ୟ୍ଯମାନ କରିଥିଲେ। ଯାହା ଯାହା କରିବାକୁ ସଦାପ୍ରଭୁ ମାଶାଙ୍କେୁ ଆଜ୍ଞା ଦଇେଥିଲେ.
କିଣାନୀଯମାନଙ୍କୁ ଗଷେରକକ୍ସ୍ଟ ତଡିବା ପାଇଁ। କିନ୍ତୁ ଇଫ୍ରଯିମ ଲୋକମାନେ ସକ୍ଷମ ହେଲେ ନାହିଁ। ତେଣୁ କିଣାନୀଯ ଲୋକମାନେ ଆଜି ପର୍ୟ୍ଯନ୍ତ ମଧ୍ଯ ଇଫ୍ରଯିମ ଲୋକମାନଙ୍କ ସହିତ ବାସ କରୁଛନ୍ତି। କିନ୍ତୁ କିଣାନୀଯ ଲୋକମାନେ ଇଫ୍ରଯିମ ଲୋକମାନଙ୍କର ଦାସ ହାଇେ ରହିଲେ।
ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସହେିପରି କଲେ ଓ ଗବୋଠାରକ୍ସ୍ଟ ଗଷେର ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।
ଇଫ୍ରଯିମର ପାର୍ବତ୍ଯମଯ ଦେଶ ରେ, ସମାନଙ୍କେୁ ସୁରକ୍ଷାର ନଗରୀ ଶିଖିମ ଏବଂ ଗଷେର ଓ ସମାନଙ୍କେର କ୍ଷେତ୍ରଗୁଡ଼ିକ ଦିଆଗଲା।
ଏହାପରେ ଗଷେର ସହର ରେ ଇଶ୍ରାୟେଲୀୟମାନେ ପଲେଷ୍ଟୀୟ ଲୋକଙ୍କ ସହିତ ୟୁଦ୍ଧ କଲେ। ସହେି ସମୟରେ ହଶାତୀଯ ସିଦ୍ଦଖଯ ସିପ୍ପଯକୁ ବଧ କଲେ। ଏହି ସିପ୍ପଯ ଦୈତ୍ଯପୁତ୍ରମାନଙ୍କ ମଧ୍ଯରୁ ଜଣେ ଥିଲା। ତେଣୁ ପଲେଷ୍ଟୀୟ ଲୋକମାନେ ଇଶ୍ରାୟେଲୀୟମାନଙ୍କର କ୍ରୀତଦାସ ତୁଲ୍ଯ ହାଇଗେଲେ।
ସଦାପ୍ରଭୁ ପାରାସୀମ ପର୍ବତ ରେ ଉଠିଲାପରି ଉଠିବେ। ଗିବିଯୋନ ଉପତ୍ୟକା ରେ ଯେପରି କ୍ରୋଧାନ୍ବିତ ହାଇେଥିଲେ, ସହେିପରି କୋର୍ଧ କରିବେ। ସେତବେେଳେ ସେ ଅଦ୍ଭୁତକାର୍ୟ୍ଯ ସାମ୍ପାଦନ କରିବେ। ପୁଣି ସେ ନିଜର କାର୍ୟ୍ଯ ତଥା ଅଲୌକିକ କାର୍ୟ୍ଯ ସମ୍ପନ୍ନ କରିବେ।
ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।
ଯଦି ତୁମ୍ଭେ ଏହା ସବୁ ଜାଣ ତବେେ ତୁମ୍ଭେ ଏହି କାର୍ୟ୍ଯ କରି ଖୁସି ହବେ।
ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।